ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସୁଛି ବଡ ବର୍ଷା । ଆଉ ନିସ୍ତାର ନାହିଁ । ପ୍ରବଳ କାଚିବ । ବର୍ଷାରେ ବୁଡିବ ସାରା ଓଡିଶା । ପାଣିରେ ଓବୁଡୁବୁ ହେବ ବିଭିନ୍ନ ଜିଲ୍ଲା । ବର୍ଷାରେ ବୁଡିବ ସାରା ଓଡ଼ିଶା । ପାଣିରେ ଓବୁଡୁବୁ ହେବ ବିଭିନ୍ନ ଜିଲ୍ଲା । ପୁଣି ରାଜ୍ୟରେ ସକ୍ରିୟ ହେବାକୁ ଯାଉଛି ମୌସୁମୀ । ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷିବ ।
ଏବେ ଉତ୍ତର ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆଜି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ହାଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ପ୍ରଭାବରେ ବନ୍ୟା ପରିସ୍ଥିତି ଲୋକ ମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଏବେ ଲୋକମାନେ ଅଣ୍ଟା ସଳକି ଛିଡା ହେବାକୁ ଚେଷ୍ଟା କରୁଥୁବା ବେଳେ ପୁଣି ଏକ ବଡ ବର୍ଷା ପୁରା ଓଡିଶାକୁ ବୁଡାଇବ ।
ଆଜି ବଡ ବର୍ଷା ପାଇଁ ୧୪ଜିଲ୍ଲାକୁ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଛି । ଆଜିଠୁ ରାଜ୍ୟରେ ବଢିବ ବର୍ଷା । ୧୮ ପରେ ଏକ ଲଘୁଚାପ ସୃଷ୍ଟି ଯୋଗୁଁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ । କାଲି ୧୩ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ୱର୍ଣ୍ଣିଂ । ୧୭ତାରିଖ ଯାଏ ବିଭିନ୍ନ ଜିଲ୍ଲାକୁ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ ।
ଆସନ୍ତା ୨୪ଘଣ୍ଟା ପାଇଁ ଉତ୍ତର ଉପକୂଳ ଓଡିଶା ସମେତ କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ ଜିଲ୍ଲାର ଅନେକ ସ୍ଥାନରେ ବଜ୍ରପାତ ସହ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେପଟେ ବର୍ଷାକୁ ନେଇ ଲୋକମାନେ ସତର୍କ ରହିବାକୁ ପାଣିପାଗ ବିଭାଗ ସୂଚନା ଦେଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।