ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟିଏ ଇଂଷ୍ଟଗ୍ରାମର ପୋଷ୍ଟର ମୂଲ୍ୟ ୧୧କୋଟି । ଗୋଟିଏ ପୋଷ୍ଟ ପାଇଁ ବିରାଟଙ୍କ ଡିମାଣ୍ଡ । କୋହିଲି ନିଅନ୍ତି ୧୧.୪୫ କୋଟି ଟଙ୍କା । କିଛିଦିନ ପୂର୍ବେ ଏହା ମିଡିଆରେ ଖୁବ୍ ଚର୍ଚ୍ଚା ହେଉଥିଲା ଯେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ବିରାଟ କୋହିଲି ଗୋଟିଏ ଇଂଷ୍ଟଗ୍ରାମ ପୋଷ୍ଟ ପାଇଁ ସର୍ବାଧିକ ଅର୍ଥ ଦାବି କରନ୍ତି । ଏହା ମଧ୍ୟ କୁହାଯାଉଥିଲା ଯେ କୋହିଲି ଗୋଟିଏ ପୋଷ୍ଟରୁ ୧୧ କୋଟି ୪୫ଲଷ ଟଙ୍କା ଆୟ କରନ୍ତି ।
ବର୍ତ୍ତମାନ ବିରାଟ କୋହିଲି ଟୁଇଟ କରି ଏହକୁ ଖଣ୍ଡନ କରିଛନ୍ତି । ଏହା ସତ ନୁହେଁ ବୋଲି କୋହିଲି କହିଛନ୍ତି । କିଛିଦିନ ପୂର୍ବେ ବିରାଟ କୋହିଲିଙ୍କ ଇଂଷ୍ଟଗ୍ରାମରୁ ହେଉଥିବା ଆୟ ବିଷୟରେ ନେଇ ମିଡିଆରେ ବେଶ୍ ଚର୍ଚ୍ଚା ଚାଲିଥିଲା । ଏକ ରିପୋର୍ଟ ଅନୁସାରେ ଗୋଟିଏ ଗୋଟିଏ ଇଂଷ୍ଟଗ୍ରାମ ପୋଷ୍ଟରୁ ତାଙ୍କର ପ୍ରାୟ ୧୧କୋଟି ୪୫ଲକ୍ଷ ଟଙ୍କା ଆୟ ହୁଏ ବୋଲି ଆଲୋଚନା ହେଉଥିଲା । ଏହିପରି ଆୟ ମାମଲାରେ ବିରାଟ କୋହିଲି ବିଶ୍ୱର ତୃତୀୟ ସ୍ଥାନରେ ଅଛନ୍ତି ।
ପ୍ରଥମ ସ୍ଥାନରେ ଖ୍ୟାତି ସଂମ୍ପୂର୍ଣ୍ଣ ଫୁଟବଲ୍ ଖେଳାଳି କ୍ରିଷ୍ଟିଆନ ରୋନାଲ ଓ ଦ୍ୱିତୀୟ ସ୍ଥାନରେ ଲିଉନେ ମେସି ଅଛନ୍ତି । ଟୁଇଟ କରି ଖଣ୍ଡନ କରିଛନ୍ତି ବିରାଟ । ଏହି ଖବରକୁ ଖଣ୍ଡନ କରି ଟୁଇଟ କରି ବିରାଟ କୋହିଲି କହିଲେ ଆଜି ପର୍ଯ୍ୟନ୍ତ ମୋତେ ଜୀବନରେ ଯାହା କିଛି ମିଳିଛି ସେଥିରେ ମୁଁ ସନ୍ତୁଷ୍ଟ ତଥା କ୍ରୁତଜ୍ଞ । ସୋସିଆଲ ମିଡିଆରେ ଆୟ ବିଷୟରେ ଯାହା ଖବର ଆସୁଛି ତାହା ସତ୍ୟ ନୁହେଁ ।
ଭାରତର ପ୍ରସିଦ୍ଧ କ୍ରିକେଟର ବିରାଟ କୋହିଲି ବିଶ୍ୱର ସର୍ବାଧିକ ଲୋକପ୍ରିୟ କ୍ରିକେଟ ଖେଳାଳି । ଇଂଷ୍ଟଗ୍ରାମରେ ତାଙ୍କର ୨.୫ ମିଲିୟନ ରୁ ଅଧିକ ଫୋଲଇର ଅଛନ୍ତି । ଆୟ ମାମଲାରେ ସେ ସମସ୍ତ କ୍ରିକେଟରଙ୍କ ଠାରୁ ବହୁତ ଆଗରେ ଅଛନ୍ତି । କୋହିଲିଙ୍କ ସମସ୍ତ ସମ୍ପତ୍ତିର ମୂଲ୍ୟ ୧୦୨୫କୋଟି ଟଙ୍କା ବୋଲି କୁହାଯାଉଛି । ଷ୍ଟଗ୍ର ଅନୁସାରେ କୋହିଲିଙ୍କ ର ମୋଟ ସମ୍ପତ୍ତିର ମୂଲ୍ୟ ୧୦୨୫କୋଟି ଟଙ୍କା ଅଟେ । ଯାହା ବର୍ତ୍ତମାନ ଅନ୍ତଃରାଷ୍ଟ୍ରୀୟ କ୍ରିକେଟର ମାନଙ୍କର ଠାରୁ ଢେର ଅଧିକ ।
୩୪ବର୍ଷୀୟ କୋହିଲିଙ୍କୁ ବିସିସିଆଇ ନିଜ ସେଣ୍ଟରାଲ କର୍ଣ୍ଣଟ୍ରାକ୍ଟ ରେ ବିପ୍ଳ ଶ୍ରେଣୀରେ ରଖିଛି । ଟିମ୍ ଇଣ୍ଡିଆ ଚୁକ୍ତିନାମା ଅନୁସାରେ କୋହିଲି ବାର୍ଷିକ ୭କୋଟି ଟଙ୍କା ପାଉଣା ନିଅନ୍ତି । ସେ ପ୍ରତ୍ୟେକ ଟେଷ୍ଟ ମ୍ୟାଚ ପାଇଁ ଫିସ୍ ଆକାରରେ ୧୫ଲକ୍ଷ ଟଙ୍କା ଏକ ଦିବସ ମ୍ୟାଚ ପାଇଁ ୬ଲକ୍ଷ ଏବଂ ଟି-ଟୁଏଣ୍ଟି ପାଇଁ ୩ଲକ୍ଷ ଟଙ୍କା ପାଇଥାନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।