ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଓଡର ସୁପରଷ୍ଟାର ଅନୁଭବ ମହାନ୍ତି ଯାହା କହିଲେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ମରିବା ପାଇଁ ଅଳ୍ପ ସମୟର ଆବଶ୍ୟକତା ପଡେ । ଅଳ୍ପ ସମୟରେ ଖେଳ ଖତମ ବି ହୋଇଯାଏ ହେଲେ ସେ ଅଳ୍ପ ସମୟରେ ଅଧିକ ସାହସ ଦରକାର । ଯାହା ପାଖରେ ସାହସ ନଥାଏ ସେ କେବେ ହେଲେ ମରିବ ନାହିଁ । ଆଉ ମରିଗଲା ପରେ ଉପରେ ଥାଇ ପଶ୍ଚ୍ୟାତାପ କରିବ ।
ଲୋକସଭା ସାଂଶଦ ତଥା ଓଲିଓଡ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ତାଙ୍କ ଟୁଇଟ କୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଆତ୍ମ-ହ-ତ୍ୟା କୁ ସେ ଏଭଳି ଏକ ଟୁଇଟ କରି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଅନୁଭବଙ୍କ ଟୁଇଟ ଏବେ ସବୁ ଯୁବ ପିଢିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ସାରା ଓଡିଶାରେ ଓଲିଉଡ ଭାଇଜାନଙ୍କ ର ଜବରଦସ୍ତ ଫ୍ୟାନ ଫଲରସ ରହିଛନ୍ତି । ଆଉ ସେହି ଫ୍ୟାନ୍ ମାନଙ୍କ ଏମିତି ଏକ ମ୍ୟାସେଜ ଦେଇଛନ୍ତି ଓଡିଆ ସିନେମାର ମହାନାୟକ ଅନୁଭବ ମହାନ୍ତି ।
ବ୍ୟକ୍ତିଗତ ଜୀବନ ଠିକ୍ ରେ ଚାଲି ନଥିଲେ ମଧ୍ୟ ଅନ୍ୟକୁ ସାହାର୍ଯ୍ୟ କରିବା ପାଇଁ ସେ ସବୁବେଳେ ତତପର ରହିଥାନ୍ତି । ତେଣୁ ଆଜିର ଦୁନିଆରେ ଜୀବନ ହାରି ଦେଉଥିବା ଯୁବ ଶକ୍ତି ମାନଙ୍କ ଭିତରେ ଜୋସ୍ ଭରିବା ପାଇଁ ସେ ଏଭଳି ଏକ ପୋଷ୍ଟ କରିଛନ୍ତି । ତାଙ୍କ ଟୁଇଟ ଆକାଉଣ୍ଟ ମାଧ୍ୟମରେ ଅନୁଭବ କହିଛନ୍ତି ଯେ ମରିବା ପାଇଁ ବହୁତ ସାହାର୍ଯ୍ୟର ଆବଶ୍ୟକତା ପଡେ । ବିନା ସାହାର୍ଯ୍ୟରେ କେହି ମରି ପାରିବେ ନାହିଁ । ଅଳ୍ପ ସମୟରେ ସବୁ ଖେଳ ଖତମ ହୋଇଯିବ ।
ହେଲେ ମରିଗଲା ପରେ କିନ୍ତୁ ସବୁ ସାହସ ପାଣି ଫୁଟକା ପରି ଫାଟିଯାଏ । ସବୁକିଛି ନିମିଷକ ବୃଥା ହୋଇଯିବ । ସବୁକିଛି ଏପଟ ସେପଟ ହୋଇଯାଏ । ଯାହାର ସମାଧାନ ପାଇଁ ଏପରି ନିଷ୍ପତ୍ତି ନିଆଯାଇଥାଏ । ତାହା ଅଡୁଆ ସୂତା ପରି ଆହୁରି ଛନ୍ଦି ହୋଇଯାଏ । ଆଉ ଏଥିରେ ଯଦି ମୁଁ ଭୁଲ୍ ତାହାଲେ ମୋତେ ସଂଶୋଧନ କରି କହି ଟୁଇଟ କରିଛନ୍ତି । ତେବେ ସାଂସଦ ଅନୁଭବଙ୍କ ର ଏମିତି ପ୍ରେରଣା ଦାୟକ ଟୁଇଟ ସମସ୍ତ ଯୁବ ପିଢିଙ୍କୁ ଆକୃଷ୍ଟ କରିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।