ସାମ୍ନାକୁ ଆସିଲା ଆଉ ଏକ ବଡ଼ ଖବର । ପୁଣି ଚର୍ଚ୍ଚାରେ ଅନୁଭବ ମହାନ୍ତି…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଓଲିଉଡର ଅଭିନେତା ଅନୁଭବ ମହାନ୍ତି ଏବେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ଆପଣମାନେ ଜାଣିଥିବେ ବହୁତ ଦିନ ହେଲାଣି ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ପାରିବାରିକ ବିବାଦରେ ଛନ୍ଦି ହୋଇପଡିଛନ୍ତି । ଏହା ସତ୍ୱେ ସେ କୌଣସି ଫିଲ୍ମରେ ଅଭିନୟ କରୁନଥିଲେ । ସିନେମାରୁ ଦୂରେଇ ଯାଇଥିଲେ । ନିକଟରେ ସେ କିଛି ଚଳଚ୍ଚିତ୍ର କରିଥିଲେ ।

ବର୍ତ୍ତମାନ ସେ ଏକ ଚଳଚ୍ଚିତ୍ର କରିବାକୁ ଯାଉଛନ୍ତି । ଏଠାରେ ଯେଉଁ ସିନେମା କଥା କୁହାଯାଉଛି ତାର ଟାଇଟେଲ ହେଲା ଚାରିଧାମ । ଏହି ଫିଲ୍ମର ଅନ୍ୟ ପ୍ରସଙ୍ଗ ହେଲା ଯେ ଏଥିରେ ପ୍ରଥମ ଥର ପାଇଁ ଜଣେ ନାୟିକାଙ୍କୁ ଅନୁଭବଙ୍କର ସାଥ୍ । ଏହି ନାୟିକା ବି ଓଲିଉଡର ବେଶ୍ ଜଣାଶୁଣା । ଚାରିଧାମରେ ଅନୁଭବ , ସନମିରାଙ୍କ ଜୋଡି ବ୍ୟତୀତ ମହେଶ୍ୱତା, ପଦ୍ୱନ୍ନ ଲେଙ୍କା, ପୃଥୀରାଜ ବି ଅଭିନୟ କରିଛନ୍ତି ।

ଓଲିଉଡର ସୁପରଷ୍ଟାର ଅନୁଭବ ପାରିବାରିକ ସମସ୍ୟାର ଛନ୍ଦି ହୋଇ ରହିଥିଲେ । ସେଥିପାଇଁ ସେ କୌଣସି ଫିଲ୍ମରେ ନଜର ଆସୁ ନଥିଲେ । ଅଖୀଳ ରାଉତରାୟ ଏହାର କାହାଣୀକାର । ସୁରେଶ ପଟ୍ଟନାୟକ ଚିତ୍ରନାଟ୍ୟ ଲେଖିଥିବା ବେଳେ ସ୍ୱଳାପ ରଚନା କରିଛନ୍ତି କୁମାର ଶ୍ରୀ ବିଭୂତି ଭୂଷଣ ଗଡନାୟକ ଓ ବୈଦିନାଥ ଦାସ ସଙ୍ଗୀତ କାର ।

Charidham

ଚାରିଧାମ ଚଳଚ୍ଚିତ୍ରଟି କେମିତି ଲାଗିବ ତାହା ତ ସମୟ କହିବ । ବର୍ତ୍ତମାନ ସମୟରେ ଏହି ବଡ଼ ଖବରଟି ସାମ୍ନାକୁ ଆସିଛି । ଚାରିଧାମ ଚଳଚ୍ଚିତ୍ରରେ ଲିଡ ନାୟକ ଅଭିନୟରେ ନଜର ଆସିବେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *