ଗାଈକୁ ଖୁଆନ୍ତୁ ଏହି ୧ ଜିନିଷ, ମାତା ଲକ୍ଷ୍ମୀ ଧନର ବର୍ଷା କରିବେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୀର୍ଘ ୫୦୦ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ବନିବାକୁ ଯାଉଛି ଅଦ୍ଭୁତ ମହା ସଂଯୋଗ । ଏହି ଦିନ ଗାଈକୁ ଖୋଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ଆଣପଙ୍କୁ କୋଟିପତି ହେବାରୁ କେହି ବି ଅଟକାଇ ପାରିବେ ନାହିଁ । ୩୦ ଅଗଷ୍ଟ ୨୦୨୩ ଏହି ଦିନ ପଡୁଛି ଶ୍ରୀ ଶ୍ରୀ ବଳଦେବ ଜିଉ ଙ୍କର ଜନ୍ମ ଉତ୍ସବ । ଏବଂ ଏହି ଦିନ ରକ୍ଷା ବନ୍ଧନର ପାବନ ଦିନ ମଧ୍ୟ ପଡୁଅଛି । ଏହାର ପରଦିନ ଅର୍ଥାତ୍ ୩୧ଅଗଷ୍ଟ କୁ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ବା ଗମ୍ଭା ପୂର୍ଣ୍ଣିମାର ପାବନ ଦିନ ରହିବ । ଏହିଥର ପୂର୍ଣ୍ଣିମା ଦିନ ରକ୍ଷା ବନ୍ଧନର ଦିନ ନାହିଁ । ଆପଣ ରକ୍ଷା ବନ୍ଧନର ଦିନକୁ ୩୦ ଅଗଷ୍ଟ ଦିନ ହିଁ ପାଳନ କରିବେ । ଅର୍ଥାତ୍ ୩୦ ଅଗଷ୍ଟ ବୁଧବାର ଦିନ ପାଳନ କରିବେ ଏବଂ ଗୁରୁବାର ଦିନ ଶ୍ରାବଣ ପୂର୍ଣ୍ଣିମା ରହିବ ।

ଏହି ଦିନକୁ ସମଗ୍ର ପୃଥୀରେ ପବିତ୍ରତା ଏବଂ ସ୍ନେହର ପର୍ବ ବୋଲି ମାନ୍ୟତା ରହିଅଛି । ଏହି ଦିନ ବିଶେଷ ଭାବରେ ଗୋ ପୂଜାର ବିଶେଷ ମହତ୍ୱ ରହିଅଛି । ଏହି ଦିନ ଗରୁ ଗାଇ ମାନଙ୍କୁ ଚନ୍ଦନ, ସିନ୍ଦୁର, ଫୁଲମାଳ ଆଦି ଦେଇ ଗୋ ପୂଜା କରାଯାଇଥାଏ ଏବଂ ପିଠା ଭୂଗ କରାଯାଇଥାଏ । ଯେଉଁ ପିଠା ଭୂଗ କରାଯାଇଥାଏ ସେ ପିଠା ଗୋମାତାକୁ ଖାଇବାକୁ ଦିଆଯାଇଥାଏ । ଗାଈକୁ ସନାତନ ଧର୍ମରେ ମାଁ ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଥାଏ । ହିନ୍ଦୁ ଧର୍ମରେ ଗାଈକୁ ରୁଟି ଖାଇବାକୁ ଦେବା ଦ୍ୱରା ଘରକୁ ସୁଖ ସମ୍ଭୃନ୍ଧି ବଢୁଥାଏ । ଗାଈ ମଧ୍ୟରେ ୩୩କୋଟି ଦେବା ଦେବୀଙ୍କର ବାସ ହୋଇଥାଏ ।

