ଆଉ ନାହାନ୍ତି ଏହି ପ୍ରସିଦ୍ଧ କଳାକାର l

artist

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୁନିଆକୁ ଅଲବିଦା କହିଲେ ଏହି ଲୋକପ୍ରିୟ ଅଭିନେତା । ତେବେ ଏହି ପ୍ରସିଦ୍ଧ କଳାକାରଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ଶୋକର ଲହରୀ ଖେଳି ଯାଇଛି । ଅଭିନୟ କରୁଥିବା ଅଭିନେତାଙ୍କ ପରଲୋକ ହୋଇଛି । ୮୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ଜଣା ପଡିଛି ।

୮୩ବର୍ଷ ବୟସରେ ପଦାର୍ପଣ କରିଥିଲେ। ସେ କୌଣସି ରୋଗରେ ପିଡୀତ ନଥିଲେ । ତେଣୁ ଏପରି ତାଙ୍କର ହଠାତ୍ ମୃ-ତ୍ୟୁ ସମସ୍ତଙ୍କୁ ଶକ୍ତ ଧକ୍କା ଦେଇଛି ବୋଲି ପରିବାର ଲୋକ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଏହି ଲୋକପ୍ରିୟ ଅଭିନେତା ଅସୁସ୍ଥତା ଅନୁଭବ କରିଥିଲେ । ଯେଉଁ କାରଣକୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃ-ତ୍ୟୁ ହୋଇଯାଇଥିଲା ।

famous artist

ଶେଷ ସମୟରେ ଅଭିନେତା ମାର୍କଙ୍କ ପାଖରେ ତାଙ୍କର ୬୧ବର୍ଷର ସ୍ତ୍ରୀ ଜାଙ୍କଲିନ୍ ଓ ପୁଅ ମାର୍ଗନ ରହିଥିଲେ । ଅଭିନେତା ମାର୍କ ମୋଙ୍ଗଲିଙ୍କ ଙ୍କ ମୃ-ତ୍ୟୁ ଖବର ଶୁଣି ତାଙ୍କର କୋଷ୍ଟାର ଇନଷ୍ଟାଗ୍ରାମ ଜରିଆରେ ଶ୍ରନ୍ଧାଞ୍ଜଳି ଦେଇଥିଲେ । ଇନଷ୍ଟାଗ୍ରାମରେ ସେ ଲେଖିଥିଲେ ମୁଁ ମୋର ସାଙ୍ଗର ମୃ-ତ୍ୟୁ ଖବର ଶୁଣିବା ପରେ ଦୁଃଖରେ ଭାଙ୍ଗି ପଡିଛି । ଟେଲିଭିଜନ ସହ ବ୍ରେକିଂ ବ୍ୟାଡରେ ସୁନ୍ଦର ଅଭିନୟ ପାଇଁ ମାର୍କଙ୍କ ୨୦୧୨ରେ ଏମିପାଇ ମନୋନୀତ କରାଯାଇଥିଲା ।

ମାର୍କଙ୍କ ଜନ୍ମ ୧୯୩୯ମସିହାରେ ଥିଲା ଡେଲପିଆରେ ହୋଇଥିଲା । ଦୁନିଆକୁ ଅଲବିଦା କହିଲେ ଅଭିନେତା ମାର୍କ । ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *