ଯଦି ଆପଣମାନେ ମଧ୍ୟ ଅନଲାଇନ୍ ରୁ ସପିଂ କରୁଛନ୍ତି ତେବେ ଜାଣି ରଖନ୍ତୁ । ମାତ୍ର ୨ହଜାରରେ ମିଳିବ ସ୍ମାର୍ଟ ଫୋନ୍ ।

Amazon

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣମାନେ ମଧ୍ୟ ଅନଲାଇନ୍ ରୁ ସପିଂ କରୁଛନ୍ତି ତେବେ ଜାଣି ରଖନ୍ତୁ ଆମାଜନ୍ ରେ ଆସିଯାଇଛି ଜବରଦସ୍ତ ସେଲ୍ । ଆପଣମାନେ ଆମାଜନ୍ ଅପନ୍ କଲେ ଦେଖିପାରିବେ ଆସିଯାଇଛି ଗ୍ରେଟ୍ ଫ୍ରିଡମ ଫେସ୍ଟିଭାଲ ସେଲ୍ । ଯାହାକି ୪ତାରିଖ ରୁ ୮ତାରିଖ ପର୍ଯ୍ୟନ୍ତ ଆପଣ ଲାଭ ଉଠାଇ ପାରିବେ ।

ପ୍ରଥମେ ଆମାଜନ୍ ଅପନ୍ କଲେ ସେଠି ମିଳିଯିବ ଗ୍ରେଡ ଫ୍ରିଡମ ଫେସ୍ତିଭାଲ ସେଲ୍ ୪ ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ଚାଲୁଛି । ଯଦି ଆପଣଙ୍କ ପାଖରେ ଏସବିଆଇ କ୍ରେଡିଟ କାର୍ଡ ରହିଛି ତେବେ ଆପଣଙ୍କୁ ୧୦% ଇନଷ୍ଟା ଡିସକାଉଣ୍ଟ ମିଳିବ ଯେକୌଣସି ଜିନିଷ ନେଲେ । ଏଥିରେ ଆପଣ ମୋବାଇଲ ବଗେରା ବି ଚାହିଁବେ ତେବେ ବଢିଆରୁ ବଢିଆ ଡିସକାଉଣ୍ଟ ରହିଛି ।

Smart phone

ତେବେ ମୋବାଇଲ ନୁହେଁ ଏହାର ଅନ୍ୟାନ୍ୟ ଜିନିଷ ଉପରେ ବି ଡିସକାଉଣ୍ଟ ମିଳିଥାଏ । ସେଲ୍ ଲାଇଭ୍ ନାଉ ଚାଲିଛି । ଯଦ ଆପଣ ମୋବାଇଲ ନେବେ ତେବେ ବହୁତ ଭଲ ଭଲ ଫୋନ ଅଛି ଯେମିତିକି ଗ୍ୟାଲେକ୍ସି ଏମ ଫୋରଟିନ୍ ଫାଇପ୍ ଜି ଫୋନ୍ ୧୮ହଜାର ମିଳୁଥିବା ବେଳେ ଏବେ ଆପଣଙ୍କୁ ୧୨ହଜାରରେ ମିଳିଯିବ । ସ୍ମାଟଫୋନ୍ ସୁପର ହିରୋଜ ଆଇ ଫୋନ୍ ୧୪ ଯାହାକି ୭୯ହଜାରରେ ମିଳୁଥିବା ବେଳେ ଏବେ ଆପଣଙ୍କୁ ୬୭ହଜାରରେ ମିଳିଯିବ ।

ରେଡମି ୧୨ ଫାଇପ୍ ଜି ଆପଣଙ୍କ ୨୬ହଜାରରେ ମିଳୁଥିବା ବେଳେ ଏବେ ଆପଣଙ୍କୁ ୧୧ହଜାରରେ ମିଳିଯିବ । ସାମସଙ୍ଗ ଗ୍ୟାଲେକ୍ସି ଏମ ଥାର୍ଟିଫର ଯାହାକି ୨୯ହଜାରରେ ମିଳୁଥିବା ବେଳେ ଏବେ ଆପଣଙ୍କୁ ୧୭ହଜାରରେ ମିଳିଯିବ । ତେବେ ଏମିତି ବହୁତ ଭଲ ଭଲ ଫୋନ୍ ବହୁତ ଭଲ ଡିସକାଉଣ୍ଟରେ ମିଳୁଛି ।

ଆପଣ ଚାହିଁଲେ ଶସ୍ତା ବାଲା ବି ନେଇପାରିବେ । ଏମିତିକି ଫ୍ଲାକ୍ସି ଅଧିକ ରେଟ୍ ରେ ଥିବା ଫୋନ୍ ବି ନେଇପାରିବେ । ତେବେ ବହୁତ ଅଫର କେବଳ ଫୋନ୍ ଆପଣ ଚାହିଁଲେ ଅନ୍ୟାନ୍ୟ ଜିନିଷ ବି ନେଇ ପାରିବେ। ତେବେ ସେସବୁ ସାମଗ୍ରୀ ବି ବହୁତ ଭଲ ଅଫରରେ ମିଳିଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *