କେନ୍ଦ୍ର ସରକାର ତରଫରୁ ଆସିଲା ଆଉ କିଛି ନୂଆ ଯୋଜନା । ଏବେ ହିଁ ଦେଖନ୍ତୁ…

Scheme

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ରାଜ୍ୟ ସରକାରଙ୍କ ମୋ ଘର ଯୋଜନା ପରି କେନ୍ଦ୍ର ସରକାର ତରଫରୁ ଆସିଲା ଆଉ କିଛି ନୂଆ ଯୋଜନା । ଯେଉଁଥିରେ ଘର ନିର୍ମାଣ ପାଇଁ ମିଳୁବ ସବସିଡି । ମଧ୍ୟମିତଙ୍କ ପାଇଁ ଖୁସି ଖବର । ଆସନ୍ତା ମାସରୁ ଗ୍ରୁହ ଋଣରେ ସରକାର ଦେବେ ସବସିଡି । ମଧ୍ୟମିତ ପରିବାର ପାଇଁ ଖୁସି ଖବର । ନୂଆ ଘର କରିବାକୁ ଋଣ କରିବାକୁ ଚାହୁଁଥିଲେ ସରକାର ଦେବେ ସବସିଡି । ଏନେଇ ଗ୍ରୁହ ନିର୍ମାଣ ମନ୍ତ୍ରାଳୟ ବରିଷ୍ଠ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ ନୂତନ ଗ୍ରୁହ ଋଣ ନେଇ ମୋଡାଲିଟି ଚୂଡାନ୍ତ ହୋଇଛି । ଗରିବ ଓ ମଧ୍ୟମିତଙ୍କ ପାଇଁ ଏହା କରାଯାଉଥିବା ଜଣା ପଡିଛି । ଗ୍ରୁହ ଋଣ ପାଇଁ ସରକାର ନୂତନ ସବସିଡି ଯୋଜନା ଆରମ୍ଭ କରିବେ । ପୂର୍ବରୁ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବିବୃତ୍ତି ରଖିଥିଲେ । ତେବେ ସ୍ୱାଧୀନତା ଦିବସରେ ତାଙ୍କର ଅଭିଭାଷରଣରେ ଏହି ଯୋଜାନର ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ତେବେ ପ୍ରଧାନମନ୍ତ୍ରୀ ତାଙ୍କ ବିବୃତ୍ତି ରେ କହିଥିଲେ ମଧ୍ୟମିତ ପରିବାର ଲୋକେ ମଧ୍ୟମିତ ପରିବାର ଲୋକେ ନିଜ ଘର ଖଡିଏ କିଣିବାକୁ ସ୍ୱପ୍ନ ଦେଖୁଛନ୍ତି । ଏଥିପାଇଁ ଆମେ ଆଗାମୀ ବର୍ଷରେ ଏକ ନୂତନ ଯୋଜନା ପ୍ରସ୍ତୁତ କରୁଛୁ । ଯାହା ଫଳରେ ମଧ୍ୟମିତ ପରିବାର ଲୋକେ ଉପକୃତ ହୋଇପାରିବେ । ସେହିପରି ଯେଉଁ ମଧ୍ୟମିତ ଲୋକେ ଯଦି ଘର ନିର୍ମାଣ କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ମଧ୍ୟ କିଛି ଫାଇଦା ମିଳିବ ।

pm

ଅଳ୍ପ ସୁଧ ହାରରେ ବ୍ୟାଙ୍କ ଋଣ ପ୍ରଦାନ କରିବ । ଯାହା ଫଳରେ ସେମାନେ ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ । ଏନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ ବିଶେଷ ସୁତ୍ରରୁ ମିଳୁଥିବା ସୂଚନା ଅନୁସାରେ ଏହି ନୂତନ ଯୋଜନା ର ଲକ୍ଷ୍ୟ ହେଉଛି ପିଏମ ଆବାସ ଯୋଜନାର ସମ୍ପ୍ରସାରଣ କରିବା । ନୂତନ ଯୋଜନାରେ ସୁଧ ସବସିଡି ପାଇବାର ଯୋଗ୍ୟତା ବୃନ୍ଧି ପାଇଁ ଏହି ଲକ୍ଷ୍ୟ ରଖାଯାଇଛି ।

ଯେମିତିକି ଆମ ରାଜ୍ୟ ସରକାରଙ୍କ ତରଫରୁ ମୋ ଘର ଯୋଜନାର ଶୁଭାରମ୍ଭ ହୋଇଛି ଗ୍ରୁହ ନିର୍ମାଣ ପାଇଁ ଟଙ୍କା ଏମିତିକି ଗ୍ରୁହ ନିର୍ମାଣ ପରେ ଆପଣଙ୍କୁ ସବସିଡି ମିଳୁଛି । ଠିକ୍ ସେମିତି କେନ୍ଦ୍ର ସରକାରଙ୍କ ତରଫରୁ ବ୍ୟାଙ୍କ ଦ୍ୱାରା ମିଳିବ ଗ୍ରୁହ ଋଣ । ଏହା ପରେ ମିଳିବ ଗ୍ରୁହ ଋଣ ପାଇଁ ସବସିଡି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *