ସତ ହେବାରେ ଲାଗିଛି ମାଳିକା ବଚନ, ବଉଳା କୁମ୍ଭୀର ସହ ମିଶିଯାଇଛି ଚିତ୍ତଳ ମାଛ.. ଏବେ ମିଶିକି କରିବେ ମଣିଷ ଶିକାର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସତ ହେବାରେ ଲାଗିଛି ମାଳିକା ବଚନ । ଏବେ ବଉଳା କୁମ୍ଭୀର ସହିତ ମିଶିଯାଇଛି ଚିତ୍ତଳ ମାଛ । ସାରା ରାଜ୍ୟରେ ଆତଙ୍କ ଖେଳାଇବେ କୁମ୍ଭୀର ଓ ଚିତ୍ତଳ । ଧୀରେ ଧୀରେ ସତ ହେବାରେ ଲାଗିଛି ମାଳିକା ବଚନ । ଚାରିଆଡ଼େ ଦେଖିବାକୁ ମିଳିଛି କୁମ୍ଭୀର ଆତଙ୍କ । ଯୁଆଡ଼େ ଦେଖିବେ ସେଇଆଡେ କୁମ୍ଭୀର ଆତଙ୍କ ଖେଳାଇଛି । ମାଳିକାରେ ଲେଖା ହୋଇଥିବା କଥା ଧୀରେ ଧୀରେ ସତ ହେବାରେ ଲାଗିଛି ।

ସବୁଆଡ଼େ ହୁରି ପଡୁଛି ମାଳିକା ହେଲାଣି ସତ୍ୟ । ଏବେ ହିଂସ୍ର ହୋଇ ଚାରିଆଡ଼େ ଆତଙ୍କ ଖେଳାଉଥିବା କୁମ୍ଭୀର ଚିତ୍ତଳ ମାଛକୁ ଅପେକ୍ଷା କରିଥିଲା । ଏ ନଦୀରୁ ସେ ନଦୀକୁ ଯାଇ ତାଣ୍ଡବ ରଚେଇବା ସହ ଚିତ୍ତଳ ମାଛକୁ ଖୋଜିନେଇଥିଲା । ମଣିଷକୁ ଝୁଣି ଝୁଣି ଖାଇବା ସହିତ ତାର ସାଙ୍ଗ ଚିତ୍ତଳ ମାଛକୁ ବି ଖୋଜୁଥିଲା । କେନ୍ଦ୍ରାପଡ଼ା, ଯାଜପୁର, ଆଉ ତାପରେ କଟକ ମୁଣ୍ଡଳୀ ଚାରିଆଡ଼େ ଘୂରି ବୁଲୁଥିଲା ବଉଳା କୁମ୍ଭୀର । ଆଉ ଖୋଜି ବୁଲୁଥିଲା ତାର ସାଥି ଚିତ୍ତଳ ମାଛକୁ । କଟକରେ ପହଞ୍ଚିବା ପରେ ତାର ସାଥି ଚିତ୍ତଳ ମାଛକୁ ଖୋଜି ପାଇଛି ବଉଳା କୁମ୍ଭୀର ।

Cotton crocodile

ଆଉ ଦୁଇଜଣ ମିଶି ମଣିଷ ଶିକାର କରିବାକୁ ବଡ ଯୋଜନା କରୁଛନ୍ତି । ଏବେ ମିଶି ଯାଇଛନ୍ତି ଚିତ୍ତଳ ଓ କୁମ୍ଭୀର । ଯାହାକୁ ଆତଙ୍କିତ ରହିଛନ୍ତି ସାଧାରଣ ଲୋକେ । କୁମ୍ଭୀର କେନ୍ଦ୍ରାପଡାରେ ୫ଦଣକୁ ଖାଇବା ପରେ ଏହାପରେ ଯାଜପୁର ବିରୋପା ନଇ କୂଳକୁ ଟାଣି ନେଇ ନଦୀ ଭିତରେ ଝୁଣି ଝୁଣି ଖାଇଥିଲା । ଏହାପରେ ରାଜ୍ୟର ଅନେକ ନଦୀରେ କୁମ୍ଭୀରର ଆତଙ୍କ ଦେଖିବାକୁ ମିଳିଛି । କୁମ୍ଭୀର ଭୟଭୀତରେ ପୁଣିଥରେ କଟକ ମୁଣ୍ଡଳୀରେ କୁମ୍ଭୀର ଦେଖିବାକୁ ମିଳିଛି ।

ଯାହା ଫଳରେ ମାଳିକାରେ ବର୍ଣ୍ଣିତ ବଉଳା କୁମ୍ଭୀର ଓ ଚିତ୍ତଳ ମାଛ ମିଶିଯିବା କଥା ସତ ହୋଇଛି । କଳିଯୁଗ ସରି ସରି ଆସୁଛି ବୋଲି କଳ୍ପନା କରାଯାଉଛି । ହେଲେ ଏସବୁ ହେଉଛି ଆମ ମନରେ ଥିବା ଭୟ । ହେଲେ ଏସବୁ ଭାବି ଭୟଭୀତ ନହୋଇ ନଇ କୂଳିଆ ଲୋକେ ନଇକୁ ନଯାଇ କୁମ୍ଭୀର ଠାରୁ ସତର୍କ ରୁହନ୍ତୁ । ତା ସହ ବନ ବିଭାଗ ଓ ସ୍ପେଶାଲ ଟିମ୍ ନଦୀ ଭିତରେ ଆତଙ୍କ ଖେଳଉଥିବା ଏ କୁମ୍ଭୀର ମାନଙ୍କୁ ଧରିବା ପାଇଁ ଆବଶ୍ଯକ ହୋଇ ପଡୁଛି । ନହେଲେ ଭୟଙ୍କର ହୋଇପଡିବ ପରିସ୍ଥିତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *