ଚଳଚ୍ଚିତ୍ର ଜଗତ ପାଇଁ ଗୋଟିଏ ଦୁଃଖ ଦାୟକ ଖବର । ଏହି ବରିଷ୍ଠ କଳାକାରଙ୍କ ହଠାତ ଚାଲିଗଲା ଜୀବନ ।

Star

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚଳଚ୍ଚିତ୍ର ଜଗତ ପାଇଁ ଯାହା ଗୋଟିଏ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି । ସିନେମା ଦୁନିଆରେ ଏବେ ଏବେ ହେବ ବରିଷ୍ଠ କଳାକାର ନିର୍ମାତାଙ୍କ ର ମୃ-ତ୍ୟୁ ଖବର ସାମ୍ନାକୁ ଆସିଛି । ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତି ର ଦେଶ । ଏଠାରେ ଅନେକ କଳାକାର ରହିଛନ୍ତି । ନାଚ ହେଉ ବା ଗୀତ ଭାରତ ସବୁଠାରୁ ଆଗରେ ଯଦି ଜଣେ ସାଧାରଣ ଲୋକର ମୃ-ତ୍ୟୁ ହୁଏ ତାଙ୍କ ପାଇଁ କେହି ବି ଲୁହ ଗଡିନଥାନ୍ତି ।

ଯଦି ଜଣେ ସେଲିବ୍ରିଟିଙ୍କ ମୃ-ତ୍ୟୁ ହୁଏ ତାଙ୍କ ପାଇଁ ସମସ୍ତେ ଲୁହ ଗଡେଇଥାନ୍ତି । କାରଣ ସେ ନିଜର କଳାକୁ ଲୋକଙ୍କ ଆଗରେ ପ୍ରଦଶିତ କରି ବେଶ୍ ଲୋକପ୍ରିୟତା ହାସଲ କରିଥାନ୍ତି । ଏହି ଦୁଃଖଦ ଖବର ଶୁଣି ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକକୂଳ ପରିବେଶ ଛାଇ ଯାଇଛି । ତାଙ୍କ ଅନ୍ତୀମ ଦର୍ଶନ ପାଇଁ ଛୋଟ ବଡ କଳାକାର ସବୁ ଆସିଛନ୍ତି ।

ସିନେମା ଜଗତରେ ତାଙ୍କର ୩୭ ବର୍ଷ ଅଭିଜ୍ଞତା ରହିଥିଲା । ସେ ତାଙ୍କର ଜୀବନ କାଳରେ ଅନେକ ଫିଲ୍ମରେ ଅଭିନୟ ସହିତ ପ୍ରଯୋଜନ କରିଛନ୍ତି । ଯେଉଁ ବ୍ୟକ୍ତି ତାଙ୍କ ଫିଲ୍ମକୁ ଦେଉଛନ୍ତି ସେ ସିନେମାକୁ ଆଜିଯାଏ ମନେ ରଖୁଛନ୍ତି । ଏଭଳି ମୁକେଶଙ୍କ ଚାଲିଯିବା ସମସ୍ତଙ୍କୁ ଦୁଃଖ ଦେଇଛି ।

star 1

ସିନେମା ଜଗତରେ ଶୋକେର ଲହରୀ ଖେଳି ଯାଇଛି । ଅନେକ କଳାକାର ଦୁଃଖ ପ୍ରକାଶ କରିବା ସହ ମର୍ମାହତ ହୋଇଛନ୍ତି । ତାଙ୍କର ଏମିତି ହଠାତ୍ ମୃ-ତ୍ୟୁ ହେବା କେହି ଗ୍ରହଣ କରିପାରୁ ନାହାଁନ୍ତି । ତାଙ୍କର ମୃ-ତ୍ୟୁ ର ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ଦେଖି ଅନେକ କଳାକାର ଶେଷ ଶ୍ରନ୍ଧାଞ୍ଜଳୀ ଅର୍ପଣ କରିବା ପାଇଁ ଆସିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *