ମୋ ଘର ଯୋଜନାରେ ଆସିଗଲା ବଡ଼ ଖୁସି ଖବର । ଯାହା ଆପଣମାନେ ସମସ୍ତେ ଜାଣି ରଖିବା ଜରୁରୀ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋ ଘର ଯୋଜନାରେ ଆସିଗଲା ବଡ ଖୁସି ଖବର । ଯାହା ଆପଣମାନେ ସମସ୍ତେ ଜାଣି ରଖିବା ଜରୁରୀ । ଯେଉଁମାନେ ମୋ ଘର ଯୋଜନାରେ ଆବେଦନ କରିଥିଲେ ସେମାନଙ୍କୁ ମଧ୍ୟ ଟଙ୍କା ଆସି ସାରିଛି ସେମାନଙ୍କ ଆକାଉଣ୍ଟକୁ । ଏବେ ପଞ୍ଚାୟତ ମାନଙ୍କରେ ଆସି ସମସ୍ତ ଘର ପାଇଁ ମଧ୍ୟ ଫଟୋ ଉଠା ସରିଛି । ଯାହା ଫଳରେ ଏମାନଙ୍କ ଆକାଉଣ୍ଟରେ ମଧ୍ୟ ଟଙ୍କା ଆସିବ ।

ପ୍ରଥମତଃ ଆପଣଙ୍କୁ ଏଥିପାଇଁ ଏକ ୱେବସାଇଟ ଭିଜିଟ୍ କରିବାକୁ ପଡିବ । ତାପରେ ଆସିଯିବ ଦରଖାସ୍ତ ସ୍ଥିତି । ଯେଉଁ ଆପଣ ଆବେଦନ କରିଛନ୍ତି ଯାହାର ତାଙ୍କର ଆଧାର ନମ୍ବର ଦେଇ ସମିଟ୍ ରେ କ୍ଲିକ୍ କରିବେ । ତାପରେ ଆପଣ ଯାହାର ଆବେଦନ କରିଥିବେ ତା ନାମ ଡିଟେଲ , ମୋବାଇଲ ନମ୍ବର, ତାଙ୍କ ଆଡ୍ରେସ୍ ସବୁ ଦେଖେଇଦେବ । ବ୍ଲକ ଦ୍ୱାରା ଯାହା ଯାହା ସ୍ଥିତି ଜାରି ରହିଛି ଯାହାକି ରେଡ କଲର ଲେଖୁଛି କିନ୍ତୁ ବର୍ତ୍ତମାନ ଘରର ଫଟୋ ସ୍ଥିତି ଯାହାକି ଫଟୋ ଉତ୍ତଳନ ସଂମ୍ପୂର୍ଣ୍ଣ ହୋଇଛି ।

Ghara

ସେମାନେ ଘର ଯାଞ୍ଚ କରିଥିବା ସମୟରେ ସେମାନେ ଫଟେ ମଧ୍ୟ ଉଠେଇ ନେଇଛନ୍ତି । ଗୋଟିଏ ଗୋଟିଏ ଷ୍ଟେପ ଯେପରି ପୂର୍ଣ୍ଣ ହେବ ଯେପରି ଗ୍ରୀନ୍ କଲର ହୋଇଯିବ । ଚୁକ୍ତିନାମା ସ୍ୱାକ୍ଷର ସ୍ଥିତି ବାକି ଅଛି, ପ୍ରଥମ କିସ୍ତି ବାକି ଅଛି, ଦ୍ୱିତୀୟ କିସ୍ତି ବାକି ଅଛି, ତୃତୀୟ କିସ୍ତି ଏବେ ବାକି ଅଛି । ଯାହାକି ଏବେ ଗୋଟିଏ ଗୋଟିଏ ଗ୍ରୀନ୍ କଲର ହେବା ଆରମ୍ଭ ହେଲାଣି ।

ଆଉ ଇଏ ମଧ୍ୟ ନୂଆ ଆପଲାଇ କରିଥିଲେ । ଯଦି ଆପଣ ବହୁତ ପୂର୍ବରୁ ଆପଲାଇ କରିଛନ୍ତି ତେବେ ଆପଣଙ୍କ ଧୀରେ ଧୀରେ ଗ୍ରୀନ୍ ଅଛି କି ନାହିଁ ତେବେ ଆପଣ ଏମିତି ଚେକ୍ କରିଦେଇପାରିବେ । ତେବେ ଆପଣଙ୍କୁ ଟଙ୍କା ମଧ୍ୟ ମିଳିଯିବ ମୋ ଘର ଯୋଜନାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *