ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୋଷ୍ଟ ଅଫିସରେ ବିନିଯୋଗ କରିବା ସବୁଠୁ ସୁରକ୍ଷିତ ହୋଇଥାଏ । ଏଥିପାଇଁ ପ୍ରତ୍ୟେକ ଲୋକ ଅନ୍ୟ ସବୁ ଅପେକ୍ଷା ପୋଷ୍ଟ ଅଫିସକୁ ବେଶ୍ ବିଶ୍ୱାସ କରନ୍ତି । କେନ୍ଦ୍ର ସରକାର ଅଧିନସ୍ଥ କାର୍ଯ୍ୟ କରୁଥୁବା ଏହି ବିଭାଗ ସେପ୍ଟି ସହିତ ଭଲ ରିଟର୍ଣ୍ଣ ମଧ୍ୟ ପ୍ରଦାନ କରନ୍ତି । ଡାକଘର ଯୋଜନାରେ ଅଳ୍ପ ବିନିଯୋଗ କରି ଅଧିକ ଲାଭ ଉଠାଉଛନ୍ତି ଗ୍ରାହକ । ଏଭଳି ପରିସ୍ଥିତିରେ ନାଗରିକମାନଙ୍କୁ ନିୟମିତ ସଞ୍ଚୟ କରିବାକୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଛୋଟ ସଞ୍ଚୟ ଯୋଜନା ହେଉଛି ମାଧ୍ୟମ ।
ଡାକଘର ମାଧ୍ୟମରେ ଅଳ୍ପ ବିନିଯୋଗ କରି ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ସଞ୍ଚୟ କରିପାରିବେ । ଯାହା ଆପଣଙ୍କ ଭବିଷ୍ୟତରେ କାମ ଦେବ । ବିନିଯୋଗ ପାଇଁ ଅନେକ ଯୋଜନା ଉପଲବ୍ଧ ଅଛି । ଏହି ଯୋଜନାରେ ବିନିଯୋଗ କରି ଭଲ ରିଟର୍ଣ୍ଣ ପାଇ ପାରିବେ । ଏଥିସହିତ ଡାକଘରେ ଅନେକ ଯୋଜନା ମଧ୍ୟ ଉପଲବ୍ଧ । ଯେଉଁଥିରେ ପୁଞ୍ଜି ବିନିଯୋଗ କରାଯାଇପାରିବ । ବିଭିନ୍ନ ବର୍ଗ ପାଇଁ ବିଭିନ୍ନ ଯୋଜନା ମଧ୍ୟ ଭିନ୍ନ ଭିନ୍ନ ଅଛି । ଏହା ସହିତ ଲୋକମାନେ ଏହି ଯୋଜନାରେ ଭଲ ଲାଭ ପାଇ ପାରିବେ ।
ଯଦି ଡାକଘର ଯୋଜନାରେ ବିନିଯୋଗ କରିବାକୁ ଚାହୁଁଛନ୍ତି ତେବେ କିଛି ଜିନିଷକୁ ଧ୍ୟାନ ରେ ରଖିବା ଉଚିତ୍ । ଡାକଘର ଯୋଜନାରେ ଅଳ୍ପ ପରିମାଣର ନିବେଶ ମଧ୍ୟ କରାଯାଇ ପାରିବ । ଏଭଳି ପରିସ୍ଥିତିରେ ନାଗରିକ ମନକୁ ନିୟମିତ ସଞ୍ଚୟ କରିବାକୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଛୋଟ ସଞ୍ଚୟ ଯୋଜନା କରିଛି ।
ଛୋଟ ସଞ୍ଚୟ ଯୋଜନାରେ ପିପିଏଫ୍ , ଏସଏସୱାଇ, ଏସିଏସଏସଏନସି ଡାକଘର ଯମା ଏବଂ କେବିଏଫ୍ ଅନ୍ତର୍ଭୁକ୍ତ ରହିଛି । ପୋଷ୍ଟ ଅଫିସ କିମ୍ବା ଅନ୍ୟାନ୍ୟ ସ୍କିମ୍ ତୁଳନାରେ ଅଧିକ ରିଟର୍ଣ୍ଣ ପ୍ରଦାନ କରେ । ସାଧାରଣତଃ ଡାକଘର ଯୋଜନା ମାଧ୍ୟମରେ ମିଳୁଥିବା ରିଟର୍ଣ୍ଣ ରାଶି ବ୍ୟାଙ୍କ ଏଫଡି ଅପେକ୍ଷା ଅଧିକ ।
ଏଭଳି ପରିସ୍ଥିତିରେ ବ୍ୟାଙ୍କ ଏଫଡି ତୁଳନାରେ ଏହି ଯୋଜନାର ମାଧ୍ୟମରେ ଅଧିକ ରିଟର୍ଣ୍ଣ ମିଳିପାରିବ । ସରକାରଙ୍କ ଗ୍ୟାରେଣ୍ଟି ରହିଛି । ଡାକଘର ମାଧ୍ୟମରେ ଦିଆଯାଇଥିବା ଯୋଜନାରେ ଅନେକ ସୁବିଧା ଅଛି । ଏହା ସହିତ ଏହି ଯୋଜନା ଉପରେ ସରକାରଙ୍କ ଏକ ଗ୍ୟାରେଣ୍ଟି ଦେଇଛନ୍ତି । ଏହି ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଲୋକଙ୍କୁ ଅନେକ ପ୍ରକାର ସୁବିଧା ମଧ୍ୟ ଯୋଗାଇ ଦେଇଥାନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।