27 ସେପ୍ଟେମ୍ବର 2023 ରାଶିଫଳ – ବଦଳୁଛି ଆଜିଠୁ ଏହିସବୁ ରାଶିଙ୍କ ଭାଗ୍ୟ ।

rasi

ମେଷ ରାଶି : କାମ କାର୍ଯ୍ୟ କରୁଥିବା ଜାତକର ଲୋକଙ୍କ ପାଇଁ ଲାଭଦାୟକ ଦିନ ଅଟେ , ଆପଣଙ୍କ ବ୍ୟକ୍ତିଗତ ଆମଦାନୀରେ ବୃଦ୍ଧି ହେବ , ପରିବର୍ତ୍ତନ କିଛି ବଡ କାର୍ଯ୍ୟ ଦେଖିବାକୁ ମିଳିବ , ନିଜ କ୍ୟାରିୟରରେ ଉଠିବାର ବହୁତ ପ୍ରୟାସ କରିଥିବେ ଯାହା ଦ୍ୱାରା ସେହି କାର୍ଯ୍ୟର ପ୍ରଶଂସା ମିଳିବ , ଏବେ ତାଙ୍କର ଫଳ ମିଳିବାର ସମୟ ଅଛି କର୍ମବ୍ୟସ୍ତ ଭରା ଦିନ ବୃଦ୍ଧି ହେବ , କ୍ରୋଧ ଉପରେ ଆସିକରି ବଡ କାର୍ଯ୍ୟ କରିବେ , ଲମ୍ବା ଯାତ୍ରା କରିବାରୁ ଦୁରେଇ ରୁହନ୍ତୁ , ନୁଆ ଯୋଜନା ସହ ବ୍ୟର୍ଥ ଖର୍ଚ୍ଚ ବି ଚିନ୍ତାର ବିଷୟ ହେବ ।

ବୃଷ ରାଶି : ପ୍ରମୋଶନ୍ ର ପୁରା ଆସାର ଅଛି , ଆପଣଙ୍କ ସାମାଜିକ ମାନ ସମ୍ମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ , ଆପଣଙ୍କ ନିଜ ଶଶୁରଘର ପକ୍ଷରୁ ଖରାପ ଖବର ମିଳିପାରେ , ଯାହାର କାରଣରୁ ଆପଣଙ୍କ ମନ ଦୁଃଖି ହୋଇପାରେ , ଆପଣ ବହୁତ ଲମ୍ବା ସମୟରୁ ବିଚାର କରି ହରାଇବେ , ଯଦି ଆପଣଙ୍କ ବୈବାହିକ ଜୀଅନ ଲମ୍ବା ସମୟରୁ ନାଖୁସ୍ ଅଛନ୍ତି ତେବେ ଏହି ଦିନ ନିଜ ଅବସ୍ଥା ଭଲ କରିବାର ଅନୁଭବ କରିବେ , ଆପଣଙ୍କ ଲୋକପ୍ରିୟତାରେ ବୃଦ୍ଧି ହେବ , ଦିନର ଦ୍ୱିତିୟ ଦିନ ଆର୍ଥିକ ହିସାବରେ ଫାଈଦା ହେବ ।

ମିଥୁନ ରାଶି : ଚାକିରି ପେଶା ଲୋକଙ୍କର ମନରେ ଚାକିରି ବଦଳାଇବାର ବିଚାର ଆସିପାରେ , ଆପଣଙ୍କ ପୁରା ଦିନ ମଉଜ ମସ୍ତିରେ ବ୍ୟତିତ ହେବ , ବେପାରରେ ମଜବୁତି ଆଣିବାପାଇଁ କିଛି ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ଉଠାଇପାରନ୍ତି , କେଉଁ ସଂମ୍ପର୍କୀୟ ଆପଣଙ୍କୁ ଆର୍ଥିକ ସହାୟତା ଦେଇପାରନ୍ତି , ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ ସମସ୍ତଙ୍କ ସହ ଭଲରେ ପେଶ୍ ଆସିବେ , ନିଜ ସହକର୍ମୀଙ୍କର ସହଯୋଗ ଆପଣଙ୍କୁ ସମୟରେ ମିଳିବ । ମହିଳାମାନେ ଭୁଲ୍ ଧାରଣାର ଶିକାର ହୋଇପାରନ୍ତି ।

କର୍କଟ ରାଶି : ନିଜ ଜୀବନରେ ସକରାତ୍ମକତା ଆଣିବାପାଇଁ ଧ୍ୟାନର ସାହାରା ନିଅନ୍ତୁ , ଦିନଢଳିଲେ ସ୍ୱାସ୍ଥ୍ୟ ସଂବନ୍ଧି ଅସୁବିଧାର ସାମ୍ନା କରିବାକୁ ପଡିବ , ଛାତ୍ରଙ୍କର ପାଠ ପଢାରେ ଧ୍ୟାନ କେନ୍ଦ୍ରିତ କରିବେ , ଏହି ଦିନ ଆପଣଙ୍କ ପାଇଁ ଭଲ ରହିବ , ଘରର ବଡ ବୟସ୍କ ସୁଖ ପ୍ରାପ୍ତି ହେବ , ବାରମ୍ବାର କରାଯାଇଥିବା ପ୍ରୟାସରୁ ଆନନ୍ଦଦାୟକ ମିଳିବ , ଆପଣଙ୍କ ଭାଗ୍ୟ ଚମକିଉଠିବ ,

ସିଂହ ରାଶି : ସିଂହ ରାଶି ବାଲାଙ୍କର ଆଜି ବନ୍ଧୁଙ୍କ ସହ ହୋଲିର ମଜା ନେବେ , ବୈବାହିକ ଜୀବନରେ ସୁଧାର ଆସିପାରେ , ବେପାରରେ ପ୍ରଗତି ହେବ , ପ୍ରେମୀଙ୍କ ସହ ଦେଖାକରିବାକୁ ହେଲେ ଟିକିଏ ହଇରାଣ ହେବାକୁ ପଡିପାରେ , ସମୟର ଉପଯୋଗିତା ଧ୍ୟାନରେ ରଖି କାମ କରିବେ , କାର୍ଯ୍ୟକ୍ଷେତ୍ରରେ ଚିହ୍ନାପରିଚିତ ଲୋକ ସାହାଯ୍ୟ କରିବେ , ନୁଆ ସଉଦା ଆପଣଙ୍କ ପାଇଁ ଫାଈଦାଦାୟକ ହୋଇପାରେ , ଆଜି ସ୍ୱାସ୍ଥ୍ୟରେ ହ୍ରାସ ହୋଇପାରେ । ଭୌତିକ ସାଧନରେ ବୃଦ୍ଧି ହେବ ।

କନ୍ୟା ରାଶି : ଆଜି କନ୍ୟା ରାଶିର ଲୋକ ମନରେ ନୁଆ ଆଶା ନେଇ ଆସିବେ । ଆପଣଙ୍କ ବୌଦ୍ଧିକତାପୁର୍ଣ୍ଣ କଥାକୁ ସବୁ ଲୋକ ପ୍ରଭାବିତ ହେବେ । ଆପଣଙ୍କ ସେଭିଙ୍ଗ୍ ରେ ପଇସା ଖର୍ଚ୍ଚ ହେବାର ଯୋଗ ଅଛି , ଆଜି ଆପଣଙ୍କ ନିଜ କ୍ୟାରିୟରରେ ଆଗକୁ ବଢିବାରେ ପ୍ରେରିତ କରିବେ , ସାମୁହିକ ଓ ସାମାଜିକ କାମ ପାଇଁ ଦିନ ଭଲ ଅଛି , ପରିବାର ଅଧିକାଂଶ କାମ ନିପଟାଇବାକୁ ପଡିପାରେ , କେଉଁ ପୁରୁଣା ସାଙ୍ଗ ସାକ୍ଷାତ ହୋଇପାରେ , ସନ୍ତାନ ସୁଖ ପ୍ରାପ୍ତି ହୋଇପାରେ ।

ତୁଳା ରାଶି : ଲେଖା ପଢା ମାମଲାରେ ଲାଭ ହେବ , ବାୟାମ କରିବାର ଅଭ୍ୟାସ ଆପଣଙ୍କୁ ଫିଟ୍ ଓ ଉର୍ଜାବାନ ବନାଇ ରଖିବାର ସାହାଯ୍ୟ କରିବ , ସାମାଜିକ ଦାୟିତ୍ୱ ପୁର୍ତ୍ତି ହେବ , ସବୁଦିନ କାମରେ ଫାଇଦା ହେବ , ପ୍ରୋପଟି କାମ ପୁରା ହୋଇପାରେ,  ଆଜି ବନ୍ଧୁଙ୍କ ସାହାଯ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ତୁଳା ରାଶିର ଲୋକେ ଆଜି ସବୁ ଭୁଲ୍ ବୁଝାମଣା ଭୁଲି ବନ୍ଧୁତା ସ୍ଥାପନ କରିବାକୁ ହେବ ।

ବିଛା ରାଶି : ଖର୍ଚ୍ଚର ଅଧିକା ଯୋଗୁଁ ଚିନ୍ତା ହେବ , ଆପଣଙ୍କୁ ଅଚାନକ ନିଜ ଜୀବନରେ ବଡ ପରିବର୍ତ୍ତନ କରିବାରେ ପ୍ରେରିତ କ୍ରିବ , ଲେଖାନାଦି ବୌଦ୍ଧିକ କାର୍ଯ୍ୟରେ ମାନ ସମ୍ନାନ ବୃଦ୍ଧି ହେବ , ଆର୍ଥିକ ସ୍ଥିତିରେ କିଛି ପରିବର୍ତ୍ତନ ହେବାର ଯୋଗ ଅଛି , ଯେଉଁଥିରେ ଖୁସି ରହିବେ , ଆପଣଙ୍କ ବ୍ୟବହାର ଲୋକ ପ୍ରଭାବିତ ହୋଇପାରେ , ବେରୋଜଗାର ଆଜି ରୋଜଗାର ମିଳିପାରେ , ହୋଲିର ମଉଜ ମସ୍ତି ସମୟରେ ଆଖିରେ ଖତରନାକ ରଙ୍ଗରୁ ବଞ୍ଚନ୍ତୁ ।

ଧନୁ ରାଶି : ଆଜି ଆପଣଙ୍କ ବେପାରରେ ଧନ ଲାଭ ହେବ , ବ୍ୟବସାୟିକ କାର୍ଯ୍ୟରେ କିଛି ଅନାବଶ୍ୟକ ଚିନ୍ତା ଆସିପାରେ , ଯାହାର କାରଣରୁ ଆପଣଙ୍କ ମନ ବିଚଳିତ ହୋଇପାରେ,  ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ , ଅନ୍ୟ ଦୃଷ୍ଟିକୌଣରୁ ସମୟ ଅନୁକୁଳ ଅଛି  କେଉଁ ଶୁଭ କାର୍ଯ୍ୟରେ ଧନ ଖର୍ଚ୍ଚ ହେବାର୍ ସଂମ୍ଭାବନା ଅଛି , ଲେଣଦେଣ ମାମଲାରେ ବିଳମ୍ବତା ରଖନ୍ତୁ ନାହିଁ , କ୍ଷତି ହୋଇପାରେ , ଭଉଣୀଘରୁ କିଛି ଶୁଭ ସମାଚାର ମିଳିପାରେ ।

ମକର ରାଶି : ଆଜି ଆପଣଙ୍କ ଭାଗ୍ୟ ସଫଳ ହେବ , ଆପଣଙ୍କ ବ୍ୟକ୍ତିଗତ ଜୀବନରେ କିଛି ବଢିବା ରହିବ , ପରିବାର ଓ ଜୀବନସାଥୀଙ୍କ ସହଯୋଗ ମିଳିବ , ଆପଣଙ୍କ ସାମାଜିକ ଦୃଷ୍ଟିକୋଣରୁ ମାନ ସମ୍ମାନ ପାଇବେ , ବିନା କାରଣରେ ଭୟ ଉତ୍ପନ୍ନ ହେବ , ଆପଣଙ୍କ ନୁଆ ସଂମ୍ପର୍କ ପ୍ରତି ପୁରା ସମର୍ପିତ ହେବେ , ଲାଭର ସମାଚାର ମିଳିପାରିବ , ସ୍ୱାସ୍ଥ୍ୟର ମାମଲାରେ ମକର ରାଶିଙ୍କ ଚିନ୍ତା ବଢିପାରେ , ଖର୍ଚ୍ଚରେ କଣ୍ଟ୍ରୋଲ୍ କରିବାକୁ ହେବ ।

କୁମ୍ଭ ରାଶି : ଆଜି ନିଜ ପରାକ୍ରମ ବଢିବାର ଅନୁଭବ କରିବେ , ଆପଣଙ୍କୁ ଧନ ସଂବନ୍ଧୀ ସବୁ ଚିନ୍ତା ଦୂର ହୋଈଜିବ , ଓ ନିଜ ଅଟକିଥିବା କାମ ସଫଳତାପୂର୍ବକ ପୁରା ହୋଇପାରିବ , ବିତ୍ତିୟ ସ୍ଥିତିରେ ସୁଧାର୍ ଆସିବ , କିନ୍ତୁ ସାବଧନତା ସହ ଭାବିବାର ପରେ ହିଁ ନୁଆ ସଂମ୍ପତ୍ତି ନିବେଶ କରନ୍ତୁ  , ଆଜି ସଂମ୍ପର୍କର ସହ୍ କେଉଁ ମାମଲା ବୁଝାମଣା ହେବ , ଅଧିକା ଉତ୍ସାହରେ କାମ କରିବାରୁ ବଞ୍ଚିବାକୁ ହେବ , ଲୋକଙ୍କ ମନରେ କିଛି ଭୁଲ୍ ବୁଝାମଣା ଆସିପାରେ ।

ମୀନ ରାଶି : ଆଜି ଆପଣଙ୍କୁ କିଛି ଅପ୍ରତ୍ୟାଶିତ ଖୁସିଖବର ଲାଭ ପ୍ରାପ୍ତ ହୋଇପାରେ , ବିବାହିତ ଲୋକଙ୍କୁ ନିଜ ଜୀବନସାଥୀଙ୍କ ସହ ଉଚିତ୍ ବ୍ୟବହାର ରଖନ୍ତୁ  ଓ ସଂବାଦହିନତା କୁ ଆରମ୍ଭ କରିବାକୁ ଦିଅନ୍ତୁ ନାହିଁ , ଅନ୍ୟଥା ବୈଚାରିକ ମତଭେଦ ହୋଇପାରେ,  ଅଟକିଥିବା କାର୍ଯ୍ୟ ପୁରା ହେବ , ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ , ଘରକୁ ବ୍ୟବସ୍ଥିତ ରଖିବା କଷ୍ଟଦାୟକ ହୋଇପାରେ, ଭାଇଙ୍କ ସହଯୋଗ ପ୍ରାପ୍ତି ହେବ , କିନ୍ତୁ କେଉଁ କଥାକୁ ନେଇକରି ଛୋଟ ଭାଇଙ୍କ ସହ ବିବାଦ ହୋଇପାରେ ।

Leave a Reply

Your email address will not be published. Required fields are marked *