୬ ସେପ୍ଟମ୍ବର ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ । ଏହି ୬ଟି ରାଶି ହେବେ କୋଟିପତି…

JANMASHTAMI

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ୬ସେପ୍ଟମ୍ବର ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଆଉ ଏହି ଦିନ ଦୁର୍ଲଭ ମହା ସଂଯୋଗ ବନୁଅଛି । ଦୀର୍ଘ ୧୭୨ ବର୍ଷ ପରେ ପ୍ରଭୁ ଶ୍ରୀକୃଷ୍ଣ କିଛି ରାଶିର ବ୍ୟକ୍ତି ବିଶେଷ୍ୟଙ୍କ ଉପରେ ବହୁତ କୃପା ରଖିବାକୁ ଯାଉଛନ୍ତି । ଏହି ଜନ୍ମାଷ୍ଟମୀ ଠାରୁ କିଛି ରାଶିର ବ୍ୟକ୍ତି ବିଶେଷ ମାନେ ହେବାକୁ ଯାଉଛନ୍ତି କୋଟିପତି । ଏମାନଙ୍କୁ ମିଳିବାକୁ ଯାଉଛି ବହୁତ ବଡ ଖୁସିର ଖବର । ଏମାନଙ୍କ ଆଗାମୀ ସମୟ ଅତ୍ୟନ୍ତ ଭଲ ରହିବାକୁ ଯାଉଛି । ଆପଣଙ୍କ ଜୀବନରେ ଅନେକ ପ୍ରକାର ପରିବର୍ତ୍ତନ ଆସିବାକୁ ଯାଉଛି ।

ନଂ ୧- ବୃଷ ରାଶି । ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପା ରହିବାକୁ ଯାଉଛି । ଏମାନଙ୍କ ପରିବାରରେ ଖୁସିର ବାତାବରଣ ଲାଗି ରହିବ । ପ୍ରଭୁ ଶ୍ରୀକୃଷ୍ଣ ତାଙ୍କ ପ୍ରତି ଦୟାଶୀଳ ରହିବେ । ଆପଣଙ୍କ ଧନର ଅଭାବ ରହିବ ନାହିଁ । ଯେଉଁମାନେ ବ୍ୟାପାର କରୁଥିଲେ ସେ ତାଙ୍କ ବ୍ୟାପାରରେ ଭଲ ଲାଭ କରିବାକୁ ଯାଉଛନ୍ତି । ଆପଣଙ୍କ ଧାର୍ମିକ କାର୍ଯ୍ୟରେ ମନ ଲାଗିବ । ଯେଉଁ ମାନଙ୍କର କିଛି କୋର୍ଟ କଚେରୀ ମାମଲା ରହିଥିଲା ସେମାନେ ତାଙ୍କ କୋର୍ଟ କଚେରୀ ମାମଲାରେ ସଫଳ ହେବାକୁ ଯାଉଛନ୍ତି ।

ନଂ ୨- ମେଷ ରାଶି । ଏମାନଙ୍କ ଉପରେ ପ୍ରଭୁ ଶ୍ରୀକୃଷ୍ଣ ଅତ୍ୟନ୍ତ ଖୁସି ରହିବାକୁ ଯାଉଛନ୍ତି । ଯେଉଁମାନେ ଚାକିରି କରୁଥିଲେ ସେମାନଙ୍କ ଚାକିରିରେ ପ୍ରମର୍ଶନ ହେବାକୁ ଯାଉଛନ୍ତି । ଆପଣଙ୍କ ଜୀବନ ସାଥୀଙ୍କ ସହିତ ସବୁଠାରୁ ଖୁସିର ସମୟ ବିତେଇବାକୁ ଯାଉଛନ୍ତି । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । କର୍ମ କ୍ଷେତ୍ରରେ ଆପଣ ଆଗକୁ ବଢିବାକୁ ଯାଉଛନ୍ତି ।

Janmashtami

ନଂ ୩ – ସିଂହ ରାଶି । ସିଂହ ରାଶିର ବ୍ୟକ୍ତି ବିଶେଷ୍ୟଙ୍କ ଉପରେ ପ୍ରଭୁ ଶ୍ରୀକୃଷ୍ଣ ଆପଣଙ୍କ ଉପରେ ବହୁତ କୃପା କରିବାକୁ ଯାଉଛନ୍ତି । ଯାହାଦ୍ୱାରା ଆପଣଙ୍କ ଜୀବନରେ ଯେଉଁ ସବୁ ଧନ ଜନିତ ସମସ୍ୟା ସବୁ ରହିଥିଲା ସେସବୁ ଅନ୍ତ ହେବାକୁ ଯାଉଛି । ପୂର୍ବରୁ ଆପଣ ଯେଉଁ କାର୍ଯ୍ୟ କରୁଥିବେ ସେ କାର୍ଯ୍ୟରେ ସଫଳତା ପାଇବେ । ଆପଣଙ୍କ ମନ ମୁତାବକ ଚାକିରି ମିଳିବାକୁ ଯାଉଛି ।

ନଂ ୪- ତୁଳା ରାଶି । ପ୍ରଭୁ ଶ୍ରୀକୃଷ୍ଣ ଆପଣଙ୍କ ଉପରେ ବିଶେଷ କୃପା ରଖିବାକୁ ଯାଉଛନ୍ତି । ଅଟକି ରହିଥିବା କାର୍ଯ୍ୟ ପୁଣି ଆରମ୍ଭ ହେବ । ଅଚାନକ ଆପଣଙ୍କ ଧନ ଲାଭର ଯୋଗ ବନୁଛି । ଆପଣଙ୍କ ଘରେ ଖୁସିର ବାତାବରଣ ଲାଗି ରହିବ । ଯେଉଁ ମାନଙ୍କର ଦୀର୍ଘ ଦିନ ଧରି ବିବାହ ହେଉନଥିଲା ତାଙ୍କର ଆଗାମୀ ସମୟରେ ଖୁବ୍ ଶୀଘ୍ର ବିବାହ ମଧ୍ୟ ହେବାକୁ ଯାଉଛି ।

Janmashtami

ନଂ ୫- କୁମ୍ଭ ରାଶି । ଏହି ରାଶିର ବ୍ୟକ୍ତି ବିଶେଷ୍ୟଙ୍କ ଉପରେ ପ୍ରଭୁ ଶ୍ରୀକୃଷ୍ଣ କୃପା ରହିବାକୁ ଯାଉଛି । ଜୀବନରେ ଖୁସିର ଆଗମନ ହେବାକୁ ଯାଉଛି । ଆପଣଙ୍କ ପରିବାରରେ ଖୁସିର ମାହଲ ଖେଳିବାକୁ ଯାଉଛି । ପୂର୍ବ ଦିନରେ ଆପଣ ଯେଉଁ କର୍ମ କରିଥିଲେ ସେହି କର୍ମର ଆପଣ ଫଳ ପାଇବାକୁ ଯାଉଛନ୍ତି ।

ନଂ ୬- କନ୍ୟା ରାଶି । ଏହି ରାଶିର ବ୍ୟକ୍ତି ବିଶେଷ୍ୟଙ୍କ ଉପରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ର ବିଶେଷ କୃପା ରହିବାକୁ ଯାଉଛି । ଆଗାମୀ ଦିନରେ ସେ ବହୁତ ଧନ୍ୟବାନ ହେବାକୁ ଯାଉଛନ୍ତି । ଯେଉଁମାନେ ବ୍ୟାପାର କରୁଥିଲେ ବ୍ୟାପାରରେ ଭଲ ଲାଭ ପାଇବାକୁ ଯାଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *