ଏହି ( ୫ଟି ସ୍ୱପ୍ନ ) କାହାକୁ କୁହନ୍ତୁ ନାହିଁ | ଭୟଙ୍କର କଥା |

dreem

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶୋଇଥିବା ସମୟରେ ଦେଖିଥିବା ଏହି ୫ଗୋଟି ସ୍ୱପ୍ନ ବିଷୟରେ କାହାକୁ ବି କୁହନ୍ତୁ ନାହିଁ । ନହେଲେ ଆପଣ ବହୁତ ବଡ ସମସ୍ୟାରେ ପଡିଯିବେ । ଏହି ସ୍ୱପ୍ନକୁ ଆପଣଙ୍କ ପରିବାର ଲୋକଙ୍କ ସହ ସେୟାର କରନ୍ତୁ ନାହିଁ । ଶୋଇବା ସମୟରେ ସମସ୍ତେ ପ୍ରାୟ ସ୍ୱପ୍ନ ଦେଖିଥାନ୍ତି । ସ୍ୱପ୍ନ ଦେଖିବା ସାମାନ୍ୟ କଥା ଅଟେ । କିଛି ସ୍ୱପ୍ନ ଏମିତି ହୋଇଥାଏ ଯାହା ନିଦ ଭାଙ୍ଗିବା ପରେ ଆମର ମନେ ପଡିନଥାଏ । କିଛି ସ୍ୱପ୍ନ କାହା ଆଗରେ ବି ସେୟାର କରିବା ନୁହେଁ । ଶାସ୍ତ୍ର ଅନୁସାରେ ଏହା ଭୁଲ ହୋଇଥାଏ । ଏହାଦ୍ୱାରା ଭବିଷ୍ୟତରେ ମିଳିବାକୁ ଥିବା ଫଳ ଆଉ ମିଳି ପାରିନଥାଏ ।

ନଂ ୧ -ପ୍ରକୃତି ସହିତ ଜଡିତ ସ୍ୱପ୍ନ । ଯେଉଁଥିରେ ଆପଣ ପ୍ରକୃତିର ବହୁତ ପାଖରେ ମାନେ ସ୍ୱପ୍ନରେ ସମୁଦ୍ର, ବୃକ୍ଷଲତା, ପାହାଡ଼, ନଦୀ ଏପରି ଜିନିଷ ଦେଖିଲେ ତ ଆପଣ ଏପରି ଜିନିଷକୁ ଦେଖିବା ମାନେ ହେଉଛି ଆପଣଙ୍କ ଜୀବନରେ ବହୁତ ଖୁସି ଖବର ଆସିବାକୁ ଯାଉଛି । ଯେମିତି ପ୍ରକୃତିର ପାଖକୁ ଗଲେ ଆମ ମନ ପ୍ରତ୍ସନ୍ନ ହୋଇଯାଇଥାଏ ଠିକ୍ ସେହିପରି ଏହି ସ୍ୱପ୍ନର ଅର୍ଥ ତାହା ହିଁ ହୋଇଥାଏ । ଯଦି ଆପଣ ଏହି ସ୍ୱପ୍ନ ବିଷୟରେ କାହାକୁ କହି ଦେଉଛନ୍ତି ତାହାଲେ ଆପଣ ଏହି ସ୍ୱପ୍ନର ଫଳରୁ ବଞ୍ଚିତ ରହିବେ ।

dreem

ନଂ ୨- ମୃ-ତ୍ୟୁ ସମ୍ଭନ୍ଧୀୟ ସ୍ୱପ୍ନ । ବେଳେ ବେଳେ ଆମେ ଏପରି ସ୍ୱପ୍ନ ଦେଖିଥାଉ ଆମେ ନିଜର କିମ୍ବା ଅନ୍ୟ କୌଣସି ବ୍ୟକ୍ତିର ମୃ-ତ୍ୟୁ ଦେଖିଥାନ୍ତି । ଏହିପରି ସ୍ୱପ୍ନ ଦେଖିବା ପରେ ଆମେ କେବେକେବେ ଡରି ଯାଇଥାଉ । କେବେ ଆମର ମନ ବିଚଳିତ ହୋଇଯାଇଥାଏ । ଯଦି ଆପଣଙ୍କୁ ଏହିଭଳି ସ୍ୱପ୍ନ ଦେଖାଯାଉଛି ତେବେ ଆପଣଙ୍କୁ ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ । କାରଣ ମ୍ରୁତ୍ୟୁର ସ୍ୱପ୍ନ ଆପଣଙ୍କର ସମସ୍ୟାର ଅନ୍ତ ହେବାର ଦର୍ଶାଇଥାଏ । ଯଦି ଆପଣ ଏହି ସ୍ୱପ୍ନକୁ କାହା ସହ ସେୟାର କରୁଛନ୍ତି ତେବେ ସ୍ୱପ୍ନର ବେକାର ହୋଇଯାଇଥାଏ ।

ନଂ ୩- ସର୍ପ ଦର୍ଶନ ସମ୍ଭନ୍ଧିତ । ଯେତେବେଳେ ଆମେ ସ୍ୱପ୍ନରେ ସାପ ଦେଖିଥାନ୍ତି ତ ଆମେ ଡରି ଯାଇଥାଉ । କିନ୍ତୁ ଯଦି ଆପଣଙ୍କୁ ସ୍ୱପ୍ନରେ ସାପ ଦେଖାଦିଏ ଆପଣଙ୍କୁ ଡରିବାର କୌଣସି ବି ଆବଶ୍ୟକତା ନାହିଁ । କାରଣ ସ୍ୱପ୍ନରେ ସାପ ଦେଖିବା ଦ୍ୱାରା ଆଗକୁ ଆସୁଥିବା ସମୟ ଆପଣଙ୍କ ବ୍ୟାପାରରେ ଉନ୍ନତି କିମ୍ବା କାର୍ଯ୍ୟ ରେ ସଫଳତାର ସଂଙ୍କେତ ଦେଇଥାଏ । ଧନ ଲାଭର ସମ୍ଭାବନା ଥାଏ । ସେଥିପାଇଁ ଏହି ସ୍ୱପ୍ନ ବିଷୟରେ କାହାକୁ ବି କୁହନ୍ତୁ ନାହିଁ ।

dreem

ନଂ ୪- ଭଗବାନଙ୍କ ଦର୍ଶନ । ଯଦି ଆପଣଙ୍କୁ ସ୍ୱପ୍ନରେ କୌଣସି ବି ଭଗବାନଙ୍କ ର ଦର୍ଶନ ହୋଇଯାଏ ତ ଏହାର ଅର୍ଥ ଏହା ଅଟେ କି ଜଲଦି ହିଁ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି । ସ୍ୱପ୍ନରେ ଭଗବାନଙ୍କ ଦର୍ଶନର ଅର୍ଥ କିଛି ବଡ ସଫଳତାର ସୂଚନା ଅଟେ ।

ନଂ ୫- ମାଛ ସମ୍ଭନ୍ଧିତ । ଯଦି ଆପଣ ସ୍ବପ୍ନରେ କୌଣସି ବି ପ୍ରକାର ମାଛକୁ ପହଁରୁଥିବାର ଦେଖନ୍ତି କିମ୍ବା ଆପଣ କିମ୍ବା ଅନ୍ୟ କୌଣସି ଲୋକ ମାଛ ଧରୁ ଥିବାର ବା ଖାଉଥିବାର ଦେଖନ୍ତି ତେବେ ଏହାକୁ ବହୁତ ଶୁଭ ବୋଲି ମାନାଯାଇଥାଏ । କାରଣ ସ୍ୱପ୍ନରେ ମାଛ ଦେଖିବାର ଅର୍ଥ ଅଚାନକ ଧନ ଲାଭ ହେବାର ଅଛି । ଏହି ସ୍ୱପ୍ନର ଫଳ ଆପଣଙ୍କୁ ଆଗକୁ ଆସୁଥିବା ଏକ ମାସ ଭିତରେ ହିଁ ମିଳି ଯାଇଥାଏ । ସେଥିପାଇଁ ଏହି ସ୍ୱପ୍ନକୁ କାହା ସହିତ ବି ସେୟାର କରନ୍ତୁ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *