କେନ୍ଦ୍ରୀୟ ସୁରକ୍ଷା କର୍ମୀଙ୍କ ଉପରେ ଲାଗିଲା ପ୍ରତିବନ୍ଧକ । ଆଉ ୟୁନିଫର୍ମରେ ରିଲ୍ସ କରିପାରିବେ ନାହିଁ ।

Reels

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେନ୍ଦ୍ରୀୟ ସୁରକ୍ଷା କର୍ମୀଙ୍କ ଉପରେ ପ୍ରତିବନ୍ଧକ । ଆଉ ୟୁନିଫର୍ମରେ ରିଲ୍ସ କରିପାରିବେ ନାହିଁ । ସୋସିଆଲ ମିଡିଆକୁ ନେଇ ଗାଇଡ ଲାଇନ୍ ଜାରି । ୟୁନିଫର୍ମରେ ରିଲ୍ସ କରିବା ଯବାନଙ୍କୁ ମନା । କେନ୍ଦ୍ରୀୟ ସୁରକ୍ଷା କର୍ମୀ ୟୁନିଫର୍ମରେ ରିଲ୍ସ କରିପାରିବେ ନାହିଁ । ସୋସିଆଲ ମିଡିଆ ଗାଇଡ ଲାଇନ୍ ନମାନିଲେ କାର୍ଯ୍ୟାଷ୍ଠାନ ନେବ କେନ୍ଦ୍ରୀୟ ଗୋଇନ୍ଦା ଶସ୍ତା । ସୁରକ୍ଷା କର୍ମୀଙ୍କ ପାଇଁ ଗାଇଡ ଲାଇନ୍ ଜାରି କରାଯାଇଛି ।

କୌଣସି ସୁରକ୍ଷା କର୍ମୀ ୟୁନିଫର୍ମରେ ଭିଡିଓ କି ରିଲ୍ସ କରିପାରିବେ ନାହିଁ ସିଆରପିଏଫ ଯବାନ ମାନଙ୍କୁ କହିଛି ସେମାନେ ନବୁଝି ନ ବିଚାରି ଅନଲାଇନ ରେ ଫ୍ରେଣ୍ଡସିପ୍ କରନ୍ତୁ ନାହିଁ । ଏହା ସହିତ ସମ୍ବେଦନଶୀଳ ସ୍ଥାନରେ ଭିଡିଓ ବି ଅପଲୋଡ଼ କରିପାରିବେ ନାହିଁ । ଜାରି କରାଯାଇଥିବା ଚିଠିରେ କୁହାଯାଇଛି କି ବହୁ ଯବାନ ନିଜ ୟୁନିଫର୍ମରେ ଭିଡିଓ କିମ୍ବା ଫଟୋ ସୋସିଆଲ ମିଡିଆରେ ଅପଲୋଡ଼ କରୁଛନ୍ତି ।

Uniform

ଅନେକ ଲୋକଙ୍କୁ ମେସେଜ କରୁଛନ୍ତି । ତେଣୁ କେନ୍ଦ୍ରୀୟ ଗୋଇନ୍ଦା ଶସ୍ତା ଅଲଗା ଅଲଗା ଅର୍ଥ ସୈନିକ ବଳ ଏବଂ ପୋଲିସ୍ ଫୋର୍ସ ଜାରି କରାଯାଇଛି । କେନ୍ଦ୍ରୀୟ ପ୍ରତିରକ୍ଷା ଫୋର୍ସର ଯବାନଙ୍କ ଲାଗି ସିଆରପିଏଫ ଙ୍କ ତରଫରୁ କଡା ନିର୍ଦ୍ଦେଶାନାମା ଜାରି କରାଯାଇଛି । ଯବାନ ମାନେ ଫଟୋ, ଭିଡିଓ ସୋସିଆଲ ମିଡିଆରେ ଅପଲୋଡ଼ କରିବା ଯୋଗୁଁ ଅନେକ ସମସ୍ୟା ଉପୁଜୁଛି। ଏହି କାରଣରୁ ସେମାନେ ହନିଟ୍ରାପର ଶିକାର ହୋଇପଡୁଛନ୍ତି ।

ସିଆରପିଏଫ ଏହାକୁ ଗମ୍ଭୀରତାର ସହ ଏହାର ଯବାନ ମାନଙ୍କ ପାଇଁ ନିର୍ଦ୍ଦେଶ ଜାରି କରିଛି । ଏହି ନିର୍ଦ୍ଦେଶ ଯେଉଁମାନେ ପାଳନ ନକରିବେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ପ୍ରଣୟନ କରାଯିବ । ସମସ୍ତ ଯବାନଙ୍କୁ ନିଷେଧାଞ୍ଚଳରେ ଭିଡିଓ, ଫଟୋ ସୋସିଆଲ ମିଡିଆରେ ଅପଲୋଡ଼ କରିବାକୁ ମନା କରାଯାଇଛି । ଡିଉଟି ସମୟରେ ସୋସିଆଲ ମିଡିଆର ବ୍ୟବହାର ନକରିବା ସହିତ କୈଣସି ସମ୍ବେଦନଶୀଳ କଥା ସେୟାର ନକରିବାକୁ ମଧ୍ୟ କୁହାଯାଇଛି ।

ଆଇପିବିପି ଏବଂ ପିଏସ ଯବାନଙ୍କୁ କୁହାଯାଇଛି ଯେ ସୀମା ପାଖ ଅଞ୍ଚଳରେ ଭିଡିଓ କରିବା ମନା । ଏହି ମାମଲା ଦେଶର ସୁରକ୍ଷା ସହିତ ଜଡିତ । ଚଳିତମାସ ଜଣେ ସିଆରପିଏଫ ଯବାନ ଜଣେ ହନିଟ୍ରାପରେ ଫସିଥିଲେ । ପାକିସ୍ତାନର ଜଣେ ମହିଳାଙ୍କ ସହିତ ସମ୍ପର୍କ ରଖି ଅନେକ ସମ୍ବେଦନଶୀଳ ତଥ୍ୟ ଦେଉଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *