ସୁଟିଂ ସେଟରେ ଓଡ଼ିଆ ହିରୋ ହିରୋଇନଙ୍କ ସହ ଘଟିଲା ବହୁତ ବଡ଼ ଅଘଟଣ l

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନେକ ସମୟରେ ଫିଲ୍ମ ସୁଟିଂ ସମୟରେ କିଛି ଅଘଟଣ ଦେଖିବାକୁ ମିଳିଥାଏ । ତେବେ ନିକଟରେ ଏକ ଓଡିଆ ଫିଲ୍ମ ସୁଟିଂ ବେଳେ ଘଟିଥିଲା ଏପରି ଏକ ବଡ଼ ଅଘଟଣ । ସୁଟିଂ ସମୟରେ ଫିଲ୍ମର ଅଭିନେତା ଓ ଅଭିନେତ୍ରୀ ପାଣିରେ ବୁଡି ଯାଉଥିଲେ । ସୂଚନା ମୁତାବକ ଯବାନ ମାନଙ୍କ ପରିବାରର ସଂଘର୍ଷ ଭରା କାହାଣୀକୁ ନେଇ ଓଡିଆ ଫିଲ୍ମ ଅପେରସନ ୧୨/ ୧୭ର ସୁଟିଂ ଚାଲିଥିଲା ।

କଟକର ଆଠଗଡ ଅଞ୍ଚଳରେ ଫିଲ୍ମର ଅଭିନେତାଙ୍କୁ ବ୍ରିଚ୍ ଉପରୁ ନଦୀ କୁ ଡେଇଁବାକୁ କହିବାରୁ ଅଭିନେତା ପାଣିକୁ ଡେଇଥିଲେ । ଫିଲ୍ମର ମୁଖ୍ୟ ନାୟକ ଶ୍ରେୟଂ ଓ ନାୟିକା ଭୂମିକା ଦାସ ଏଥିରେ ଗୁରୁତ୍ୱର ହୋଇଥିବା ବେଳେ ଫିଲ୍ମକୁ କିଛି ସମୟ ପାଇଁ ବନ୍ଦ କରିବାକୁ ପଡିଥିଲା । ଫିଲ୍ମରେ ଷ୍ଟଣ୍ଡ ସିନର ସୁଟିଂ ଆଠଗଡ଼ି ପାଣି ଭିତରେ ଚାଲିଥିଲା ।

ମାତ୍ର ଏହା ସମୟରେ ହଠାତ୍ ନାୟକ ଶ୍ରେୟଂ ନଦୀର ପ୍ରଖର ସ୍ରୋତ ରେ ଭାସିଯାଇଥିଲେ । ମାତ୍ର ସୁଟିଂ ସମୟରେ ଫିଲ୍ମର ଅନ୍ୟ ସହକର୍ମୀ ମାନେ ତାଙ୍କୁ ଜଳରୁ ଉନ୍ଧାର କରିଥିଲେ । ଏହାପରେ ଡାକ୍ତର ତାଙ୍କର ଚିକିତ୍ସା କରିବା ପରେ ସେ ସୁସ୍ଥ ହୋଇଥିଲେ ।

heroin

ଶ୍ରେୟଂ ପହଁରା ଜାଣିଥିଲେ ମଧ୍ୟ ନଦୀର ପ୍ରଖର ସ୍ରୋତ ତାଙ୍କୁ ଟାଣି ନେଇଥିଲା । ସେହିପରି ଫିଲ୍ମର ମୁଖ୍ୟ ନାୟକା ମଧ୍ୟ ଏଥିରେ ଆହାତ ହେବା ସହ ତାଙ୍କର ଗଡ ଭାଙ୍ଗି ଯାଇଥିଲା । ପରେ ସେ ସୁଟିଂ କୁ ଫେରି ସୁଟିଂ ଜାରି ରଖିଥିଲେ । ତେବେ ଏହି ଫିଲ୍ମ ସୁଟିଂ ବେଳେ ଘଟିଥିଲା ଏପରି ଏକ ବଡ଼ ଅଘଟଣ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *