ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଖନ୍ତୁ ଏଣିକି ବଡ ଖବର । ଏଣିକି ଏଥର ବର୍ଷକୁ ୨ଥର ହେବ ବୋର୍ଡ ପରୀକ୍ଷା । ତେବେ ରାଜ୍ୟରେ ପଢୁଥିବା ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ଅର୍ଥାତ୍ ଦଶମ ପରୀକ୍ଷା ଲାଗି ଆସିଗଲା ଆଉ କିଛି ବଡ ଘୋଷଣା। ଯାହା ଆପଣମାନେ ସମସ୍ତେ ଜାଣି ରଖିବା ଜରୁରୀ । ଏଣିକି ଏମାନଙ୍କର ହେଉଛି ୨ଥର ବୋର୍ଡ ପରୀକ୍ଷା । ତେବେ ଶେଷକୁ ନିଆଯିବ ଫଳାଫଳ ।
ଏଣିକି ବର୍ଷକୁ ୨ଥର ହେବ ବୋର୍ଡ ପରୀକ୍ଷା । ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ ୨୦୨୪ରୁ ଏହା ଲାଗୁ କରିବାକୁ ଶିକ୍ଷା ମନ୍ତ୍ରାଳୟ ଯୋଜନା ପ୍ରସ୍ତୁତ କରିଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାପ ହ୍ରାସ କରିବାକୁ ଏହିଭଳି ପଦକ୍ଷେପ ନିଆଯାଇଛି । ତେବେ ଦୁଇଟି ବୋର୍ଡ ପରୀକ୍ଷା ମଧ୍ୟରୁ ଶ୍ରେଷ୍ଠକୁ ବିଚାରକୁ ନିଆଯିବ । ଏଥିସହ ଏକାଦଶ ଓ ଦ୍ୱାଦଶ ରେ ପିଲାମାନେ ଦୁଇଟି ଭାଷାରେ ପଢିବେ ।
ଏହି ଦୁଇଟି ଭାଷାରୁ ଛାତ୍ରଛାତ୍ରୀ ଗୋଟିଏ ଭାଷାରେ ପଢିବା ବାଧ୍ୟତାମୂଳକ । ପିଲାମାନେ ଏବେ କଳା, ବାଣିଜ୍ୟ, ବିଜ୍ଞାନର ସିମୀତ ନରହି ସେମାନଙ୍କ ପସନ୍ଦ ଅନୁଯାୟୀ ପଢିବେ । ସେହିପରି ଏକାଦଶ ଓ ଦ୍ବାଦଶ ଛାତ୍ରଛାତ୍ରୀ ମାନେ ଷ୍ଟିମ୍ କୁ ନିଜ ନିଜ ବିଷୟରେ ବାଛିବାକୁ ବାଧ୍ୟ ହୋଇଥାନ୍ତି ହେଲେ ଆଉ ସେ କଟକଣା ରହିବ ନାହିଁ । ଏଣିକି ଛାତ୍ରଛାତ୍ରୀ ମାନେ ସେମାନଙ୍କ ପସନ୍ଦ ଅନୁସାରେ ବିଷୟବସ୍ତୁ ବାଛିବାର ସୁବିଧା ରହିବ ।
ଏହା ବ୍ୟତୀତ ପାଠ୍ୟ ପୁସ୍ତକରେ କଭର କରିବା ପ୍ରଥାରୁ ମୁକ୍ତି ପାଇଁବେ ଓ ପାଠ୍ୟ ପୁସ୍ତକ ଦାମ୍ ମଧ୍ୟ ଶସ୍ତା କରାଯିବ । ଏଣିକି ଏମାନଙ୍କର ବର୍ଷକୁ ୨ଥର ହେବ ବୋର୍ଡ ପରୀକ୍ଷା । ଏହି ଦୁଇଟି ଭାଷାରୁ ଛାତ୍ରଛାତ୍ରୀଙ୍କୁ ଗୋଟିଏ ପଢିବା ବାଧ୍ୟତାମୂଳକ । ଏଣିକି ଛାତ୍ରଛାତ୍ରୀ ମାନେ ନିଜ ପସନ୍ଦରେ ବିଷୟ ବସ୍ତୁ ରଖି ପାରିବେ । ଏଣିକି ବଡ ଅପଡେଟ୍ ମୁତାବକ ଏଣିକି ଛାତ୍ରଛାତ୍ରୀ ମାନେ ବର୍ଷକୁ ୨ଥର ବୋର୍ଡ ପରୀକ୍ଷା ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।