ମାତ୍ର ୧୩ବର୍ଷ ବୟସରେ ସେ ପ୍ରେମରେ ପଡି ଯାଇଥିଲେ । ଜଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ…

Priyanka

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଇନ୍ଧିରା ଗାନ୍ଧୀଙ୍କ ପରି ନିଷ୍ପତ୍ତିରେ ଦୃଢ଼ ଥିଲେ ପ୍ରିୟଙ୍କା । ନିଜ ପ୍ରେମ ପାଇଁ ପରିବାର ସହ ଲଢି ଯାଇଥିଲେ । ମାତ୍ର ୧୩ବର୍ଷ ବୟସରେ ସେ ପ୍ରେମରେ ପଡି ଯାଇଥିଲେ । ଦେଶର ସବୁଠୁ ରାଜନୈତିକ ପରିବାରରେ ଜନ୍ମିତ ପ୍ରିୟଙ୍କା ଗାନ୍ଧୀ ଆଜି ରାଜନୀତି ପଥରେ ଅଛନ୍ତି । କଡା ସୁରକ୍ଷା ଅଧିନରେ ପ୍ରିୟଙ୍କା ବଢିଥିଲେ । ଏହି ଅବଧି ମଧ୍ୟରେ ସେ କାହା ସହ ଅଧିକ ବନ୍ଧୁତା ସ୍ଥାପନ କରିପାରିନାହାନ୍ତି କିମ୍ବା ସେ କାହା ସହ ଅଧିକ ମିଶି ବି ପାରି ନାହାନ୍ତି ।

ତାଙ୍କ ଜୀବନରେ ଏପରି ଅନେକ ପରିବର୍ତ୍ତନ ଆସିଥିଲା ଯେତେବେଳେ କି ତାଙ୍କର ନିକଟତ୍ତମ ଲୋକ ଗୋଟିଏ ପରେ ଗୋଟିଏ ଦୂରକୁ ଚାଲିଗଲେ । କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରେମ କାହାଣୀ ମାତ୍ର ୧୩ବର୍ଷ ବୟସରେ ଆରମ୍ଭ ହୋଇଥିଲା । ଯେତେବେଳେ ପ୍ରିୟଙ୍କାଙ୍କୁ ମାତ୍ର ୧୩ବର୍ଷ ବୟସ ହୋଇଥିଲା ସେ ପ୍ରଥମ ଥର ପାଇଁ ସ୍କୁଲରେ ପଢୁଥିବା ରବର୍ଟ ପାର୍ଟନରକୁ ଦେଖିଲେ । ତାଙ୍କର ସହପାଠୀ ରବର୍ଟକୁ ଦେଖିବାମାତ୍ରେ ପ୍ରଥମ ଦେଖାରେ ହିଁ ପ୍ରେମରେ ପଡିଗଲେ ।

ରବର୍ଟ ପ୍ରିୟଙ୍କାଙ୍କ ଘରକୁ ବାରମ୍ବାର ଦେଖା କରିବାକୁ ଆସୁଥିଲେ । ସେତେବେଳେ ରବର୍ଟ ପ୍ରିୟଙ୍କାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ର ଜଣେ ଭଲ ବନ୍ଧୁ ହୋଇଯାଇଥିଲେ । ଏଥିସହିତ ପ୍ରଥମ ଦେଖାରେ ରବର୍ଟ, ପ୍ରିୟଙ୍କା ପରସ୍ପରକୁ ଜୀବନସାଥୀ କରିବେ ବୋଲି ଭାବି ନେଇଥିଲେ । ପ୍ରିୟଙ୍କା ତାଙ୍କ ଜେଜେମା ଇନ୍ଦିରାଙ୍କ ଠାରୁ ତାଙ୍କ ନିଷ୍ପତ୍ତି ଉପରେ ଦୃଢ଼ ରହିବାର କଳା ମଧ୍ୟ ଶିଖିଥିଲେ ।

Priyanka Gandhi

କୁହାଯାଏ କି ବିବାହର ୬ବର୍ଷ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଏବଂ ରବର୍ଟ ଭେଟ୍ରା ନିଜ ପରିବାରରୁ ଗୁପ୍ତରେ ପରସ୍ପରକୁ ଭେଟିଥିଲେ । ପ୍ରିୟଙ୍କା ଗାନ୍ଧୀ ପ୍ରଥମେ ରବର୍ଟ ଭେଟ୍ରାଙ୍କୁ ପ୍ରସ୍ତାବ ଦେଇଥିଲେ ବିବାହ ପାଇଁ । ଯେଉଁ କାରଣରୁ ସେ ତାଙ୍କୁ କୌଣସି ମୂଲ୍ୟରେ ହରାଇବାକୁ ଚାହୁଁ ନଥିଲେ । ଶେଷରେ ପ୍ରିୟଙ୍କା ସାହସ ସଂଗ୍ରହ କରି ନିଜ ପରିବାରକୁ ନିଜ ସମ୍ପର୍କ ବିଷୟରେ କହିଥିଲେ । କିନ୍ତୁ ଗାନ୍ଧୀ ପରିବାର ଏହି ସମ୍ପର୍କକୁ ବିରୋଧ କରିଥିଲେ ।

ଜେଜେମା ଇନ୍ଦିରାଗାନ୍ଧୀଙ୍କ ପରି ପ୍ରିୟଙ୍କା ମଧ୍ୟ ତାଙ୍କ ପ୍ରେମ ପାଇଁ ଦୃଢ଼ ଭାବରେ ଠିଆ ହୋଇଥିଲେ । ଏବଂ ପରିବାରକୁ ବିବାହରେ ରାଜି ହେବାକୁ ପଡିଲା । ୧୮ ଫେବୃଆରୀ ୧୯୯୭ରେ ପ୍ରିୟଙ୍କା ଗାନ୍ଧୀ ରବର୍ଟ ଭେଟ୍ରାଙ୍କୁ ବିବାହ କରିଥିଲେ । ବୋଧହୁଏ ଏହି କାରଣ ଆଜି ମଧ୍ୟ ପ୍ରିୟଙ୍କା ଗାନ୍ଧୀ ତାଙ୍କ ସ୍ୱାମୀଙ୍କୁ ଅପମାନିତ କରୁଥୁବା ଗୋଟିଏ ଶବ୍ଦକୁ ବି ସହ୍ୟ କରିପାରନ୍ତି ନାହିଁ । ବହୁତ କମ୍ ଲୋକ ଜାଣନ୍ତି ଯେ ପ୍ରିୟଙ୍କା ଏବଂ ରବର୍ଟଙ୍କ ବିବାହ ବହୁତ କମ୍ ପ୍ରଫାଇଲ ରେ ରଖାଯାଇଥିଲା । ଏହି ବିବାହରେ କେବଳ ୧୫୦ ଜଣ ଅତିଥି ନିମନ୍ତ୍ରିତ ହୋଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *