ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଏକ ମହା ସଂଯୋଗ ପଡୁଅଛି । ଚମକି ଉଠିବ ଏହି ୫ଗୋଟି ରାଶିର ଭାଗ୍ୟ । ୩୦ ଅଗଷ୍ଟ ୨୦୨୩ ଏହି ଦିନ ପଡୁଅଛି ଶ୍ରୀ ଶ୍ରୀ ବଳଦେବ ଜିଓ ଙ୍କର ଜନ୍ମ ଉତ୍ସବ ଏବଂ ଏହି ଦିନ ରକ୍ଷା ବନ୍ଧନର ପାବନ ପର୍ବ ମଧ୍ୟ ପଡୁଅଛି । ଏହାର ପରଦିନ ଅର୍ଥାତ୍ ୩୧ ଅଗଷ୍ଟକୁ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ବା ଗମ୍ଭା ପୂର୍ଣିମା ର ପାବନ ଦିନ ରହିବ । ଏହିଥର ପୂର୍ଣ୍ଣିମା ଦିନ ରକ୍ଷା ବନ୍ଧନର ପର୍ବ ନାହିଁ । ଆପଣ ରକ୍ଷା ବନ୍ଧନର ପର୍ବକୁ ୩୦ ଅଗଷ୍ଟ ଦିନ ହିଁ ପାଳନ କରିବେ । ଅର୍ଥାତ୍ ୩୦ ଅଗଷ୍ଟ ଦିନ ପାଳନ କରିବେ । ଗୁରୁବାର ଦିନ ଶ୍ରାବଣ ପୂର୍ଣ୍ଣିମା ରହିବ । ଆସୁଥିବା ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ଦିନ ଠାରୁ ହିଁ ବଦଳି ଯିବାକୁ ଯାଉଅଛି ।
ପ୍ରଥମ ରାଶିଟି ହେଉଛି ସିଂହ ରାଶି । ସିଂହ ରାଶିର ବ୍ୟକ୍ତି ବିଶେଷଙ୍କର ମାଁ ଲକ୍ଷ୍ମୀଙ୍କ ର ଅପାର କୃପା ରହିବାକୁ ଯାଉଛି । ତାଙ୍କର ଆଗାମୀ ସମୟ ଅତ୍ୟନ୍ତ ଭଲ ରହିବାକୁ ଯାଉଛି । ଯେଉଁମାନେ ବ୍ୟାପାର କରୁଥିଲେ ତାଙ୍କର ବ୍ୟାପାରରେ ଭଲ ଲାଭ କରିବାକୁ ଯାଉଛନ୍ତି । ମାଁ ଲକ୍ଷ୍ମୀଙ୍କ କୃପା ସିଂହ ରାଶିର ବ୍ୟକ୍ତି ବିଶେଷଙ୍କର ଉପରେ ରହିବାକୁ ଯାଉଛି । ଯାହା ଫଳରେ ସେ ଯେଉଁ କାମ କରୁଛନ୍ତି ସେ କାମରେ ସେ ସଫଳ ହେବାକୁ ଯାଉଛନ୍ତି ।
ଦ୍ୱିତୀୟ ରାଶିଟି ହେଉଛି କନ୍ୟା ରାଶି । ଏହି ରାଶିର ଆଗାମୀ ସମୟ ଅତ୍ୟନ୍ତ ଭଲ ହେବାକୁ ଯାଉଛି । ଆପଣ ଆର୍ଥିକ ସ୍ଥିତିରେ ବହୁତ ମଜବୁତ ହେବାକୁ ଯାଉଛନ୍ତି । ଜୀବନରେ ଆପଣଙ୍କ ସବୁ ପ୍ରକାର ଦୁଃଖ ଶେଷ ହେବାକୁ ଯାଉଛି । ମାଁ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବାକୁ ଯାଉଛି । ମାଁ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନରେ ଯେତେ ସବୁ ଦୁଃଖ ରହିଥିଲା ସେ ଦୁଃଖ ସବୁ ଦୂର ହେବାକୁ ଯାଉଛି ।
ତୃତୀୟ ରାଶିଟି ତୁଳା ରାଶି । ଏହି ରାଶିର ବ୍ୟକ୍ତିଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ କୃପା ରହିବାକୁ ଯାଉଛି । ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ହେବାକୁ ଯାଉଛି । ଯେଉଁମାନେ ବ୍ୟାପାର କରୁଥିଲେ ସେ ତାଙ୍କର ବ୍ୟାପାରରେ ଭଲ ଲାଭ ପାଇବାକୁ ଯାଉଛନ୍ତି । ସମାଜରେ ଆପଣଙ୍କ ଏକ ଅଲଗା ପରିଚୟ ସୃଷ୍ଟି କରିବାକୁ ଯାଉଛନ୍ତି । ଆପଣଙ୍କ ଧନ ଲାଭର ଯୋଗ ମଧ୍ୟ ରହୁଅଛି । ଆପଣଙ୍କୁ ଏକ ବଡ ରୋଜଗାର ମିଳିପାରେ ।
ଚତୁର୍ଥ ରାଶିଟି ହେଉଛି କୁମ୍ଭ ରାଶି । ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଉପରେ ମାଁ ଲକ୍ଷ୍ମୀଙ୍କ କୃପା ରହିବାକୁ ଯାଉଛି । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଯେଉଁମାନେ ବେରୋଜଗାର ଥିଲେ ବା ଚାକିରି ଖୋଜୁଥିଲେ ତାଙ୍କୁ ତାଙ୍କର ମନ ମୁତାବକ ଚାକିରି ମଧ୍ୟ ମିଳିବାକୁ ଯାଉଛି । ଆପଣଙ୍କ ପରିବାର ରେ ଖୁସିର ମାହଲ ଲାଗି ରହିବାକୁ ଯାଉଛି । ଯେଉଁ ମାନଙ୍କର ଦୀର୍ଘ ଦିନ ଧରି ବିବାହ ହେଉନଥିଲା ତାଙ୍କର ଆଗାମୀ ସମୟରେ ବିବାହ ମଧ୍ୟ ହେବାକୁ ଯାଉଛି ।
ପଞ୍ଚମ ରାଶିଟି ହେଉଛି ମକର ରାଶି । ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଉପରେ ମାଁ ଲକ୍ଷ୍ମୀଙ୍କ କୃପା ରହିବାକୁ ଯାଉଛି । ଆପଣଙ୍କ ଦାମ୍ପତ୍ୟ ଜୀବନ ମଧୁରମୟ ହେବାକୁ ଯାଉଛି । ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାକୁ ଯାଉଛି । ଯେଉଁମାନେ ଚାକିରି କରୁଥିଲେ ସେ ତାଙ୍କର ଚାକିରିରେ ପ୍ରମଶନ ପାଇବାକୁ ଯାଉଛନ୍ତି । ଆର୍ଥିକ ସ୍ଥିତି ଆପଣଙ୍କ ମଜବୂତ ହେବାକୁ ଯାଉଛି । ଯେଉଁମାନେ ବେରୋଜଗାର ତାଙ୍କର ମନ ମୁତାବକ ଚାକିରି ମଧ୍ୟ ମିଳିବାକୁ ଯାଉଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।