ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗଣ ନିର୍ବାଚନ ଲଢିବେକି ସୀମା ହାଇଦର । ସୀମା ହାଇଦରଙ୍କ ରାଜନୀତିରେ ପ୍ରବେଶକୁ ନେଇ ଯେଉଁ ସବୁ କଥା ସାମ୍ନାକୁ ଆସିଥିଲା ଏଥିରେ ଏବେ ମୁହଁ ଖୋଲି ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ରାମଦାସ ସାଟାବ୍ଲେ । ରାମଦାସ ଆଟାବ୍ଲେଙ୍କ ର ରିପବ୍ଲିକ ପାର୍ଟି ଏଣ୍ଡ ଇଣ୍ଡିଆ ଏବଂ ଯେଉଁଥିରେ ତାଙ୍କ ପାର୍ଟିର ଜଣେ ମେମ୍ବର ମାଶୁମ୍ କିଶୋର କହୁ କହୁ କହିଦେଇଥିଲେ ଯେ ସୀମା ହାଇଦର କୁଆଡେ ତାଙ୍କ ଦଳର ମହିଳା ମୋର୍ଚ୍ଚାର ପ୍ରେସିଡେଣ୍ଟ ସାଜିବେ ଆଉ ନିର୍ବାଚନ ଲଢିବେ ।
ଆଉ ଯାହାପରେ ଏବେ ରାମଦାସ ସାଟାବ୍ଲେ ଅର୍ଥାତ୍ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଏମିତି କିଛି କଥା । ଯଦି ସୀମାଙ୍କୁ ମିଳିବ ଟିକେଟ ତେବେ ସେ ଟିକେଟ ପୋଲିଟିକାଲ୍ ପାର୍ଟିର ନୁହେଁ । ପାକିସ୍ତାନ ଯିବା ପାଇଁ ଟିକେଟ । ତେବେ ସୀମା ହାଇଦର କାହିଁକି ଆସିଛନ୍ତି କେଉଥି ପାଇଁ ଆସିଛନ୍ତି ଏବଂ ତା ସହିତ ଏସବୁ ତାଙ୍କ ଜିନିଷ ଏବଂ ତା ସହିତ ତାଙ୍କ ଗତିବିଧିକୁ ନେଇ ଚାଲିଛି ଇଣ୍ଟେଲିଜେନ୍ସ ଇନକୁଆରି ।
ତେବେ ଯେ ପର୍ଯ୍ୟନ୍ତ ଯେକୌଣସି କଥା ପରିସ୍କାର ନହଉଛି ସେ ପର୍ଯ୍ୟନ୍ତ ଯାଏ ଏସବୁ କଥା ଅପ୍ରାସଙ୍ଗିକ । ତେବେ ସୀମା ହାଇଦର ଏତେ ଗୁଡିଏ ଛୁଆକୁ ଯେଉଁ ନେଇକି ଆସିଛନ୍ତି ତେବେ ଯଦି ସେ ଯିବେ ତେବେ ପାକିସ୍ତାନର ଟିକେଟ ନେଇକି ଯିବେ । ନା କି କୌଣସି ଇଣ୍ଡିଆନ ପାର୍ଟିର ଟିକେଟ ।
ରାମଦାସ ସାଟାବ୍ଲେ କହିଛନ୍ତି ଯଦି ସୀମାକୁ ଟିକେଟ ମିଳିବ ତେବେ ସେ ଟିକେଟ ପୋଲିଟିକାଲ୍ ପାର୍ଟିର ନୁହେଁ ପାକିସ୍ତାନ ଯିବା ପାଇଁ । ଏବେ ମୁହଁ ଖୋଲିଛନ୍ତି ରାମଦାସ ସାଟାବ୍ଲେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।