UPI ଇଉଜର ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର । ଏବେ ହିଁ ଦେଖନ୍ତ…

UPI

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସିଗଲା UPI ଇଉଜର ମାନଙ୍କ ପାଇଁ ବଡ ଖୁସି ଖବର । ଆଜିକାଲି ପ୍ରାୟତଃ ସମସ୍ତେ ଅନଲାଇନ ଯୋଗେ UPI ପେମେଣ୍ଟ ନିହାତି ଭାବରେ କରୁଥିବେ । ଯେଉଁଥିରେ ଆପଣ ମାନଙ୍କୁ ମିଳିବାକୁ ଯାଉଛି ଲୋନ୍ । ଇଉପିଆଇ ବ୍ୟବହାର କାରୀଙ୍କୁ ମିଳିବ ଋଣ । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସୂଚନା ମୁତାବକ ଆଗାମୀ ଦିନରେ ଇଉପିଆଇ ବ୍ୟବହାର କାରୀଙ୍କୁ ମିଳିବ ଋଣ ।

ଟଙ୍କା ରେଣ ଦେଣ ବୃନ୍ଧି କରିବା ଏବଂ ମାସିକ ଇଉପିଆଇ ବ୍ୟବହାରକୁ ୧୦୦ ମିଲିୟନ ପହଞ୍ଚିବାକୁ ଏମପିସିଆଇ ଅର୍ଥାତ୍ ନେସନାଲ ପେମେଣ୍ଟ କ୍ରପରେସନ ଅଫ୍ ଇଣ୍ଡିଆ ଲକ୍ଷ ରଖିଥିବା ବେଳେ କ୍ଷୁଦ୍ର ବ୍ୟବସାୟୀ ଓ ଛୋଟମୋଟ ଲୋନ ଆଶାରେ ଥିବା ଲୋକଙ୍କୁ ଇଉପିଆଇ ମାଧ୍ୟମରେ ଋଣ ଯୋଗେଇବାକୁ ଯୋଜନା ହୋଇଛି । ତେବେ ଆଗାମୀ ଦିନରେ ଇଉପିଆଇ ନେଣଦେଣ ଆଧାରରେ ଇଉପିଆଇ ଋଣ ଟଙ୍କା ଧାର୍ଯ୍ୟ ହେବ ।

ଆବଶ୍ୟତା ଅନୁଯାୟୀ ଇଉପିଆଇ ବ୍ୟବହାରକାରୀ ଋଣ ଟଙ୍କାକୁ ଖର୍ଚ୍ଚ କରିପାରିବେ । ତେବେ ଧାର୍ଯ୍ୟ ସମୟ ପାଇଁ ଇଉପିଆଇ ଋଣ ଉପରେ କୌଣସି ସୁଧ ଲାଗୁ ହେବ ନାହିଁ । ପରବର୍ତ୍ତୀ ସମୟରେ ଋଣ ଉପରେ ସୁଧ ଲାଗୁ ହେବ । ଯାହା ୩ମାସ, ୪ମାସ ଓ ୫ମାସ ପାଇଁ ଅଲଗା ଅଲଗା ହେବ । ତେବେ ଋଣ ଉପରେ ଲାଗୁ ହୋଇଥିବା ସୁଧର ସୂଚନା ଆଗାମୀ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେବ ।

loan

ଇଉପିଆଇ ବ୍ୟବହାରକାରୀ ଭିମ୍ ଇଉପିଆଇ , ଗୋଲ ପେ, ପେଟିଏମ , ଫୋନ୍ ପେ ଓ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ଇଉପିଆଇ ଆପସ୍ ମଧ୍ୟରେ ଋଣ ମଧ୍ୟ ନେଇପାରିବେ । ତେବେ ଇଉପିଆଇ ରୁ ଋଣ ନେବା ପାଇଁ ଆଗାମୀ ଦିନରେ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ଜାରି କରାଯିବ । ଆଉ ଏହା ମଧ୍ୟ ଖୁବ୍ ଶୀଘ୍ର ଲାଗୁ ହେବ ଆଉ ଆପଣମାନେ ଯେକୌଣସି ଇଉପିଆଇ ଆପ୍ ବ୍ୟବହାର କରୁଥିଲେ ବି ସେଥିରୁ ପାଇଁ ପାରିବେ ଋଣ ଏକ ମାସ ପର୍ଯ୍ୟନ୍ତ ବିନା ସୁଧରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *