ଏସବିଆଇ ଗ୍ରାହକଙ୍କୁ ବଡ଼ ଝଟକା । ଏସବିଆଇ ରେ ଖାତା ଥିଲେ ଏବେ ହିଁ ଦେଖନ୍ତୁ…

sbi 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏସବିଆଇ ଗ୍ରାହକଙ୍କୁ ବଡ ଝଟକା । ଆପଣଙ୍କ ଜମା ଟଙ୍କା ଉପରେ କଟିବ ଚାର୍ଜ । ଯଦି ଆପଣ ଜଣେ ମଧ୍ୟ ଷ୍ଟେଟ ବ୍ୟାଙ୍କ ଗ୍ରାହକ ଆଉ ଆପଣ ଏଥିରେ କାରବାର କରୁଛନ୍ତି ତେବେ ଜାଣି ରଖନ୍ତୁ ଏବେ ଏବେ ଆସୁଛି ଆଉ କିଛି ବଡ଼ ଖବର ଯାହାକି ଆପଣଙ୍କୁ ଲାଗିଲା ବଡ ଝଟକା । ଦେଶର ସର୍ବୋବ୍ରୁହତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆପଣ ଗ୍ରାହକ ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ ।

ତେବେ ଏସବିଆଇ ର ଏକ ନିୟମ ଅନୁଯାୟୀ ଯେଉଁ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଟଙ୍କା ଜମା କରାଯାଇଥାଏ ସେହି ଗ୍ରାହକଙ୍କ ଆକାଉଣ୍ଟ ରୁ ଚାର୍ଜ ମଧ୍ୟ କଟାଯାଇ ଥାଏ । କ୍ୟାସ ଡିପୋଜିଟ ମେସିନରୁ ଟଙ୍କା ଜମା କରିବା ଉପରେ ଏହି ଚାର୍ଜ ଆଦାୟ କରାଯାଏ । ନଗଦ ଜମା ମଧ୍ୟ ତାଙ୍କ ଏଟିଏମ ମେସିନ ପରି। ଅଧିକାଂଶ ଏସବିଆଇ ଏଟିଏମ ମେସିନ ପାଖରେ ନଗଦ ଜମା ମେସିନ ରହିଛି । ଆପଣ ଏଥିରେ ନଗଦ ଜମା କରିପାରିବେ ।

sbi

ବ୍ରାଞ୍ଚକୁ ନଯାଇ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ଆପଣ ଏହି ମେସିନର ବ୍ୟବହାର କରିପାରିବେ । ପୁଣି ନୂଆ ନିୟମ ମୁତାବକ ଏହି ମେସିନରେ ଜମା କରିବା ପରେ ତୁରନ୍ତ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସେ । ତେବେ ୨୫ଟଙ୍କା ଏଥିରୁ ଅଧିକ ଜମା ଶ୍ଲୋକ କଟାଯାଏ । ତେବେ ଟଙ୍କା ପରିମାଣ ହିସାବରେ ଏହି ଚାର୍ଜ ମଧ୍ୟ ବୃନ୍ଧି ହୋଇଯାଏ ।

ତେବେ ପ୍ରତି କାରପର ସୀମା ୪୯ ହଜାର ୯ଶହ ଟଙ୍କା ରହିଛି । ଆପଣ ଏହି ମେସିନ ସହିତ ଆପଣଙ୍କ ପିଏଫ୍ ଆରଡି ଏବଂ ଋଣ ଆକାରରେ ନକଦ ଟଙ୍କା ଜମା କରିପାରିବେ । ହେଲେ ବଡ ନିୟମ ଅନୁଯାୟୀ ଖୁବ୍ ଶୀଘ୍ର ଏହି ଟଙ୍କା ବ୍ରୁନ୍ଧି ପାଇବାକୁ ଯାଉଛି । ଅର୍ଥାତ୍ ୨୫ପରିବର୍ତ୍ତେ ଏହା ମଧ୍ୟ ଆହୁରି ବୃନ୍ଧି ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *