“ଏଣେ କହୁଛନ୍ତି ମିଶିକି ରହିବେ ,ସେପଟେ ଆମ ବାହାଘର ଫୋଟୋରୁ ମୋତେ କାଢ଼ିଦେଇ ଖୁସି ହେଉଛନ୍ତି ବର୍ଷା ।

Varsha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମନରେ ଯନ୍ତ୍ରଣା ଧରି ଅନୁଭବ କହିଲେ ଏଜନ୍ମ କ’ଣ ଶହେ ଜନ୍ମ ହେଲେବି ବର୍ଷାଙ୍କ ଛାଇ ମାଡିବି ନାହିଁ । ଏମିତି ଯନ୍ତ୍ରଣା ଏମିତି କଷ୍ଟ ଦେଇଛନ୍ତି ବର୍ଷା ମୁଁ ଆଉ କେବେ ଭୁଲିପାରିବି ନାହିଁ । ପରିବାର ଅଦାଲତ ଯେତେବେଳେ ଆମ ଦୁଇଜଣଙ୍କ ଆବେଦନକୁ ଅଗ୍ରାହ କରିଦେଲେ ସେତେବେଳେ ବର୍ଷା ପ୍ରିୟଦର୍ଶିନୀ ଆମ ବାହାଘର ଫଟୋ ଛାଡି ଖୁସିରେ ଲେଖିଲେ ଜୟ ଜଗନ୍ନାଥ ।

ହେଲେ ମୋତେ ସେହି ଫଟୋରୁ କାଢି ଦେଲେ । ସେ କେଉଁଥିପାଇଁ ଖୁସି ହେଲେ ମୁଁ ବୁଝିପାରିଲି ନାହିଁ । ମୋ ସହ ଯଦି ରହିବାକୁ ଚାହୁଁଥିଲେ ତେବେ ବାହାଘର ଫଟୋରେ ମୋତେ କେମିତି କାଢି ଦେଲେ । ଗୋଟିଏ ଗଣମାଧ୍ୟମ ସାକ୍ଷାତକାରରେ ଅନୁଭବ ମହାନ୍ତି କିଛି ଏଭଳି ଉତ୍ତର ରଖିଥିଲେ । କଟକ ପରିବାର ଅଦାଲତ ଯେତେବେଳେ ଦୁହିଁଙ୍କ ଆବେଦନକୁ ଅଗ୍ରାହ କରିଥିଲେ ସେତେବେଳେ ବର୍ଷା ପ୍ରିୟଦର୍ଶିନୀ ବାହାଘର ସମୟର ଗୋଟିଏ ଫଟୋକୁ ସୋସିଆଲ ମିଡିଆରେ ଅପଲୋଡ଼ କରି ଲେଖିଥିଲେ ଜୟ ଜଗନ୍ନାଥ । କିନ୍ତୁ ସେହି ଫଟୋରେ ନଥିଲେ ଅନୁଭବ ମହାନ୍ତି ।

Anubhab Varsha

କିନ୍ତୁ ଏପଟେ ଅନୁଭବ ମହାନ୍ତି କହିବା ହିସାବରେ ବର୍ଷା ସେପଟେ କୋର୍ଟରେ ଆବେଦନ କରିଛନ୍ତି ଦୁହେଁ ମିଶିକି ରହିବା ପାଇଁ । ଯେଉଁଠି ଅନୁଭବ ଆବେଦନ କରିଥିଲେ ଛାଡପତ୍ର ପାଇଁ । ଅନୁଭବ ମହାନ୍ତି ଏଭଳି ବାହାଘର ଆରମ୍ଭରୁ କିଭଳି ଭାବେ ପରିବାରରେ ବର୍ଷାକୁ ନେଇ ଅଶାନ୍ତର ବାତାବରଣ ଖେଳି ରହୁଥିଲା ଆଉ କାହିଁକି ବର୍ଷାକୁ ଛାଡପତ୍ର ଦେବାକୁ ଚାହୁଁଥିଲେ, ସେସବୁ କହିଥିଲେ । ତେବେ ଛାଡପତ୍ର ଅନୁଭବ ଚାହୁଁଥିବା ବେଳେ ବର୍ଷା କିଭଳି ଛାଡପତ୍ର ଦେବାକୁ ଚାହୁଁ ନାହାଁନ୍ତି ସେସବୁ କହିଥିଲେ ।

ଅନୁଭବ ଆହୁରି ମଧ୍ୟ କହିଥିଲେ କି ବର୍ଷା ବୋଧେ ଚାହୁଁଛନ୍ତି ଛାଡପତ୍ର ନହେଉ କି ଅଭିନେତା ଅନୁଭବ ମହାନ୍ତି ଶାନ୍ତିରେ ନବଞ୍ଚନ୍ତୁ । ଗଣମାଧ୍ୟମ ଆଗରେ ଏଭଳି କିଛି କହିଥିଲେ ଅନୁଭବ ମହାନ୍ତି । ଏବେ ଅନୁଭବ ମହାନ୍ତି ଛାଡପତ୍ରକୁ ନେଇ ଏଭଳି କିଛି ପ୍ରତିକ୍ରିୟା ରଖିଥିଲେ । ଆଉ ସେପଟେ ପରିବାର ଅଦାଲତ ଏଭଳି ଅଗ୍ରାହ୍ୟ କରିଦେବା ପରେ ଏବେ ଦୁହେଁ ମିଶିକି ରହିପାରିବେ ନାଁ ହୋଇପାରିବ ଛାଡପତ୍ର । ତେବେ ଅନୁଭବ କହିଛନ୍ତି ମୁଁ ଯେମିତି ହଉ ଛାଡପତ୍ର ନେଇକି ରହିବି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *