ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିନକ ପରେ ଚନ୍ଦରେ ଲ୍ୟାଣ୍ଡ କରିବ ଚନ୍ଦ୍ରାନ୍ତି । ୨୩ ତାରିଖ ସଂନ୍ଧ୍ୟା ୬.୦୪ ମିନିଟ୍ ରେ ଚନ୍ଦ୍ର ପ୍ରୁଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରାନ୍ତି । ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ଠାରୁ ସବୁଠାରୁ କମ୍ ୨୫ କିଲୋମିଟର ଦୂରରେ ଏବେ ପ୍ରତିକ୍ଷଣ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଇର୍ଷର ଯୋଜନା ଅନୁଯାୟୀ ଚନ୍ଦ୍ରାନ ଯାତ୍ରା କରୁଛି ।
ଏହାରି ଭତରେ ଚନ୍ଦ୍ରାନ -୩ ର ଦ୍ବିତୀୟ ପର୍ଯ୍ୟାୟ ଡିସଟ୍ରିବୁଟରଙ୍ଗ୍ ସଫଳତାର ସହ ଶେଷ ହୋଇଛି । କକ୍ଷ ପଥର ଆକାର ହ୍ରାସ କରିବା ପରେ ଏବେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ଠାରୁ ସବୁଠୁ କମ୍ ୨୫ ଓ ସବୁଠାରୁ ଅଧିକ ୧୩୪ କିଲୋମିଟର ଦୂର କକ୍ଷପଥରେ ପ୍ରତିକ୍ଷଣ କରୁଛି । ୨୩ ତାରିଖ ସଂନ୍ଧ୍ୟା ୬ଟା ୪ ମିନିଟ ରେ ଚନ୍ଦ୍ର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରାତ୍ରି ।
ଚନ୍ଦ୍ରାନ୍ତି ମିଶନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ବିକ୍ରମ ଲ୍ୟାଣ୍ଡର । ଏହି ଲ୍ୟାଣ୍ଡର ଚନ୍ଦ୍ର ପ୍ରୁଷ୍ଠରେ ସୁରକ୍ଷିତ ଅବତରଣ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥିରେ ଏକାଧିକ ଥର ବା ଗତିରୋଧକ ଖଞ୍ଜା ଯାଇଛି । ଯାହା ଲ୍ୟାଣ୍ଡ କରିବା ସମୟରେ ଚନ୍ଦ୍ରର ମାଧ୍ୟା କର୍ଷଣ ଶକ୍ତି ବିରୋଧରେ କାମ କରିବ । ଏବଂ ଲ୍ୟାଣ୍ଡରକୁ ସ୍ୱପ୍ଟ ଲ୍ୟାଣ୍ଡିଂ କରିବାରେ ସହାୟକ ହେବ ।
ଲ୍ୟାଣ୍ଡର ଅବତରଣ କରିବା ପରେ ସେଥିରୁ ପ୍ରଗ୍ୟାନ ରୋବର ବାହାରି ଚନ୍ଦ୍ର ପ୍ରୁଷ୍ଠର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ସୂଚନା ପଠାଇବ । ଏହା ୧୪ଦିନ ପର୍ଯ୍ୟନ୍ତ କାମ କରିବ । ଏପଟେ ପ୍ରପୁଲେସନ ମଡୁଲ ବର୍ଷ ବର୍ଷ ଧରି ସୌରମଣ୍ଡଳ ବାହାରିଥିବା ଗ୍ରହ ସମ୍ପର୍କରେ ତଥ୍ୟ ପଠାଇବ । ଯାହାକୁ ଆଧାର କରି ଚନ୍ଦ୍ରର ସ୍ଥିତି, ବସବାସ ଉପଯୁକ୍ତ କି ନୁହଁ ବୈଜ୍ଞାନିକ ମାନେ ଗବେଷଣା କରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।