ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଉ ବେଶୀଦୂର ନୁହଁ ଜହ୍ନ ରାଇଜ । ଜହ୍ନ ମାମୁଁର ଗପ ଆଜି ସତ ହେବାକୁ ଯାଉଛି । ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିଛି ଚନ୍ଦ୍ରଯାନ- ୩ । ଆଜି ଥିଲା ଚନ୍ଦ୍ରଯାନ ପାଇଁ ବଡ ପରୀକ୍ଷାର ଦିନ । ତେବେ କାଲି ସଂନ୍ଧ୍ୟା ୭ଟା ବେଳେ ଏହାକୁ ଚନ୍ଦ୍ରର ମାଧ୍ୟ କର୍ଷଣ ବଳୟରେ ପ୍ରବେଶ କରାଇବାରେ ସଫଳ ହୋଇଛି ଇସ୍ରୋ ।
ଗତ ଜୁଲାଇ ୧୪ରେ ଆନ୍ଦ୍ରପ୍ରଦେଶ ଶ୍ରୀହରି କୋଟାସ୍ଥିତ ସତୀ ସାହ୍ୱାନ ମହାକାଶ କେନ୍ଦ୍ରରୁ ଚିନ୍ଦ୍ରଯାନ -୩କୁ ଉତ୍ତକ୍ଷେପଣ କରାଯାଇଥିଲା । ତାପରେ ଏହା ପୃଥିବୀକୁ ଦୀର୍ଘ ୨ସପ୍ତାହ ଧରି ପରିକ୍ରମା କରିଥିଲା । ଏବଂ ଗତ ୧ତାରିଖରେ ଚନ୍ଦ୍ର ଯାନକୁ ଚନ୍ଦ୍ରର କକ୍ଷ ପଥ ଆଡକୁ ପଠାଇଥିଲା ଇସ୍ରୋ । ପୃଥିବୀ ଠାରୁ ଚନ୍ଦ୍ରର ହାରାହାରି ଦୂରତା ୩.୮ ଲକ୍ଷ କିଲୋମିଟର ହୋଇଥିବା ବେଳେ ଆଜି ଏହା ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିସାରିଛି ।
ଚନ୍ଦ୍ରର ମାଧ୍ୟ କର୍ଷଣ ଶକ୍ତି ପୃଥିବୀ ତୁଳନାରେ ଅତି ଦୁର୍ବଳ ହୋଇଥିବାରୁ ଠିକ୍ ସମୟରେ ସ୍ପିଶକ୍ରାପଟ୍ରିବି କୁ ହ୍ରାସ କରିବାକୁ ଇସ୍ରୋ ପାଇଁ ବଡ ଚ୍ୟାଲେଞ୍ଜ ଥିଲା । ଅଗଷ୍ଟ ୨୩ ଆଡକୁ ଏହା ଚନ୍ଦ୍ର ପୋଷ୍ଟରେ ଅବତରଣ କରିବାର ଯୋଜନା ରହିଛି ।
ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ ୩ କୁ ଲ୍ୟାଣ୍ଡର ସୋପ୍ ଲ୍ୟାଣ୍ଡିଂ କରିବ ଏବଂ ସେଥିରୁ ରୋଫର୍ ବାହାରି ଚନ୍ଦ୍ରପୃଷ୍ଠରେ ୧୪ଦିନ ବିଚରଣ କରିବ ବୋଲି ଯୋଜନା ରଖାଯାଇଛି । ଜହ୍ନ ମାମୁଁର ଗପ ଆଜି ହେବାକୁ ଯାଉଛି । ତେବେ କାଲି ସଂନ୍ଧ୍ୟା ୭ଟା ବେଳେ ଏହାକୁ ଚନ୍ଦ୍ରର ମାଧ୍ୟ କର୍ଷଣ ବଳୟରେ ପ୍ରବେଶ କରାଇବାରେ ସଫଳ ହୋଇଛି ଇସ୍ରୋ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।