ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୀମା ଏମିତି କାମ କଲା ଯେ ଫିଲ୍ମ ପାଇଁ ଅଫର ଦେଲେ ପ୍ରଯୋଜକ । ବଲିଓଡରେ ହିରୋଇନ ହେବେ ପାକିସ୍ତାନୀ ଝିଅ ସୀମା । କରିନା କ୍ୟାଟ୍ରିନା ପ୍ରିୟଙ୍କାଙ୍କୁ ଦେବେ ଟକ୍କର । ଏବେ ଭାରତ ପୁଅକୁ ବାହା ହେବାକୁ ଲାଇନ ଲଗାଇବେ ପାକିସ୍ତାନୀ ଝିଅ । ସାରା ଜୀବନ ସଂଘର୍ଷ କରି ମଧ୍ୟ ହିନ୍ଦୀ ଫିଲ୍ମରେ ଚାନ୍ସ ପାଇବା ବହୁତ କଷ୍ଟ ହୋଇଯାଏ । କିନ୍ତୁ ସୀମାଙ୍କ ପାଇଁ ଏହା ଚୁଟକି ର ଖେଳ ।
ଅନେକଙ୍କ ଭାଗ୍ୟରେ ହିରୋଇନ ହେବା ସମ୍ଭବପର ନୁହେଁ । ସୀମା ଏମିତି କି ଯାଦୁ କଲେ ଯେ ସବୁ ପ୍ରଯୋଜକ ଏବେ ତାଙ୍କ ଫିଲ୍ମରେ ସୀମା ଙ୍କୁ ନେବା ପାଇଁ ଚାହୁଁଛନ୍ତି । ତାଙ୍କର ଏମିତି କି ଟ୍ୟାଲେଣ୍ଟ ଅଛି ଯେ ସେ ଫିଲ୍ମର ହେବେ ହିରୋଇନ । ସେପଟେ ଚର୍ଚ୍ଚା ହେଉଛି କି ସୀମା କିଛି ଅଲଗା କାମ କରି ପ୍ରଯୋଜକଙ୍କୁ ଖୁସି କରିଛନ୍ତି । ସେଥିପାଇଁ ତାଙ୍କୁ ହିନ୍ଦୀ ଫିଲ୍ମରେ ମିଳିଛି ଅଫର ।
ସୀମା ଓ ସଚୀନଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମ ଠାରୁ ବି କମ୍ ନୁହେଁ । ଉଭୟଙ୍କ ପ୍ରେମକୁ ନେଇ ଯେତିକି ଚର୍ଚ୍ଚା ହେଉଛି ଉଭୟଙ୍କ ଆର୍ଥିକ ପରସ୍ଥିତିକୁ ନେଇ ବି ସେତିକି ଚର୍ଚ୍ଚା ହେଉଛି । ଏକଥା ଭାଇରାଲ ହେବା ମାତ୍ରେ ଜଣେ ନିର୍ମାତା ସୀମା ଙ୍କୁ ଫିଲ୍ମରେ ହିରୋଇନ ହେବାର ଅଫର ଦେଇଛନ୍ତି । ସଚିନ୍ ଏବଂ ସୀମା ଏହା ଅନେକ ଥର କହିଛନ୍ତି ଯେ କାମ ପାଇଁ ବାହାରକୁ ନଆସି ପାରିବାରୁ ଖାଦ୍ୟ ଅଭିବାରୁ ଭୋକରେ ଅଛନ୍ତି । ଏବଂ ଆର୍ଥିକ ଅବସ୍ଥା ମଧ୍ୟ ବିଗିଡିବାରେ ଲାଗିଛି ।
ସଚିନ୍ ଏବଂ ସୀମାଙ୍କ ଆର୍ଥିକ ଶଙ୍କଟ ସାମ୍ନାକୁ ଆସିବା ମାତ୍ରେ ନିର୍ମାତା ଅମିତ୍ ଜେଲି ସେମାନଙ୍କୁ ସାହାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସେ ସୀମାଙ୍କୁ ଏକ ଫିଲ୍ମ ଅଫର କରିଛନ୍ତି । ତାଙ୍କ ପ୍ରଡକ୍ସନ ହାଉସ ଅଧିନରେ ହୋଇଥିବା ସେ ଇଦୟପୁରରେ ହୋଇଥିବା ଟ୍ରେଲର କହ୍ନେଆଲାଲ୍ ସାହୁଙ୍କ ହ-ତ୍ୟା ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଛନ୍ତି । ଏହି ଫିଲ୍ମର ଟାଇଟେଲ ହେଉଛି ଏ ଟ୍ରେଲର ମୋଡର ଷ୍ଟୋରୀ ।
ଏହି ଫିଲ୍ମରେ କାମ କରିବାକୁ ଅମିତ୍ ସୀମାଙ୍କୁ ଅଫର ଦେଇଛନ୍ତି । ହେଲେ କାହିଁକି ଅମିତ୍ ସୀମାଙ୍କୁ ସାହାର୍ଯ୍ୟ କଲେ । ସୀମାଙ୍କ ପାଖରେ ଏମିତି କ’ଣ ଥିଲା ଯେ ଅମିତ୍ ତାଙ୍କୁ ଫିଲ୍ମର ଅଫର ଦେଲେ । ଅମିତଜାନୀ ଉଭୟ ସୀମା ଓ ସଚୀନକୁ ଏହି ଅଫର ଦେଇଥିଲେ ଯେ ଯଦି ସେମାନେ ତାଙ୍କ ପ୍ରଡକ୍ସନ ରେ କାମ କରନ୍ତି ତେବେ ସେ କାମ ପାଇଁ ତାଙ୍କୁ ଟଙ୍କା ଦେବେ ।
ନିଜ ତରଫରୁ ଏକ ଭିଡିଓ ରିଲିଜ କରି ଅମିତ୍ କହିଛନ୍ତି ଯେ ସୀମା ହାଇଦର ଭାରତରେ ପ୍ରବେଶ କରିଥିବା ତରିକାକୁ ସେ ସମର୍ଥନ କରୁନାହାନ୍ତି । କିନ୍ତୁ ସେମାନଙ୍କ ଆର୍ଥିକ ପ୍ରତିବନ୍ଧକ ଦେଖି ଜଣେ ଭାରତୀୟ ହୋଇ ସେ ସାହାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।