ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କମିଲା ରୋଷେଇ ଗ୍ୟାସ ଦର । ପ୍ରତି ମାସରେ ୧ତାରିଖରେ ଗ୍ୟାସ ଦରରେ ପରିବର୍ତ୍ତନ ଘଟିଥାଏ । ଠିକ୍ ସେମିତି ଅଗଷ୍ଟ ୧ତାରିଖରେ ରୋଷେଇ ଗ୍ୟାସ ଦର ହ୍ରାସ ଦେଖିବାକୁ ମିଳିଛି । ପହିଲାରୁ ଗ୍ରାହକଙ୍କୁ ଆଶ୍ୱସ୍ତି । କମିଲା କମର୍ଶିଆଲ ଏଲପିଜି ଗ୍ୟାସ ଦର । ଆରମ୍ଭ ହୋଇଛି ଅଗଷ୍ଟ ମାସ । ପହିଲାରୁ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି ।
ତେବେ କମର୍ଶିଆଲ ଏଲପିଜି ଗ୍ୟାସ ଦର କମିଛି । କମର୍ଶିଆଲ ଗ୍ୟାସ ଦରରେ ୯୯ଟଙ୍କା ହ୍ରାସ ପାଇଛି । ଦିଲ୍ଲୀରେ ୧୯କେଜି ସିଲିଣ୍ଡର ଦାମ ୧୬୮୦ଟଙ୍କା ହୋଇଛି । ତେବେ ଘରୋଇ ଏଲପିଜି ଗ୍ୟାସ ଦର ଅପରିବର୍ତ୍ତିତ ରହିଛି । ଅର୍ଥାତ୍ ଆପଣ ଘରୋଇ ବ୍ୟବହାର କରୁଥିବା ଗ୍ୟାସ ସିଲିଣ୍ଡର କୌଣସି ଦର କମି ନାହିଁ । ହେଲେ କମର୍ଶିଆଲ ପ୍ରପଜାଲରେ କିଣୁଥିବା ଗ୍ରାହକମାନେ ସେମାନଙ୍କ ପାଇଁ ୯୯ଟଙ୍କା ହ୍ରାସ ପାଇଁଛି ଗ୍ୟାସ ଦର ।
ଯାହାକି ନୂଆ ଦରରେ ୧୬୮୦ଟଙ୍କା ଦେଇ କିଣି ପାରିବେ । କମିଲା ରୋଷେଇ ଗ୍ୟାସ ଦର । ହେଲେ ଆପଣ ଘରୋଇ ବ୍ୟବହାର କରୁଥିବା ଗ୍ୟାସ ସିଲିଣ୍ଡର କୌଣସି ଦର କମି ନାହିଁ । କମର୍ଶିଆଲ ସିଲିଣ୍ଡର ଦାମ ଖସିଛି । ଦିଲ୍ଲୀରେ କମର୍ଶିଆଲ ଗ୍ୟାସ ଦର ୨୦୨୮ଟଙ୍କା ରହିଥିଲା । ଘରୋଇ ଏଲପିଜି ଗ୍ୟାସ ଦରରେ କୌଣସି ପରିବର୍ତ୍ତନ ହୁଏ ନାହିଁ ।
କେବଳ କମର୍ଶିଆଲ ଗ୍ୟାସ ଦର କମିଛି । ୧୯କେଜି କମର୍ଶିଆଲ ଏଲପିଜି ସିଲିଣ୍ଡର ଦର କମିଥିବା ନେଇ କୁହାଯାଉଛି । କମର୍ଶିଆଲ ସିଲିଣ୍ଡର ଦାମ ଖସିଛି । ଦିଲ୍ଲୀରେ ୧୯କେଜି ସିଲିଣ୍ଡର ଦାମ ୧୬୮୦ଟଙ୍କା ହୋଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।