ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଉତ୍ତମ ସରକାରୀ ପେନସନ୍ ଯୋଜନା । ମାତ୍ର ୨୦୦ଟଙ୍କା ନିବେଶ କରି ଉଠାନ୍ତୁ ଲାଭ । ମାସକୁ ପାଇବେ ୫୦ହଜାର ପେନସନ୍ । ନେସନାଲ ପେନସନ୍ ସିଷ୍ଟମ ହେଉଛି ଏକ ସରକାରୀ ସମର୍ଥିତ ପେନସନ୍ ଯୋଜନା । ଏଥିରେ ଜଣେ ବ୍ୟକ୍ତି ଅବସର ପାଇଁ ସଞ୍ଚୟ କରିପାରନ୍ତି । ଏବଂ ସେହି ସମୟରେ ଯେତେବେଳେ ତାଙ୍କର କୈଣସି କାମ ନଥାଏ ସେ ପ୍ରତି ମାସରେ ନିୟମିତ ପେନସନ୍ ମଧ୍ୟ ପାଇଁ ପାରିବେ ।
ନେସନାଲ ପେନସନ୍ ସିଷ୍ଟମ ଯୋଜନା ଅଧିନରେ ବ୍ଯକ୍ତିମାନେ ଏକ ଅବସର ପ୍ରାପ୍ତ କର୍କଶ ନିର୍ମାଣ ପାଇଁ ପ୍ରତିଦିନ ୨୦୦ଟଙ୍କା ବିନିଯୋଗ କରିପାରିବେ । ଏଥିସହିତ ସେ ମାସକୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ସେ ପେନସନ୍ ପାଇଁ ପାରିବେ । ଏମପିଏସ୍ ସ୍କିମ୍ ପାଇଁ ଆବେଦନ କରିବାକୁ ବ୍ୟକ୍ତି ମାନେ ନେସନାଲ ପେନସନ୍ ସିଷ୍ଟମ ଟଷ୍ଟ ୱେବ୍ ସାଇଟ୍ ପରିଦର୍ଶନ କରିବା ଏବଂ ଏକ ଏମପିଏସ୍ ଆକାଉଣ୍ଟ ପାଇଁ ପଞ୍ଜୀକରଣ କରିବା ଆବଶ୍ୟକ ରହିଛି ।
ଥରେ ଜଣେ ଏମପିଏସ୍ ଆକାଉଣ୍ଟ ପାଇଁ ପଞ୍ଜିକୃତ ହୋଇଗଲେ ସେ ଏକ ପେନସନ୍ ପାଣ୍ଠି ଏବଂ ବିନିଯୋଗ ବିକଳ୍ପ ଚୟନ କରି ଏହି ଯୋଜନାରେ ବିନିଯୋଗ ଆରମ୍ଭ କରିପାରିବେ । ନେସନାଲ ପେନସନ୍ ସିଷ୍ଟମ ୨ପ୍ରକାରର ବିନିଯୋଗ ବିକଳ୍ପ ପ୍ରଦାନ କରେ । ପ୍ରଥମ ପର୍ଯ୍ୟାୟ ବିକଳ୍ପ ଏବଂ ଦ୍ୱିତୀୟ ପର୍ଯ୍ୟାୟ ବିକଳ୍ପ । ଦ୍ୱିତୀୟ ପର୍ଯ୍ୟାୟ ବିକଳ୍ପ ହେଉଛି ସ୍ବେଚ୍ଛାସେବୀ ଆକାଉଣ୍ଟ ଯାହା ବ୍ୟକ୍ତି ମାନେ ପ୍ରଥମ ପର୍ଯ୍ୟାୟ ବିକଳ୍ପ ସହ ଖୋଲି ପାରିବେ ।
ଏହା ଏକ ନମନୀୟ ଆକାଉଣ୍ଟ। ଯାହା ବ୍ୟକ୍ତି ମାନଙ୍କୁ ଯେକୌଣସି ସମୟରେ ସେମାନଙ୍କ ପାଣ୍ଠି ପ୍ରତ୍ୟାହାର କରିବାକୁ ଅନୁମତି ପ୍ରଦାନ କରେ । ତେବେ ନେସନାଲ ପେନସନ୍ ସିଷ୍ଟମ ଯୋଜନାର ଲାଭ କ’ଣ । ଟ୍ୟାକ୍ସ ସୁବିଧା ନମନୀୟତା ମଧ୍ୟ ଏହି ଯୋଜନାର ଲାଭରେ ଉପଲବ୍ଧ ରହିଛି । ଏମପିଏସ୍ ଯୋଜନା ଅଧିନରେ ବ୍ୟକ୍ତିମାନେ ଆୟକର ଆଇନର ଧାରା ୮୦ସିସିଡି ୱାନ୍ ବି ଅନୁଯାୟୀ ବାର୍ଷିକ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଟିକସ ଦାବି କରିପାରିବେ ।
ଏମପିଏସ୍ ଯୋଜନାରେ ସେମାନଙ୍କ ନିଯୁକ୍ତି ଦାତାଙ୍କ ଅବଦାନ ପାଇଁ ବିଭାଗ ୮୦ସିସିଡି ୱାନ୍ ବି ଅନୁଯାୟୀ ସେମାନଙ୍କ ବାର୍ଷିକ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଟିକସ ରିହାତି ଦାବି କରିପାରିବେ । ଉଦାହରଣ ସ୍ୱରୂପ ଜଣେ ୨୫ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ବିଚାର କରନ୍ତୁ ଯିଏ ୬୦ ବର୍ଷ ବୟସରେ ଅବସର ନେବେ ।
ଯଦି ସେ ଏମପିଏସ୍ ଯୋଜନାରେ ପ୍ରତିଦିନ ୨୦୦ଟଙ୍କା ବିନିଯୋଗ କରନ୍ତି ତେବେ ସିଏ ୬୦ବର୍ଷ ବୟସରେ ପହଞ୍ଚିଲା ବେଳକୁ ପ୍ରାୟ ୫୦ଲଷ ଅବସର ପ୍ରାପ୍ତ କର୍ପ ସଂଗ୍ରହ କରିପାରିବେ । ବାର୍ଷିକ ହାରାହାରି ୮ପ୍ରତିଶତ ରିଟର୍ଣ୍ଣ ଅନୁମାନ କଲେ ଜଣେ ବ୍ୟକ୍ତି ଅବସର ପରେ ମାସକୁ ପ୍ରାୟ ୫୦ହଜାର ଟଙ୍କା ପେନସନ୍ ପାଇଁ ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।