ରକ୍ଷା ବନ୍ଧନ 2023, ଏହି ରାଶି ହେବେ ଦୁନିଆରେ କୋଟିପତି |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ୨୦୦ ବର୍ଷ ପରେ ରକ୍ଷା ବନ୍ଧନରେ ଗଠନ ହେବ ଦୁର୍ଲଭ ମହା ସଂଯୋଗ । ଏହି ତିନି ରାଶିର ଖୋଲିବ ଭାଗ୍ୟ । ଭାଇ ଭୁଉଣୀ ସ୍ନେହର ପ୍ରତୀକ ରକ୍ଷା ବନ୍ଧନ ପର୍ବ ପାଇଁ ଆଉ ମାତ୍ର କିଛିଦିନ ବାକି ରହିଛି । ତେଣୁ ଚଳିତ ବର୍ଷ ଏହି ପର୍ବ ଦୁଇଦିନ ଅର୍ଥାତ୍ ୩୦ ଏବଂ ୩୧ ଅଗଷ୍ଟରେ ପାଳନ କରାଯିବ । ଏହି ବର୍ଷ ୨୦୦ ଶହ ବର୍ଷ ପରେ ବୁନ୍ଧାତୀୟ ଯୋଗ, ରବି ଯୋଗ ଏବଂ ସତବିଶା ନକ୍ଷେତ୍ରର ସଂଯୋଗ ଗଠନ ହେଉଛି । ଏହି ସଂଯୋଗ ତିନିଟି ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟକୁ ଉଜ୍ଜ୍ବଳ କରିବ ।

ପ୍ରଥମ ରାଶିଟି ହେଉଛି ଧନୁ ରାଶି । ଏଥର ରକ୍ଷା ବନ୍ଧନ ଧନୁ ରାଶିର ବ୍ୟକ୍ତି ମାନଙ୍କ ପାଇଁ ମଧୁର ହେବାକୁ ଯାଉଛି । ଆପଣଙ୍କ ବିବାହିତ ଜୀବନ ସୁଖମୟ ରହିବ । ପରିବାରରେ ଏକତା ମଜବୁତ ହେବ । ଆପଣ ନୂତନ ଆୟର ଉତ୍ସ ସୃଷ୍ଟି କରିବାକୁ ସକ୍ଷମ ହେବେ । ପୁରୁଣା ବନ୍ଧୁକୁ ଭେଟିବାର ସମ୍ଭାବନା ରହିଛି ।

ଦ୍ୱିତୀୟ ରାଶିଟି ହେଉଛି ସିଂହ ରାଶି । ଏଥର ରକ୍ଷା ବନ୍ଧନ ସିଂହ ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟ ଖୋଲିଯିବ । ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ହଠାତ୍ ଆପଣ କୈଣସି ସ୍ଥାନରୁ ଟଙ୍କା ପାଇବେ । ସ୍ୱାସ୍ଥ୍ୟ ପକ୍ଷରୁ ଏହି ପର୍ବଟି ଆପଣଙ୍କ ପାଇଁ ଚମତ୍କାର ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ଆପଣ ନୂତନ ବିନିଯୋଗ ପାଇଁ ନିଷ୍ପତ୍ତି ନେବେ ।

Astrology

ତୃତୀୟ ରାଶିଟି ହେଉଛି ମିଥୁନ ରାଶି । ତେବେ ରକ୍ଷା ବନ୍ଧନରେ ହେଉଥିବା ଦୁଲର୍ଭ ମହା ସଂଯୋଗ ହେତୁ ମିଥୁନ ରାଶିର ଲୋକ ମାନଙ୍କର ଜୀବନରୁ ଅର୍ଥ ଶଙ୍କଟ ଶେଷ ହେବାକୁ ଯାଉଛି । ହଠାତ୍ ଟଙ୍କା ଲାଭ ଆପଣଙ୍କୁ ଧନୀ କରିପାରେ । ଆପଣଙ୍କ ଆର୍ଥିକ ସ୍ଥିତିରେ ବହୁତ ଉନ୍ନତି ହେବ । ପୂର୍ବ ଅପେକ୍ଷା ଅଧିକ ଧନ ସଞ୍ଚୟ କରିବାକୁ ସକ୍ଷମ ହେବେ । ଆର୍ଥିକ ଲାଭର ସମ୍ଭାବନା ମଧ୍ୟ ରହିଅଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *