ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କଲେଜ ସାମ୍ନାରୁ ଅପହରଣ ହେଲେ ଡାକ୍ତରୀ ଛାତ୍ରୀ । ୬୫୦ କିଲୋମିଟର ଦୂରକୁ ନେଇଗଲା ପ୍ରେମିକ । ହାତ ଗୋଡ ବାନ୍ଧି ମୁହଁରେ ସେଲୋଟେପ୍ ଭିଡିଲା । ପ୍ରେମିକାକୁ ଜିଅନ୍ତା ମାଟିତଳେ ପୋତିଦେଲା ପ୍ରେମିକ । ହଠାତ୍ କଲେଜ ସାମ୍ନାରେ ଏକ କାର୍ ଲାଗିଲା ତାପରେ ଜସ୍ମିନ ବୁଲି ପଛକୁ ଦେଖନ୍ତି ତ ଜଣେ ଯୁବକ ମୁଖା ପିନ୍ଧି ଆସି ତାଙ୍କୁ ଅପହରଣ କରିନିଅନ୍ତି ।
ହାତ ଗୋଡ ବାନ୍ଧି ମୁହଁରେ ସେଲୋଟେପ୍ ଭିଡି କାର୍ ପଛ ଡିଗି ରେ ତାଙ୍କୁ ଭର୍ତ୍ତି କରିଦିଅନ୍ତି । କଲେଜ ଠାରୁ ପ୍ରାୟ ୬୫୦ କିଲୋମିଟର ଦୂରକୁ ନେଇ ଏକ ନିଛାଟିଆ ଜାଗାରେ ପୁଣି ପ୍ରେମିକ ଜସ୍ମିନକୁ ପ୍ରପୋଜ କରନ୍ତି । ହେଲେ ଜସ୍ମିନ ସବୁଥର ଭଳି ଏଥର ବି ମନା କରିଦିଅନ୍ତି । ତାପରେ ଯୁବକ ଉଦ୍ୟୋକ୍ତ ହୋଇ ଡାକ୍ତରୀ ଛାତ୍ରୀ ଜସ୍ମିନକୁ ଜିଅନ୍ତା ମାଟିତଳେ ପୋ-ତି ଦିଅନ୍ତି । ଶେଷରେ ଜସ୍ମିନ କଷ୍ଟ ପାଇଁ ଧୀରେ ଧୀରେ ଆଖି ବୁଜି ଦିଅନ୍ତି ।
ହେଲେ ଏହି ମଣିଷ ରୂପୀ ଜହ୍ଲାଦ ଟିକେ ବି ଆନ୍ତରିକତା ଦେଖାଇ ନଥିଲା । ଆଉ ଟିକେ ବି ଅବଶୋଷ କରିନଥିଲା । ପ୍ରେମିକ ୧୦୦ଥର ପ୍ରପୋଜ କରିଥିଲା ଜସ୍ମିନକୁ । ହେଲେ ଜସ୍ମିନ ପ୍ରମିକର ପ୍ରେମକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା । ପ୍ରମିକ ଯେତେବେଳେ ୯୯ଥର ପ୍ରପୋଜ କରିଥିଲା ସେତେବେଳେ ପ୍ରେମିକ କହିଥିଲା ଆଉ ଥରେ ପ୍ରପୋଜ କରିବି ଯଦି ପ୍ରତ୍ୟାଖ୍ୟାନ କରିବୁ ତାହାଲେ ସେହିଦିନ ହେବ ତୋର ଶେଷ ଦିନ । ସତକୁ ସତ ଜସ୍ମିନଙ୍କ ର ସେହିଦିନ ହେଲା ଶେଷ ଦିନ ।
ଏପରି ଘଟଣା ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆରେ । ସୂଚନା ମୁତାବକ ଜସ୍ମିନ ଭାରତରୁ ଯାଇ ଅଷ୍ଟ୍ରେଲିଆରେ ପାଠ ପଢୁଥିଲେ । କିନ୍ତୁ ଯୁବକ ତାରକା ଜର୍ଶୀ ଜସ୍ମିନଙ୍କୁ ସବୁବେଳେ ହଇରାଣ କରୁଥିଲେ । ଆଉ ଏକ ତରଫା ପ୍ରେମ କରୁଥିଲେ । ଶେଷରେ ଜସ୍ମିନଙ୍କ ର ଜୀବନ ଚାଲିଗଲା । ଆଉ ଅଷ୍ଟ୍ରେଲିଆରେ ପାଠ ପଢିବା ତାଙ୍କ ପାଇଁ କାଳ ହୋଇଗଲା । ତେବେ ଏକ ତରଫା ପ୍ରେମକୁ ନେଇ ଯୁବତୀକୁ ମାରି ଦେଇଥିଲା ପ୍ରେମିକ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।