cow

ଗାଈକୁ ଗୁରୁଙ୍କ ସହ ଯୋଡା ଜାଇଅଛି । ଗୁରୁବାର ଦିନ ଗାଈକୁ ରୁଟି ଉପରେ ଏକ ଚୁଟକି ହଳଦୀ ପକେଇ ଖୋଆଇବା ଦ୍ୱାରା ସୁଖ ସମ୍ପତ୍ତି, ସୁଖ ଐଶ୍ୱର୍ୟ୍ୟ ପ୍ରାପ୍ତି ହୋଇଥାଏ । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଗାଈ ହେଉଛି ଜଗତର ସମସ୍ତଙ୍କ ମାଁ । ଗାଈ ଏକ ଦିବ୍ୟ ଜୀବ । ଧାର୍ମିକ ଗ୍ରନ୍ଥ ଅନୁସାରେ ଗାଈର ସମସ୍ତ ଦେବତା ଏବଂ ଦେବୀ ବାସ କରିଥାନ୍ତି ତେଣୁ ଗାଈର ପୂଜା କରିଲେ ସମସ୍ତ ଦେବତା ଓ ପୂଜାର ଫଳ ପ୍ରାପ୍ତ ହୋଇଥାଏ । ଗାଈର ପୂଜା କଲେ ଉପରେ ସମସ୍ତ ଦେବତା ଏବଂ ଦେବୀଙ୍କ ପୂଜାର ଫଳ ପ୍ରାପ୍ତ ହୋଇଥାଏ ।

ଗାଈ ଉପରେ ସବୁ ନକ୍ଷେତ୍ରର ପ୍ରଭାବ ପଡିଥାଏ । ଗାଈର ପିଠି ହାଡରେ ସୂର୍ଯ୍ୟ କେତୁ ହାଡ ଥାଏ । ଯାହା ସୂର୍ଯ୍ୟକ କିରଣରେ ରକ୍ତରେ ସ୍ୱର୍ଣ୍ଣ କ୍ଷ୍ୟାର ତିଆରି କରେ । ଏହି ସ୍ୱର୍ଣ୍ଣ କ୍ଷ୍ୟାର ଗାଈର କ୍ଷୀରରେ ରହିଥାଏ । ଯାହା ମଣିଷ ମାନଙ୍କ ପାଇଁ ଅମୃତ ଭଳି ହୋଇଥାଏ । ଏହାର ସୁବର୍ଣ୍ଣ ରଙ୍ଗ ହେତୁ ଗାଈର କ୍ଷୀର ହାଲକା ହଳଦିଆ ହୋଇଥାଏ । ଶାସ୍ତ୍ର ଅନୁସାରେ ଗାଈର ଶରୀରରେ ୩୩କୋଟି ଦେବୀ ଦେବତାଙ୍କ ର ବାସସ୍ଥାନ ଅଟେ । ଗୋମାତା କାମଧେନୁ ଅଟନ୍ତି । ସମସ୍ତଙ୍କ କଷ୍ଟ ଦୂର କରିଥାନ୍ତି ।

ଯଦି କୈଣସି କାମ ବନ୍ଦ ହୋଇଅଛି, ତେବେ କେତେବି ପରିଶ୍ରମ କଲେବି ସେଥିରେ ସଫଳତା ମିଳିନାହିଁ ତାହାଲେ ବ୍ୟକ୍ତି ଗୋମାତାଙ୍କୁ ରୁଟି ଖାଇବାକୁ ଦେବା ଉଚିତ୍ । ଏବଂ ତାଙ୍କର କାନରେ ନିଜର ମନସ୍କାମନା କହିବା ନିହାତି ଉଚିତ୍ । ଗାଈର ନିୟମିତ ପୂଜା କରିବା ମାଁ ଲକ୍ଷ୍ମୀ ପ୍ରତ୍ସନ୍ନ ହୋଇଥାନ୍ତି । ଘରର ଆର୍ଥିକ ସ୍ଥିତି ଦୃଢ ହୋଇଥାଏ । ଘର ଦ୍ୱାରକୁ ଆସୁଥିବା ଗାଈକୁ ପାଣି ନିଶ୍ଚୟ ପିଇବାକୁ ଦିଅନ୍ତୁ । ଏମିତି କରିବା ଦ୍ୱାରା ବ୍ୟକ୍ତିକୁ ସବୁ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ । ଗାଈ ଗୋବରକୁ ପ୍ରତ୍ୟେକ ଦିନ ଘର, ଦୋକାନ ସାହି ଗଳିରେ ଧୂପ କରିବା ଦ୍ୱାରା ପରିବେଶ ସୁନ୍ଧ ହୋଇଯାଇଥାଏ । ଏଥି ଦ୍ୱାରା ସକରାତ୍ମକ ପରିବେଶ ସବୁବେଳେ ରହିଥାଏ । ଏବଂ ବ୍ୟବସାୟ ରେ ବୃନ୍ଧି ପାଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *