ରୂପା ପିଣ୍ଟୁ ପରେ ୟୁଟ୍ୟୁବ୍ vlog ଦୁନିଆଁରେ ହଲଚଲ କରିବେ ଦୀପାଞ୍ଜଳି ରାଜେନ୍ଦ୍ର |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ୟୁଟ୍ୟୁବ ପ୍ଲାଟଫର୍ମରେ ଏଣ୍ଟି ମାରିଲେ ନୂଆ ଯୋଡି । ରୂପା ପିଣ୍ଟୁଙ୍କ ପରେ ବ୍ଲଗିଙ୍ଗ ଦୁନିଆକୁ କରୁଛନ୍ତି ହଲଚଲ । ଅପଲୋଡ଼ ହେଉଛି ଭିଡିଓ ମିଳୁଛି ହଜାର ହଜାର ଲାଇକ୍ । ରୋଜଗାର କରିବାକୁ ମିଳିଲା ନୂଆ ଟ୍ରିକ୍ । ସକାଳେ ୟୁଟ୍ୟୁବ ଚ୍ୟାନେଲ ଖୋଲିଲେ ଆଉ ରାତିରେ ହୋଇଗଲେ ହଜାର ରୁ ଅଧିକ ସବସକ୍ରାଇବର ।

ଏବେ ୟୁଟ୍ୟୁବ ପ୍ଲାଟଫର୍ମରେ ଏଣ୍ଟି ମାରିଛନ୍ତି ନୂଆ ଯୋଡି ଦୀପାଞ୍ଜଳି ଓ ରାଜେନ୍ଦ୍ର । ଆଉ ଏହି ବ୍ଲଗିଂ ଚ୍ୟାନେଲର ନାଁ ମଧ୍ୟ ରଖାଯାଇଛି ରାଜେନ୍ଦ୍ର ଲଭ୍ ଦୀପାଞ୍ଜଳି । ଯେଉଁଥିରେ ଅପଲୋଡ଼ ହେଉଛି ଭିଡିଓ ଆଉ ସାଙ୍ଗେ ସାଙ୍ଗେ ମିଳୁଛି ହଜାର ହଜାର ଲାଇକ୍ ଓ ହଜାର ହଜାର ଭିଓରସ୍ । ଓଡିଶାର ଫେମସ୍ ୟୁଟ୍ୟୁବ ରୂପା ପିଣ୍ଟୁଙ୍କ ପରେ ଏବେ ଏହି ନୂଆ ଯୋଡି ପୁରା ଚହଳ ପକାଇ ଦେଇଛନ୍ତି ।

Rajendra

ଓଡ଼ିଶାବାସୀ ଏତେ ଭଲ ପାଇବା ଦେଉଛନ୍ତି ଯେ ଆଗକୁ ନିଜର ଡେଲି ବ୍ଲଗ ଅପଲୋଡ଼ କରିବାକୁ ମଧ୍ୟ କହିଛନ୍ତି ରାଜେନ୍ଦ୍ର । କେବଳ ଏତିକି ନୁହଁ ତାଙ୍କୁ ଆଲବମ୍ ପାଇଁ ମଧ୍ୟ ଅଫର ଆସିଲାଣି । ଆଉ ସେ ମଧ୍ୟ ସୁବିଧା ସୁଯୋଗ ଦେଖି ଆଲବମ୍ ରେ ଏଣ୍ଟି ମାରିବେ । ରୂପା ପିଣ୍ଟୁ ମଧ୍ୟ ୟୁଟ୍ୟୁବ ପରେ ଆଲବମ୍ ଦୁନିଆରେ ଏର୍ଣ୍ଟି ମାରିଥିଲେ । ଆଉ ଯାହାଙ୍କର ଗୀତ ଏବେ ବେଶ୍ ଭାଇରାଲ ହେଉଛି ।

ଆଉ ଠିକ୍ ସେହିଭଳି ଏବେ ରାଜେନ୍ଦ୍ର ଓ ଦୀପାଞ୍ଜଳି ଙ୍କ ନୂଆ ଦୁନିଆ ଆରମ୍ଭ ହୋଇଛି । ଯେଉଁଥିରେ ସେ ପୁରା ପରିବାରଙ୍କ ସହ ହସଖୁସିରେ ରହୁଛନ୍ତି । ତେବେ କୁହାଯାଉଛି ଯେ ପ୍ରେମରେ ଅନ୍ଧ ହୋଇ ଦୁହେଁ ଏବେ ବିବାହ କରିଛନ୍ତି । ଆଉ ଦୀପାଞ୍ଜଳିଙ୍କ ପରିବାର ତାଙ୍କୁ ପର କରିଦେଇଛନ୍ତି ।

ଆଉ ଏବେ ଦୁହେଁ ମିଶି ୟୁଟ୍ୟୁବ ରୁ ମଧ୍ୟ ରୋଜଗାର କରିବେ । କାରଣ ଆଜିକାଲିକା ସମୟରେ ୟୁଟ୍ୟୁବ ହିଁ ରୋଜଗାରର ବେଶ୍ ପ୍ଲାଟଫର୍ମ । ଯିଏ ଲୋକଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ସହ ରୋଜଗାରର ମାଧ୍ୟମ ମଧ୍ୟ ସାଜିଛି । ଆଉ ଏବେ ନୂଆ ଯୋଡି ଏହି ରାସ୍ତାକୁ ଆପଣାଇଛନ୍ତି । ଆଉ ଓଡ଼ିଶା ବାସୀଙ୍କ ଭଲ ପାଇବା ଆଶା କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *