ସରକାର ଦେଲେ ବଡ଼ ଖୁସି ଖବର । ଆଗୁଆ ଘୋଷଣା ହେଲା ଯୁକ୍ତ ୨ ପରୀକ୍ଷା ।

exam

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମ୍ୟାଟ୍ରିକ ପରୀକ୍ଷା ପରି ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଲାଗି ଆଗୁଆ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି ସରକାର । ଆସନ୍ତା ଫେବୃଆରୀ ୧୪ରୁ ଯୁକ୍ତ ୨ ପରୀକ୍ଷା । ମାର୍ଚ୍ଚ ୧୩ତାରିଖରେ ସରିବ ଏହି ପରୀକ୍ଷା । ଗୋଟିଏ ମାସ ଧରି ଚାଲିବ ଏହି ପରୀକ୍ଷା । ଏପ୍ରିଲ ଶେଷ କିମ୍ବା ମେ ମାସ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

ବୋର୍ଡ ପରୀକ୍ଷା ପାଇଁ ଆସନ୍ତା ନଭେମ୍ବର ୧୦ ରୁ ୨୫ ମଧ୍ୟରେ ଫର୍ମ ଫିଲପ କରାଯିବ । ଜାନୁଆରୀ ମାସ ପ୍ରଥମ ସପ୍ତାହରେ ପ୍ରକ୍ଟିକାଲ ପରୀକ୍ଷା ହେବ । ଏପ୍ରିଲ ଶେଷ ବା ମେ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ରେଜଲ୍ଟ । ସେହିପରି ୨୦୨୩-୨୪ ଶିକ୍ଷା ବର୍ଷ ଲାଗି ଏକାଡେମୀ କ୍ୟାଲେଣ୍ଡର ପ୍ରକାଶ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିସର ।

school

ଯେଉଁଥିରେ ଯୁକ୍ତ ୨ ଲାଗି ୨ବର୍ଷର ପାଠ୍ୟକ୍ରମ ସହ ପରୀକ୍ଷା ତାରିଖ ଏବଂ ଫଳାଫଳ ତାରିଖ ମଧ୍ୟ ଉଲ୍ଲେଖ ରହିଛି । ଏହାଛଡା ଆସନ୍ତା ନଭେମ୍ବର ୧୦ ରୁ ୨୫ ମଧ୍ୟରେ ଫର୍ମ ଫିଲପ ପ୍ରକ୍ରିୟା ଶେଷ ହେବ । ଜାନୁଆରୀ ପ୍ରଥମ ସପ୍ତାହରେ ହେବ ପ୍ରାକ୍ଟିକାଲ ପରୀକ୍ଷା । ଏନେଇ ସିଏଇଚଏସସି ପକ୍ଷରୁ ପ୍ରକାଶିତ ଏକାଡେମୀ କ୍ୟାଲେଣ୍ଡରରେ ଏନେଇ ମଧ୍ୟ ଉଲେଖ କରାଯାଇଛି ।

ତେବେ ଯାହାକି ବଡ ଅପଡେଟ୍ ମୁତାବକ ଯେଉଁଭଳି ଭାବରେ ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କ ର ପରୀକ୍ଷା ତାରିଖ ଆଗୁଆ ଘୋଷଣା କରାଯାଇଛି ଠିକ୍ ସେମିତି ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଲାଗି ମଧ୍ୟ ଆଗୁଆ ଘୋଷଣା ହୋଇଗଲା ପରୀକ୍ଷା ତାରିଖ । ଯାହାକି ଏମାନେ ପୂର୍ବରୁ ପାଠପଢା ପ୍ରସ୍ତୁତି ସହିତ ଭଲ ମାର୍କ ରଖିବା ନେଇ ସରକାର ପକ୍ଷରୁ ରହିଛି ବଡ ସୂଚନା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *