୧୨ ରାଶିରୁ ଏହି ରାଶି ଦୁନିଆର ସବୁଠାରୁ ବଡ଼ ଧନୀ ରାଶି |

Lucky rashi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ ।ଯଦି ଶନିଦେବଙ୍କ କୌଣସି ରାଶି ଉପରେ ଖରାପ ନଜର ପଡିଯାଏ ତେବେ ମଣିଷ ନିଜର ସବୁ ସମସ୍ୟା ସଜାଡିବା ରେ ସଂପୂର୍ଣ୍ଣ ଜୀବନ କଟିଯାଏ । ଯଦି ଶନିଦେବଙ୍କ କୃପା ଦୃଷ୍ଟି ପଡିଯାଏ ତେବେ ସହି ମଣିଷ ବହୁତ କମ୍ ପରିଶ୍ରମରେ ନିଜର ସବୁ ପ୍ରକାରର ସୁଖର ପ୍ରାପ୍ତି କରିଥାଏ । ଭଗବାନ ଶନିଦେବ ନିଜେ ଏହି ୬ଟି ରାଶିକୁ ରକ୍ଷା କରନ୍ତି ।

ପ୍ରଥମ ଶୁଭ ରାଶିଟି ହେଉଛି ମେଷ ରାଶି । ଏହି ରାଶି ଭଗବାନ ଶନିଦେବଙ୍କର ପ୍ରିୟ ରାଶି ହୋଇଥାଏ । ଏହି ରାଶିର ଲୋକମାନେ ସ୍ୱଛା ଲୋକ ହୋଇଥାନ୍ତି । ଏମାନଙ୍କର କୌଣସି ଖରାପ ଗୁଣ ନଥାଏ । ଏହି ରାଶିର ଲୋକମାନେ ଖୁସିରେ ଜୀବନ ଅତିବାହିତ କରିଥାନ୍ତି । ଏହି ରାଶିର ଲୋକମାନେ ଶନିଦେବଙ୍କୁ ବହୁତ ପସନ୍ଦ ଆସିଥାନ୍ତି ।

ଦ୍ୱିତୀୟ ରାଶିଟି ହେଉଛି କର୍କଟ ରାଶି । ଏହି ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ଭଗବାନ ଶନିଦେବ । ଏହି ରାଶିର ଲୋକମାନଙ୍କ ଉପରେ ଭଗବାନ ଶନିଦେବଙ୍କର ବିଶେଷ କୃପା ରହିଥାଏ । ଭଗବାନ ଶନିଦେବ ଏମାନଙ୍କ ଜୀବନରେ ସୁଖ ପ୍ରଦାନ କରିଥାନ୍ତି । ଏମାନେ ନିଜ ପର୍ସରେ ମୟୁରପାଖୁ ରଖିବା ଉଚିତ୍ ।

astrolog

ତୃତୀୟ ରାଶିଟି ହେଉଛି ବିଛା ରାଶି । ଏହି ରାଶିର ଲୋକମାନେ ବହୁତ ମେହନତୀ ହୋଇଥାନ୍ତି । ଏମାନେ ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିବାପାଇଁ ଆଗେଇ ଆସିଥାନ୍ତି । ଏମାନେ ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ବହୁତ ସାହାର୍ଯ୍ୟ କରିଥାନ୍ତି । ଭଗବାନ ଶନିଦେବଙ୍କୁ ଏମିତି ଲୋକ ବହୁତ ପସନ୍ଦ ଆସିଥାନ୍ତି । ଯେଉଁମାନେ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରନ୍ତି ସେମାନେ ଶନିଦେବଙ୍କର ଅତି ପ୍ରିୟ ହୋଇଥାନ୍ତି ।

ଚତୁର୍ଥ ରାଶିଟି ହେଉଛି ଧନୁ ରାଶି । ଏହି ରାଶିର ଲୋକମାନେ ଆଶାବାଦୀ ଓ ଅନ୍ୟ ମାନଙ୍କୁ ସାହାର୍ଯ୍ୟ କଲା ଭଳି ବ୍ୟକ୍ତି ହୋଇଥାନ୍ତି । ଏମାନଙ୍କ ପାଖରେ ସାହସିକତା ରହିଥାଏ । ଏହି ରାଶିର ଲୋକମାନେ କିଛି ସର୍ତ ଅନୁଯାୟୀ ବ୍ୟତୀତ କରିଥାନ୍ତି । ଭଗବାନ ଶନିଦେବଙ୍କୁ ଏହି ରାଶିର ଲୋକମାନେ ବହୁତ ପସନ୍ଦ ଆସିଥାନ୍ତି । ଭଗବାନ ଶନିଦେବଙ୍କର ଅତି ପ୍ରିୟ ହୋଇଥାନ୍ତି ।

ପଞ୍ଚମ ରାଶିଟି ହେଉଛି କୁମ୍ଭ ରାଶି । ଏହି ରାଶିର ଲୋକ ତରବର ହୋଇ ନିଷ୍ପତ୍ତି ନିଅନ୍ତି ନାହିଁ । ଏମାନେ କାମ କରିବା ପୂର୍ବରୁ ବିଚାର କରି ବିମସ କରିଥାନ୍ତି । ଏମାନଙ୍କ ପରିବାର ଓ ସମ୍ପର୍କୀୟ ସହ ସମ୍ପର୍କ ବହୁତ ଭଲ ରହିଥାଏ । ସାମ୍ନାବାଲା ଯେତେ ଦୁଃଖ ଦେଲେ ମଧ୍ୟ ଏମାନେ କାହାକୁ ଦୁଃଖ ଦିଅନ୍ତି ନାହିଁ ।

Astrology

ଷଷ୍ଠ ବା ଶେଷ ରାଶିଟି ହେଉଛି ତୁଳା ରାଶି । ଏହି ରାଶିର ସ୍ୱାମୀ ହେଉଛନ୍ତି ଭଗବାନ ଶନିଦେବ । ଏହି ରାଶିର ଲୋକମାନେ ସରଳ ଓ ଶାନ୍ତ ସ୍ୱଭାବର ହୋଇଥାନ୍ତି । ଏମାନଙ୍କୁ ଶନିଦେବଙ୍କ ଉପାସନା କରିବା ଅଟେ । ଚେଷ୍ଟା କରନ୍ତୁ ଶନିଦେବଙ୍କ ଉପାସନା କରିବା ପାଇଁ । ଏମାନେ ଗରିବ ଓ ଅସହାୟ ଲୋକଙ୍କୁ ବହୁତ ସାହାର୍ଯ୍ୟ କରିଥାନ୍ତି । ଭଗବାନ ଶନିଦେବଙ୍କୁ ଏମିତି ଲୋକ ବହୁତ ପସନ୍ଦ ଆସିଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *