ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନାସା ଆଗାମୀ ବର୍ଷ ପାଇଁ ଦେଇଛି ସତର୍କବାଣୀ । ଆସନ୍ତା ବର୍ଷ ହେବ ସବୁଠୁ ଉତ୍ତପ୍ତ ବର୍ଷ । ସମସ୍ୟା ଆହୁରି ଉତ୍କଟ ହେବ ବୋଲି ସାରା ବିଶ୍ବକୁ ଚେତାଇଲା ନାସା । ଆମେରିକାର ଆନ୍ତରିକ ନାସା ଆସନ୍ତା ବର୍ଷ ପାଇଁ ଦେଇଛି ସତର୍କବାଣୀ । ୧୮୮୦ ପରେ ଚଳିତ ବର୍ଷ ସବୁଠୁ ଉତ୍ତପ୍ତ ବର୍ଷ ଥିବା ବେଳେ ଆସନ୍ତା ବର୍ଷ ଏହି ସମସ୍ୟା ଆହୁରି ଉତ୍କଣ୍ଟ ହେବ ବୋଲି ସାରା ବିଶ୍ବକୁ ଚେତାବନୀ ଦେଇଛି । ଏଭଳି ହେଲେ ଅନେକ ଧନ ଜୀବନ ହାନୀ ହେବ ବୋଲି ଆକଳନ କରିଛନ୍ତି ନାସା ମୁଖ୍ୟ ବିଲ୍ ନେଲସନ ।
ନାସାର ସର୍ବକ୍ଷଣ ରିପୋର୍ଟ ମୁତାବକ ଚଳିତବର୍ଷ ଜୁଲାଇ ୩ ରୁ ଅଗଷ୍ଟ ୭ଯାଏ ସବୁଠୁ ଉତ୍ତପ୍ତ ସମୟ ଥିଲା । ଫଳରେ ସାରା ବିଶ୍ୱରେ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଇଛି । ଅନେକ ୟୁରୋପୀୟ ଦେଶ ମାନଙ୍କରେ ଜଙ୍ଗଲ ପୋଡ଼ି ଧ୍ୱଂସ ହୋଇଯାଇଛି । ତ ଆଉ ଅନେକ ସ୍ଥାନରେ ବନ୍ୟା ସାଙ୍ଗକୁ ବସ୍କଳନ ଜନ ଜୀବନକୁ ଛାରଖାର କରିଦେଇଛିନ । ଏସବୁ ତାପମାତ୍ରାରେ ଅସାମାନ୍ୟ ବୃନ୍ଧି ଯୋଗୁଁ ଘଟୁଛି । ଅତିଶୟ ମାତ୍ରାରେ କାର୍ବନ ଡାଇଅକ୍ସାଇଡ୍ ସହ ଏଲିନ ମିଶି ଥିବାରୁ ଏଭଳି ସମସ୍ୟା ହେଉଛି ।
୨୦୨୪ରେ ଏହା ଆହୁରି ବଢିବ । ଫଳରେ ପ୍ରାକୃତିକ ବିପର୍ଯ୍ୟୟ ଘଟିବ ବୋଲି ସତର୍କ କରିଛନ୍ତି ନାସା ମୁଖ୍ୟ । ଏହି ସମୟରେ ସମଗ୍ର ଦେଶରେ ଅନେକ ସ୍ଥାନରେ ବିଭିନ୍ନ ପ୍ରକାରର ବିପର୍ଯ୍ୟୟ ଦେଖାଦେବ । ଯେଉଁଥିପାଇଁ ପୃଥିବୀରେ ତାପମାତ୍ରା ବୃନ୍ଧି ପାଇଛି । ନାସାର ମୁଖ୍ୟ ୱେଲ୍ ନେଲସନ କହିଛନ୍ତି ନାସାର ତଥ୍ୟ ନିଶ୍ଚିତ କରେଯେ ଚଳିତ ବର୍ଷ କୋଟି କୋଟି ଲୋକ ଭୟଙ୍କର ଉତ୍ତାପ ସହିଛନ୍ତି । ରେକର୍ଡରେ ଜୁଲାଇ ହେଉଛି ସବୁଠାରୁ ଗରମ ମାସ । ଏହା ଆମେରିକା ହେଉ କି ଅନ୍ୟ ଦେଶ ୱିଲ କହିଛନ୍ତି ।
ଜଳବାୟୁ ଶଙ୍କଟ ସହ ସମସ୍ତେ ମୁକାବିଲା କରୁଛନ୍ତି । ସମସ୍ତଙ୍କୁ ଏହାର ବିଜ୍ଞାନ ବୁଝିବାକୁ ପଡିବ । ନଚେତ୍ ପୃଥିବୀ ବଞ୍ଚିବା ପାଇଁ ଫିଟ୍ ହେବ ନାହିଁ । ଆମକୁ ନିଜ ସହିତ ପୃଥିବୀ ଓ ପରିବେଶକୁ ବଞ୍ଚାଇବାକୁ ପଡିବ । ଏହି ବର୍ଷ ଜୁଲାଇ ୩ ରୁ ଅଗଷ୍ଟ ୭ପ୍ରର୍ଯ୍ୟନ୍ତ ଲଗାତାର ୩୬ଦିନ ଧରି ଭୟଙ୍କର ଉତ୍ତାପ ଦେଖା ଦେଇଥିଲା । ତାପମାତ୍ରା ଖୁବ୍ ଅଧିକ ଥିଲା । ବାୟୁ ମଣ୍ଡଳକୁ ଯାଉଥୁବା କାର୍ବନ ନିର୍ଗମନ ଏବଂ ଏହା ସହିତ ଏଲନିନୋ ର ପ୍ରଭାବଏହି ଦୁଇଜଣ ମିଶି ସମଗ୍ର ବିଶ୍ୱରେ ଉତ୍ତପ୍ତ ବୃନ୍ଧି କରେଇଛନ୍ତି ।
ଆମେରିକା ଠାରୁ ଚୀନ ପର୍ଯ୍ୟନ୍ତ କୌଣସି ଅଞ୍ଚଳ ଥଣ୍ଡା ନୁହେଁ । ତାପମାତ୍ରା ସ୍ୱଭାବିକ ଠାରୁ ଅଧିକ ହୋଇଛି । ଉତ୍ତପ ଯୋଗୁ ଚାଇନାରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି । ନାସା କହିଛି ଆସନ୍ତା ବର୍ଷ ମଧ୍ୟ ଏଲନିନୋର ପ୍ରଭାବ ଦ୍ରୁଶ୍ୟମାନ ହେବ । ୨୦୨୪ରେ ଅଧିକ ଉତ୍ତାପ ହେବ । ଯଦି ତାପମାତ୍ରା ୧.୧ସେଲସିୟସ ବଢିଯାଏ ତେବେ ଅସୁବିଧା ହେବ । ବର୍ତ୍ତମାନ ତାପମାତ୍ରାରେ ୦.୪ ସେଲସିୟସ ବୃନ୍ଧି ରେକର୍ଡ କରାଯାଇଛି । ଏଲନିନୋ ଆସନ୍ତା ବର୍ଷ ଅନେକ ଅସୁବିଧା ଆଣିବ । ଆମ ଭାବନାରୁ ଅଧିକ ଗରମ ଅନୁଭୂତ ହେବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।