କେଉଁ ମାସରେ ଜନ୍ମ ହୋଇଥିବା ପିଲା ଭାଗ୍ୟଶାଳୀ ହୋଇଥାନ୍ତି ।

Lucky babies

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜୀବନକୁ ବହୁତ ମାତ୍ରାରେ ପ୍ରଭାବିତ କରିଥାଏ । ଭାଗ୍ୟ କର୍ମ ଉପରେ ହିଁ ନିର୍ଭର କରିଥାଏ । କିନ୍ତୁ କିଛି ଆମର ପୂର୍ବ ଜନ୍ମର କର୍ମ ଉପରେ ବି ନିର୍ଭର କରିଥାଏ । କୌଣସି ପିଲା ଧନୀ ଘରେ ଜନ୍ମ ହୋଇଥାଏ ତ ଆଉ କେତେକ ପିଲା ଗରିବ ଘରେ ଜନ୍ମ ହୋଇଥାନ୍ତି । ଏହା ଆମର ପୂର୍ବ ଜନ୍ମର କର୍ମ କାରଣରୁ ହୋଇଥାଏ ।

ଜାନୁଆରୀ ଏବଂ ଫେବୃଆରୀ ରେ ଜନ୍ମ ହୋଇଥିବା ପିଲା । ଯେଉଁ ପିଲାର ଜନ୍ମ ଜାନୁଆରୀ ଏବଂ ଫେବୃଆରୀ ମାସରେ ହୋଇଥାଏ ସେ ବହୁତ ପରିଶ୍ରମୀ ହୋଇଥାଏ । ଏହି ମାସରେ ଜନ୍ମିତ ପିଲା ଛୋଟ ବେଳରୁ ହିଁ ତାଙ୍କ ଭାଗ୍ୟ ବନେଇବାକୁ ଲାଗିଯାନ୍ତି । ଏହି ମାସରେ ଜନ୍ମିତ ପିଲା କାହା ଉପରେ ବି ଭରସା କରିନଥାନ୍ତି । ଯେଉଁ କାରଣରୁ ତାଙ୍କ ସହିତ ଧକ୍କା ବି ହୋଇଥାଏ । କିନ୍ତୁ ନିଜର ଜୀବନରେ ବହୁତ ସଫଳ ବ୍ୟକ୍ତି ହୋଇଯାଆନ୍ତି ।

ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ଜନ୍ମିତ ପିଲା । ଯେଉଁ ପିଲା ମାନଙ୍କର ଜନ୍ମ ମାର୍ଚ୍ଚ ଏବଂ ଏପ୍ରିଲରେ ହୋଇଥାଏ ସେମାନେ ବହୁତ କ୍ରୋଧିତ ହୋଇଥାନ୍ତି । ଏମାନେ ନିଜ ଭାଗ୍ୟକୁ ବନାଇବା ପାଇଁ କାହାକୁ ବି କ୍ଷତି ପହଞ୍ଚାଇ ଥାନ୍ତି । ଏମାନେ କାହାର ହୋଇନଥାନ୍ତି କେବଳ ନିଜର ହୋଇଥାନ୍ତି ।

baby

ମଇ ଏବଂ ଜୁନ୍ ମାସରେ ଜନ୍ମିତ ପିଲା । ମଇ , ଜୁନ୍ ମାସର ଜନ୍ମିତ ପିଲା ବହୁତ ସାଧାସିଧା ହୋଇଥାନ୍ତି । ଏମାନେ କାହାର ବି ସାହାର୍ଯ୍ୟ କରିବା ପାଇଁ ଆଗକୁ ଗଡ ବଢେଇ ଦେଇଥାନ୍ତି । ଯେଉଁ କାରଣରୁ ଏମାନଙ୍କ ସହିତ ବହୁତ ବେଶି ଧକ୍କା ବି ହୋଇଥାଏ । ଏହି ପ୍ରକାରର ପିଲା ସମୟ ଅନୁଯାୟୀ ଦୁନିଆର କଲ୍ୟାଣ କରିବାର ରାସ୍ତାରେ ଚାଲିଥାନ୍ତି ।

ଜୁଲାଇ ଏବଂ ଅଗଷ୍ଟ ମାସରେ ଜନ୍ମିତ ପିଲା । ଯେଉଁ ପିଲାର ଜନ୍ମ ଜୁଲାଇ, ଅଗଷ୍ଟରେ ହୋଇଥାଏ ସେମାନେ ବହୁତ ସମ୍ବେଦନଶୀଳ ହୋଇଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ପିଲା ମାନଙ୍କର ବ୍ୟକ୍ତିତ୍ୱ ବହୁତ ସରଳ ହୋଇଥାଏ । ସେମାନେ ବହୁତ ସୁଖଦ ଜୀବନ ବଞ୍ଚିଥାନ୍ତି ।

ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଜନ୍ମିତ ପିଲା । ଯେଉଁ ପିଲା ମାନେ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଜନ୍ମ ହୋଇଥିବା ପିଲା ବହୁତ ହିଁ ଭଲ ସ୍ୱଭାବର ହୋଇଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ପିଲା ଇଶ୍ୱରଙ୍କ ଉପରେ ଭରସା ରଖିଥାନ୍ତି । ବିନା ଛଳ କପଟ ରେ ନିଜର କାର୍ଯ୍ୟକୁ କରିଥାନ୍ତି । ଫଳର ଚିନ୍ତା ଇଶ୍ୱରଙ୍କ ଉପରେ ଛାଡି ଦେଇଥାନ୍ତି ।

ନଭେମ୍ବର ଏବଂ ଡିସେମ୍ବର ମାସରେ ଜନ୍ମିତ ପିଲା । ନଭେମ୍ବର ଏବଂ ଡିସେମ୍ବର ମାସରେ ଜନ୍ମିତ ପିଲା ବହୁତ ସ୍ଥିର ଏବଂ ଧର୍ଯ୍ୟବାନ ହୋଇଥାନ୍ତି । ଏହି ପ୍ରକାରର ପିଲାର ଜୀବନରେ ଅନେକ ସମସ୍ୟା ଆସିଥାଏ କିନ୍ତୁ ସେ ନିଜର ଧର୍ଯ୍ୟ ଏବଂ ସ୍ଥିର ସ୍ୱଭାବ କାରଣରୁ ସବୁଠୁ ସହଜରେ ସମସ୍ୟାରୁ ବାହାରିଯାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *