ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚାଷୀ ମାନଙ୍କୁ ମିଳିବ ଋଣ । ଏନେଇ ମଧ୍ୟ କେନ୍ଦ୍ର ସରକାରଙ୍କ ତରଫରୁ ଆଉ ଏକ ପ୍ରୋଟାଲ ଲଞ୍ଚ ହୋଇଛି କିଷାନ କ୍ରେଡିଟ କାର୍ଡ଼ । ସରକାର ଏକ ୱେବ୍ ସାଇଟ୍ ଲଞ୍ଚ କରିଛନ୍ତି । ଯେଉଁଥିରେ କି କିଷାନ କ୍ରେଡିଟ କାର୍ଡ଼ ମାଧ୍ୟମରେ ଜଣେ ଚାଷୀ ମଧ୍ୟ ଲୋନ୍ ପାଇଁ ପାରିବ । ଯେମିତିକି କ୍ରୀଷ୍ ରୀନ୍ ପ୍ରୋଟାଲ ।
ଏଥିରେ କମରଶିଆଲ ବ୍ୟାଙ୍କ ଯେଉଁଠି କି ୩୩ଟି କମରଶିଆଲ ବ୍ୟାଙ୍କ ରହିଛି, ୪୮ଟି ରୁଲାଲ ବ୍ୟାଙ୍କ ରହିଛି, ୩୧୬ଟି କପ୍ୟୁରେଟଭ୍ ବ୍ୟାଙ୍କ ରହିଛି । ତେବେ ଏହି ପ୍ରୋଟାଲରେ ସମସ୍ତେ ଯେଉଁମାନେ ଦେଉଛନ୍ତି କିଷାନ କ୍ରେଡିଟ କାର୍ଡ଼ ଦେଉଛନ୍ତି । ସମସ୍ତ ବ୍ୟାଙ୍କ ମଧ୍ୟ ଏଥିରେ ଅପଡେଟ୍ ରହିଛି । ଯାହାକି ଗୋଟିଏ ପ୍ରୋଟାଲ ମଧ୍ୟ ଏଡ୍ କରିଦିଆଯାଇଛି ।
ଆପଣ ଚାହିଲେ କିଷାନ କ୍ରେଡିଟ କାର୍ଡ଼ ନେଇପାରିବେ । ଯେଉଁଥିରେ ଆପଣଙ୍କୁ ଏଥିରେ ୧ ଲକ୍ଷରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ମଧ୍ୟ ମିଳିଥାଏ । ଆଉ ଏହାର ଇଣ୍ଟରେଷ୍ଟ ୨ % ରୁ ୫% ହିସାବରେ ମଧ୍ୟ ଏହାଙ୍କଠୁ ଲୋନ୍ ନେଇଥାଏ । ଏହି କାର୍ଡ଼କୁ ଆପଲାଇ କରିବାକୁ ଚାହୁଁଥିବେ ତାହାଲେ ଆପଣ ଯେକୌଣସି ବ୍ୟାଙ୍କକୁ ଯାଇ ଫର୍ମ ଫିଲପ୍ କରି ଆପଣ ମଧ୍ୟ ପାଇଁ ପାରିବେ ଏହି କିଷାନ କ୍ରେଡିଟ କାର୍ଡ଼କୁ । ଯାହା କାର୍ଡ଼ଟି ମଧ୍ୟ ସଂପୂର୍ଣ୍ଣ କାରଣ ।
ଆପଣ ଯେତେବେଳେ ଚାହିଁବେ ସେତେବେଳେ ସେହି କାର୍ଡ଼ ମାଧ୍ୟମରେ ଲୋନ ମଧ୍ୟ ନେଇପାରିବେ । ତେବେ କିଷାନ କ୍ରେଡିଟ କାର୍ଡ଼ ପ୍ରକ୍ରିୟାକୁ କେନ୍ଦ୍ର ସରକାର ସହଜ କରିଛି । ଏଣିକି ଆବେଦନ କରିବାର ୧୪ଦିନ ମଧ୍ୟରେ ଚାଷୀଙ୍କୁ କାର୍ଡ଼ ବ୍ୟାଙ୍କ କରିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।