ବଢ଼ ଖବର- ଚାଷୀ ମାନଙ୍କ ପାଇଁ ନୂଆ ଯୋଜନା ମିଳିବ ଟଙ୍କା |

Farmer

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଚାଷୀଙ୍କ ପାଇଁ ଆସିଲା ବଡ ଖବର । ଚାଷ ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ । ଏମାନଙ୍କୁ ମିଳିବାକୁ ଯାଉଛି ଟଙ୍କା । ଏନେଇ ଜାରି ହେଲା ଆଉ କିଛି ବଡ ସୂଚନା । ପ୍ରଥମତଃ ଆଇ ଏଣ୍ଡ ପିଆର ଡିପାର୍ଟମେଣ୍ଟ ଓଡିଶା ଏନେଇ ଟୁଇଟ ଯୋଗେ ମଧ୍ୟ ସୂଚନା ଜାରି କରିଛି ।

ଚାଷୀ ଓ ଚାଷର ଉନ୍ନତି ପାଇଁ ରାଜ୍ୟ ସରକାର ଚାଷୀ ମାନଙ୍କୁ ବିନା ସୁଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଯୋଗାଇ ଦେବେ । ସେହିପରି ୨ପ୍ରତିଶତ ସୁଧରେ ୧ ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ପ୍ରଦାନ କରାଯିବ । ଭୂମି ହୀନ ତଥା ଭାଗ ଚାଷୀ ମାନଙ୍କ ପାଇଁ ମଧ୍ୟ ଏସବୁ ସୁବିଧା ଉପଲବ୍ଧ ଅଟେ । ଆଉ ଯଦି ଆପଣମାନେ ଭାବୁଥିବେ ଏହି ଟଙ୍କା କୁ ଆମେ କେମିତି ଭାବରେ ପାଇ ପାରିବା ।

ଏନେଇ ମଧ୍ୟ ସୂଚନା ମୁତାବକ ଏହି ସୁବିଧା ପାଇବା ପାଇଁ ନିକଟସ୍ଥ କୃଷି ସମବାୟ ସମିତି , ସମବାୟ ବ୍ୟାଙ୍କ ତଥା ଅନ୍ୟାନ୍ୟ ବ୍ୟାଙ୍କ ଶାଖାରେ ଯୋଗାଯୋଗ କରନ୍ତୁ । ଆମ ରାଜ୍ୟର ସମସ୍ତ ଚାଷୀ ଭାଇ ଓ ଭଉଣୀକୁ ଏହି ଯୋଜନାରେ ଲାଭ ନେବା ନେଇ ମୁଁ ଅନୁରୋଧ କରୁଛି । ଏନେଇ ମଧ୍ୟ ନବୀନ ପଟ୍ଟନାୟକ ନିଜେ ସୂଚନା ଜାରି କରିଛନ୍ତି ।

money

ଯାହାକି ଚାଷୀ ମାନଙ୍କୁ ଏଣିକି ମିଳିବାକୁ ଯାଉଛି ବିନା ସୁଧରେ ଟଙ୍କା । ବିନା ସୁଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ୨ ପ୍ରତିଶତ ସୁଧରେ ୧ ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଭୂମି ହୀନ ତଥା ଭାଗ ଚାଷୀ ମାନଙ୍କ ପାଇଁ ମଧ୍ୟ ଏହି ସୁବିଧା ଉପଲବ୍ଧ । ଯାହାକି ଚାଷୀ ମାନଙ୍କ ପାଇଁ ଏବେ ଏବେ ଆଉ କିଛି ବଡ ଘୋଷଣା ଜାରି କରିଦେଇଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *