ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପଢୁଥୁବା ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ଏବେ ଏବେ ଆସିଲା ଆଉ କିଛି ବଡ ଖବର । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବାକୁ ଯାଉଛି ଆଉ କିଛି ନୂଆ ସୁବିଧା । ପିଏମ୍ ପୋଷଣ ଅଧିନ ଯୋଜନାରେ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ତାଲିକାରେ ପରିବର୍ତ୍ତନ କରାଯାଇଛି ।
ଏବେ ପିସା ମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସପ୍ତାହରେ ୪ଦିନ ଡାଲି ଜାତୀୟ ଖାଦ୍ୟ ସହିତ ବିଭିନ୍ନ ପନିପରିବା ସାମିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମୌଳିକ ଶିକ୍ଷା ପରିଶୋଧ ର ତରଫରୁ ଜାରି ହୋଇଥିବା ନୂଆ ମେନୁ ଆଧାରରେ ପିଲାଙ୍କ ପୋଷାକ ତତ୍ତ୍ୱରେ ଭରପୁର ଶ୍ରୀଅନ୍ନ ମଧ୍ୟ ପ୍ରଦାନ କରାଯିବ । ତେବେ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ପିଲାଙ୍କ ମିଡ୍ ଡେ ମିଲ୍ ଯୋଜନା ଅଧିନରେ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଛି ।
ପିଲା ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ସ୍ତରକୁ ବୃନ୍ଧି କରିବା ଏହାର ଏକମାତ୍ର ଲକ୍ଷ ଏବଂ ଉଦ୍ଦେଶ୍ୟ । ତେବେ ଏହି ଯୋଜନାରେ ବର୍ତମାନ ଏକ ନୂଆ ଖାଦ୍ୟ ସାମିଲ କରାଯାଉଛି । ପୂର୍ବରୁ ସପ୍ତାହରେ ଦୁଇ ଦିନ ଡାଲି ଦିଆଯାଉଥିବା ବେଳେ ବର୍ତ୍ତମାନ ଏହାକୁ ୪ଦିନ ପର୍ଯ୍ୟନ୍ତ ବୃନ୍ଧି କରାଯାଉଛି । ତେବେ ଏହା ମଧ୍ୟ ଉତ୍ତର ପ୍ରଦେଶ ସରକାର ଲାଗୁ କରିଦେଇଛନ୍ତି । ଖୁବ୍ ଶୀଘ୍ର ଆମ ଓଡିଶାରେ ଲାଗୁ ହେବାକୁ ଯାଉଛି ।
ଏହାଛଡା ସପ୍ତାହରେ ଗୋଟିଏ ଦିନ ମଧ୍ୟାହ୍ନ ଭୋଜନରେ ପିଲା ମାନଙ୍କୁ ବଜାରରେ ପ୍ରସ୍ତୁତ ଖେଚୁଡ଼ି ମଧ୍ୟ ଦିଆଯିବ । ତେବେ ମୌଳିକ ଶିକ୍ଷା ପରିଶୋଧ ତରଫରୁ ମଧ୍ୟାହ୍ନ ଭୋଜନ ମେନୁ କୁ ପରିବର୍ତ୍ତନ କରି ସପ୍ତାହକୁ ଗୋଟିଏ ଦିନ ମୁଗ ଡାଲି ଏବଂ ମୌସୁମୀ ଜନିତ ପନିପରିବା ଯୁକ୍ତ ଖେଚୁଡ଼ି ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।