ଜଣାପଡିଲା ଚନ୍ଦ୍ରରେ ଏମିତି ତାତି ଯେ ସେଇଠି ରହିବା ଅସମ୍ଭବ, ISRO ଦେଲା ଐତିହାସିକ ତଥ୍ୟ ଯାହାକି…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚନ୍ଦ୍ରାୟନ ଚନ୍ଦ୍ର ପ୍ରୁଷ୍ଠରେ ପାଦ ଥାପିବା ପରଠାରୁ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ଜଣା ପଡିଛି ଯେ ଚନ୍ଦ୍ରରେ ଏମିତି ଗରମ ହେଉଛି ଯେ ମଣିଷ ଶରୀର ହୁଏତ ସହ୍ୟ ନକରିପାରେ । ଚନ୍ଦ୍ର ପ୍ରୁଷ୍ଠର ତାପମାତ୍ରାକୁ ନେଇ ପ୍ରଥମ ଥର ଭାରତ କିଛି ଏଭଳି ସୂଚନା ଦେଇଛି । ଚନ୍ଦ୍ର ମ୍ରୁତ୍ତିକାର ତାପମାତ୍ରା ବିଶ୍ୱରେ ପ୍ରଥମ ତଥ୍ୟ ପଠାଇଛି ଚନ୍ଦ୍ରାୟନ-୩ ।

ଚନ୍ଦ୍ରାୟନ-୩ ବିଶ୍ୱ ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁର ମାଟି ସମ୍ପର୍କରେ ତଥ୍ୟ ପ୍ରଦାନ କରିଛି । ଏହାର ଭୂପ୍ରୁଷ୍ଠ ତଳେ ୧୦ ସେମି ପର୍ଯ୍ୟନ୍ତ ତାପମାତ୍ରାର ସୂଚନା ଦେଇଛି । ଅଗଷ୍ଟ ୨୩ରେ ସଫଳ ନରମ ଅବତରଣ ୪ଦିନ ପରେ ଚନ୍ଦ୍ରାୟନ-୩ ଦ୍ୱାରା ଏଭଳି କିଛି ତଥ୍ୟ ସେୟାର କରିଛି । ବିଜ୍ର ବିଭିନ୍ନ ଗଭୀରତାରେ ଚନ୍ଦ୍ର ମାଟିର ତାପମାତ୍ରା ଉପରେ ଏକ ଗ୍ରାଫ୍ ସେୟାର କରିଛି ।

ISRO

ଚନ୍ଦ୍ର ପ୍ରୁଷ୍ଠର ତାପଜ ଆଚରଣକୁ ବୁଝିବା ପାଇଁ ଚନ୍ଦ୍ରଜ୍, ସରଫେଶ୍ , ଥର୍ମ ଫିଜିକାଲ ଏକ୍ସିପେରିମେଣ୍ଟ ଯାହାକି ଦକ୍ଷିଣ ମେରୁରୁ ଚାରି ପାଖରେ ଥିବା ଚନ୍ଦ୍ର ପ୍ରୁଷ୍ଠର ତାପମାତ୍ରା ପ୍ରୋଫାଇଲ୍ ମାପିଥାଏ । ଏଥିରେ ୧୦ଟି ତାପମାତ୍ରା ସେନସର ଅଛି ବୋଲି ବିଜ୍ର କହିଛି । ଏହି ଗ୍ରାଫ୍ ବିଭିନ୍ନ ଗଭୀରତାରେ ଚନ୍ଦ୍ର ପ୍ରୁଷ୍ଠ ତାପମାତ୍ରା ପରିବର୍ତ୍ତନକୁ ସୂଚିତ କରୁଛି । ଆଉ ଏହାରି ଉପରେ ବିସ୍ତୃତ ଭାବରେ ନିରିକ୍ଷଣ ଜାରି ରହିଛି ବୋଲି ଇଉଜ୍ର କହିଛି । ତେଣୁ ଗ୍ରାଫ୍ ରେ ତାପମାତ୍ରା ବିଯୁକ୍ତ ୧୦ ଡିଗ୍ରୀ ସେଲସିୟସ ରୁ ୬୦ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚି ଯାଉଛି ତାପମାତ୍ରା ।

ତେବେ ଚନ୍ଦ୍ର ପ୍ରୁଷ୍ଠର ତାପମାତ୍ରା ପ୍ରାୟ ୫୦ ଡିଗ୍ରୀ ସେଲସିୟସ ଥିବାବେଳେ ୮ସେମି ତଳକୁ ଏହା ବିଯୁକ୍ତ ୧୦ଡିଗ୍ରୀ ଅଟେ । ଆଉ ଏଥିରୁ ଜଣା ପଡୁଛି ମଣିଷ ଶରୀର ଏହି ତାପମାତ୍ରା ସହିତ ଖାପ ଖାଇ ପାରିବ କି ନାହିଁ । ଆଉ ଏହା ପରେ ପୁଣି ଅନେକ ପ୍ରକାର ଯାଞ୍ଚ ରହିଛି ଯାହାକି ଚନ୍ଦ୍ର ପ୍ରୁଷ୍ଠରେ ଚନ୍ଦ୍ରାୟନ-୩ ସବୁକିଛି ଖୋଜିବାରେ ଲାଗିଛି ।

ତେବେ ଚନ୍ଦ୍ରାୟନ-୩ ରେ ୭ଟି ପେଲୋଡ ରହିଛି ୪ଟି ବିକ୍ରମ ଲ୍ୟାଣ୍ଡରରେ ଦୁଇଟି ପ୍ରଜ୍ଞାଅଭରେ ଏବଂ ଗୋଟିଏ ପ୍ରପସଲ ମୋଡିଉଲ ଅଛି । ଏହି ପେଲିଉଡ ଗୋଡିକ ବୈଜ୍ଞାନିକ ପରୀକ୍ଷଣ କରିବାକୁ ଡିଜାଇନ କରାଯାଇଛି । ଚନ୍ଦ୍ର ମାଟିରେ ଘୂରି ବୁଲି କଉଁଠି କ’ଣ ଅଛି ସବୁ ଯାଞ୍ଚ କରିବ ଏହି ପେଲୋଡ ଗୋଡ଼ିକ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *