ବିକ୍ରମ ଲ୍ୟାଣ୍ଡର ପାଖରେ ଛିଡାହେଇଛି ଏଲିୟନ ! ଏ ଫୋଟୋ ଦେଖି କାବା ହେଇଗଲା ISRO ବୈଜ୍ଞାନିକ ।

ISRO

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରୋଭର ପ୍ରଜ୍ଞାନ ପଠାଇଥିବା ଫଟୋରେ ଏଲିୟନର ଛାଇ । ଚନ୍ଦ୍ର ପ୍ରୁଷ୍ଠରେ ଛିଡା ହୋଇଛି ଲ୍ୟାଣ୍ଡର ପାଖରେ ଏଲିୟନ । ଫଟୋରେ ଏଲିୟନର ଛାଇ ଥିବା ନେଇ ଚର୍ଚ୍ଚା । ରୋଭର ପ୍ରଜ୍ଞାନ ଦେଇଥିବା ଫଟୋରେ ଏ କାହାର ଛାଇ । ଏ ଛାଇ ପଛରେ କ’ଣ ରହିଛି ରହସ୍ୟ । ଏ କ’ଣ ସତରେ ଏଲିୟନର ଛାଇ । ସତରେ କ’ଣ ଏଲିୟନକୁ ଦେଖିଲା ରୋଭର ପ୍ରଜ୍ଞାନ ।

ଯେବେଠାରୁ ଚନ୍ଦ୍ର ପ୍ରୁଷ୍ଠରେ ଚନ୍ଦ୍ରାୟନ-୩ ଓହ୍ଲାଇଛି ସେବେଠାରୁ ଚନ୍ଦ୍ରରୁ ମିଳିବାକୁ ଲାଗିଛି ନୂଆ ନୂଆ ତଥ୍ୟ । ୧୪ଦିନର ଏହି ଯାତ୍ରାକୁ ୭ଦିନ ହୋଇଗଲାଣି । ଗତ ଅଗଷ୍ଟ ୨୩ତାରିଖରେ ଚନ୍ଦ୍ର ପ୍ରୁଷ୍ଠରେ ଲ୍ୟାଣ୍ଡ କରିଥିଲା ଲ୍ୟାଣ୍ଡର ବିକ୍ରମ । ଆଉ ସେବେଠାରୁ ଦେଇ ଚାଲିଛି ଗୋଟିଏ ପରେ ଗୋଟିଏ ତଥ୍ୟ । ଆଉ ରୋଭର ପ୍ରଜ୍ଞାନ ପଠାଇଛି ଲ୍ୟାଣ୍ଡର ଫଟୋ । ବିକ୍ରମ ଚନ୍ଦ୍ର ପ୍ରୁଷ୍ଠରେ କେମିତି ଛିଡା ହୋଇଛି ତାହା ଦେଖାଇଛି ପ୍ରଜ୍ଞାନ ।

Chandrayana

ଇସ୍ରୋରର ବୈଜ୍ଞାନିକ ମାନେ ବିକ୍ରମକୁ ଦେଖି ଖିସି ହୋଇଯାଇଛନ୍ତି । ହେଲେ ସେହି ଫଟୋରେ ଦେଖାଯାଇଛି ଏମିତି କିଛି ଦୃଶ୍ୟ ଯାହାକୁ ଦେଖିଲା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ବୈଜ୍ଞାନିକ ମାନେ । ପୁରା ସୁରକ୍ଷିତ ଭାବେ ଛିଡା ହୋଇଛି ବିକ୍ରମ । ୭ଦିନ ପରେ ଲ୍ୟାଣ୍ଡର ପ୍ରଥମ ଫଟୋ । ତେବେ ଲ୍ୟାଣ୍ଡର ଏବଂ ରୋବର ମିଶି ଏବେ ଦେଇ ଚାଲିଛନ୍ତି ବିଭିନ୍ନ ପ୍ରକାରର ତଥ୍ୟ ।

ହେଲେ ଲ୍ୟାଣ୍ଡରରେ ପଡିଥିବା ଏ ଛାଇ କାହାର । ଏ ଛାଇ କ’ଣ ସତରେ ଏଲିୟନର । ଲୋକେ କହୁଛନ୍ତି ଏହାକୁ ଏଡିଟ୍ କରାଯାଇଛି ବୋଲି । କାରଣ ଇସ୍ରୋ ଦେଇଥିବା ଫଟୋ ଏବଂ ଏହି ଫଟୋ ବିରକୁଲ୍ ବି ମ୍ୟାଚ କରୁନାହିଁ ।

ସୋସିଆଲ ମିଡିଆରେ ଘୂରି ବୁଲୁଛି ମିଛ ଫଟୋ ବୋଲି ଲୋକେ ଏବେ କହିଲେନି । ହେଲେ ମହାକାଶରେ ଏଲିୟନ ଥିବା ଖବରକୁ ଆମେ ବିରକୁଲ୍ ବି ଏଡାଇଦେଇ ପାରିବା ନାହିଁ । ସେ ଚନ୍ଦ୍ର ହେଉ କି ଅନ୍ୟ କେଉଁ ଗ୍ରହ । ଏଲିୟନକୁ ନେଇ ଅନେକ ସମୟରେ ଏଲିୟନ ମାନଙ୍କର ଉପସ୍ଥିତି ଯାହିର କରାଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *