ସ୍କୁଲରେ ମଦ ମାଂସ ଖାଇ ହରଡ଼ ଘଣାରେ ଶିକ୍ଷକ I ମାଂସକୁ ଚାଟି ଚାଟି ଖାଉଥିଲେ ସାର, ଦେଖିଦେଲେ ଲୋକେ I

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଂସ ତରକାରୀକୁ ମଦ ପିଉଥିଲେ ସାର୍ । ହେଲେ ଦେଖିଦେଲେ ୱାର୍ଡ ମେମ୍ବର । ଏବେ ହଡବଡେଇ ଗଲେ ସାର୍ । ସେପଟେ ଛୁଆମାନେ ଦେଖୁଛନ୍ତି ଆଉ ଏପଟେ ସାର ମଦ, ମାଂସ ଖାଉଛନ୍ତି । ଅପରାହ୍ନ ୨ଟା ବାଜିଲାଣି କିନ୍ତୁ ଏପଟେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଏପର୍ଯ୍ୟନ୍ତ ଦିଆଯାଇ ନାହିଁ । କିନ୍ତୁ ସାର୍ ସେପଟେ ମଦ, ମାଂସରେ ମସଗୁଲ ।

ସାର୍ ପୁରା ଚାଟେଇ ଚାଟେଇ ଖାଉଛନ୍ତି ମାଂସକୁ । ଆଉ ଯେତେବେଳେ କ୍ୟାମେରା ପଡୁଛି ହଡବଡେଇ ଯାଉଛନ୍ତି ସାର । ଯେତେବେଳେ ଏହି ଘଟଣା ପ୍ରଶାସନ ଆଖିରେ ପଡିବ ସେତେବେଳେ ସାରଙ୍କ ନିଶା ଉତୁରିଯିବ । ସାରଙ୍କୁ କୁଆଡେ ଟିକେ ଟିକେ ନିଶା ଧରିଛି । କାରଣ ଏଇ ଏବେ ଏବେ ମାଲଟା ପକେଇଛନ୍ତି । ତେବେ କୁନି କୁନି ପିଲାମାନେ ଏହି ସ୍କୁଲକୁ ଆସୁଛନ୍ତି ନିଜର ଭବିଷ୍ୟତ ଗଢିବା ପାଇଁ କିନ୍ତୁ ଏପଟେ ସାର୍ ମଦ ପିଁ ମସଗୁଲ ରହୁଛନ୍ତି ।

ଏବେ ପିଲାମାନଙ୍କୁ ପାଠ ପଢେଇବେ କ’ଣ ଏବେ ଖାଲି ନିଶାରେ ଟଳମଳ ହେବେ ସା ର୍। ତେବେ ଏଭଳି ଘଟଣା ଆଜିର କି କାଲିର ନୁହଁ ଏଭଳି ଦୀର୍ଘ ଦିନ ହେବ ସ୍କୁଲରେ ମଦ ପିଉଛନ୍ତି ସାର୍ । ଏଭଳି ଘଟଣା ଦେଖିବାକୁ ମିଳିଛି ବୌନ୍ଧ ଜିଲ୍ଲାର ମହାଲିକପଡା ପଞ୍ଚାୟତର ଅନ୍ତର୍ଗତ ଜାପର ସ୍କୁଲରେ । ଶିକ୍ଷକ ମହାଶୟ ମଦ ପିଇବାରେ ବ୍ୟସ୍ତ ।

sir 1

ପିଲାଙ୍କୁ ପାଠ ପଢାଇବା ବଦଳରେ ନିଶା ଖାଇବାରେ ବ୍ୟସ୍ତ । ତେବେ ଏହି ଘଟଣା ସିଆରସିସି ଓ ବିଓ ଦେଖିବା ପରେ ଏ ଶିକ୍ଷକ ମହାଶୟଙ୍କ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି କେବଳ ତାଙ୍କୁ ହିଁ ଅପେକ୍ଷା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *