ହଠାତ୍ ନିଜକୁ ମ୍ୟାରେଡ କହିଲେ ଅଭିନେତ୍ରୀ ରଶ୍ମିକା ମନ୍ଦନା । ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନିଜକୁ ମ୍ୟାରେଡ କହିଲେ ଅଭିନେତ୍ରୀ । ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି ରଶ୍ମିକା । ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦନା ବଲିଉଡ ଇଣ୍ଡଷ୍ଟ୍ରି ହେଉ କି ସାଉଥ୍ ଇଣ୍ଡଷ୍ଟ୍ରି ସବୁଥିରେ ଚର୍ଚ୍ଚାରେ ରୁହନ୍ତି । ରଶ୍ମିକା ମନ୍ଦନାଙ୍କୁ ସମସ୍ତଙ୍କ ନ୍ୟାସନାଲ କ୍ରସ ବୋଲି କୁହାଯାଏ । ସେ ତାଙ୍କ ଫିଲ୍ମ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି ।

ପ୍ରାୟତଃ ତାଙ୍କୁ ବିଜୟ ଦେବରକୁଣ୍ଡାଙ୍କ ସହ ଦେଖିବାକୁ ମିଳିଥାଏ । ଏବେ ପୁଣି ରଶ୍ମିତା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଆସିଛନ୍ତି । କାରଣ ନିକଟରେ ଏକ ଇଣ୍ଟରଭିୟ୍ୟୁ ରେ ରଶ୍ମିକାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପଚାରି ଯାଇଥିଲା । ରଶ୍ମିକା ଏହାର ଉତ୍ତରରେ କହିଥିଲେ ଯେ ସେ ମ୍ୟାରେଜ କରିସାରିଛନ୍ତି । ତାଙ୍କର ଉତ୍ତର ଶୁଣି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାପରେ ରଶ୍ମିକା କହିଥିଲେ ସେ ଜାପାନୀ ଏନମି ସିରିଜରେ ମୁଖ୍ୟ ଚରିତ୍ରରେ ଥିବା ନାରୋଟକ ସହ ମ୍ୟାରେଜ କରିଛନ୍ତି ।

Rashmika 1

ଏହି କଥା ଶୁଣି ସେହି ଇଣ୍ଟରଭିୟ୍ୟୁ ରେ ଥିବା ସମସ୍ତ ଲୋକ ହସିବାକୁ ଲାଗିଥିଲେ । ପରେ ଜଣା ପଡିଥିଲା ଯେ ଅନ୍ୟ ଲୋକଙ୍କ ପରି ରଶ୍ମିକା ମଧ୍ୟ ଜାପାନୀ ଏନମି ସିରିଜ ନାରୋଟକ ଫ୍ୟାନ୍ । ରଶ୍ମିକା ସେହି ଇଣ୍ଟରଭିୟ୍ୟୁ ରେ କହିଥିଲେ ତାଙ୍କ ଦିଲ୍ଲ ନାରୋଟକ ପାଖରେ ରହିଛି ଏବଂ ସେ ତାଙ୍କ ପସନ୍ଦର ଚରିତ୍ର । ସେଥିପାଇଁ ରଶ୍ମିକାଙ୍କ ଇଛା ଯେ ଏନମି ସିରିଜର ହୀନାତାଙ୍କ ଭଳି ହେବାକୁ ଚାହାଁନ୍ତି ।

ରଶ୍ମିକାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ ସେ ତାଙ୍କ କ୍ୟାରିୟର ଆରମ୍ଭରୁ ରକ୍କିତ୍ ସେଠୀଙ୍କ ସହ ସେ ଥିଲେ । ଏବଂ ସେ ଦୁହିଁଙ୍କର ମ୍ୟାରେଜ ମଧ୍ୟ ହୋଇଥାନ୍ତା । ହେଲେ କୌଣସି କାରଣରୁ ତାଙ୍କର ରକ୍କିତ୍ ସେଠୀଙ୍କ ସହ ମ୍ୟାରେଜ ହୋଇପାରିନଥିଲା । ରଶ୍ମିକା ଏବଂ ରକ୍କିତଙ୍କ ସମ୍ପର୍କ ଏକ ବର୍ଷ ମଧ୍ୟରେ ଭାଙ୍ଗି ଯାଇଥିଲା ।

ରଶ୍ମିକାଙ୍କ ଫିଲ୍ମ କ୍ୟାରିୟର କଥା କହିଲେ ସେ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ଲୋକପ୍ରିୟ ଅଭିନେତ୍ରୀ । ବର୍ତ୍ତମାନ ଫିଲ୍ମ ଆନିମଲ ରେ ବହୁ ଶୀଘ୍ର ରଶ୍ମିକା ଓ ବଲିଉଡ ଷ୍ଟାର ରନବୀର କପୁର ଏକା ସବ ନଜର ଆସିବେ । ଏହି ଫିଲ୍ମ ଡିସେମ୍ବର ୧୧ରେ ସିନେମା ହଲରେ ରିଲିଜ ହେବ । ଫିଲ୍ମରେ ରଶ୍ମିକା, ରନବୀରଙ୍କ ବ୍ୟତୀତ ଏଥିରେ ଅନିଲ୍ କପୁର, ବବି ଦଓଲ,ଶକ୍ତି କପୁର ଭଳି କଳାକାର ମଧ୍ୟ ନଜର ଆସିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *