ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମହଙ୍ଗା ପଡିଲା ଚନ୍ଦ୍ରାୟନ- ୩ ମିଶନକୁ ପରିହାସ । ଅଭିନେତା ପ୍ରକାଶ ରାଜଙ୍କ ବିରୋଧରେ ମାମଲା । ଚନ୍ଦ୍ରାୟନ-୩ ମିଶନ ପରିହାସ କୁ ନିନ୍ଦା କଲେ ଫ୍ୟାନ୍ସ । ଅଭିନେତାଙ୍କୁ ମହଙ୍ଗା ପଡିଲା ପରିହାସ । ଚନ୍ଦ୍ରାୟନ-୩ କୁ ସାରା ଦେଶକୁ ଅପେକ୍ଷା କରି ରହିଥିବା ବେଳେ ଏଭଳି ସମୟରେ ମୋନ ମିଶନକୁ ନେଇ ଅଭିନେତା ପ୍ରକାଶ ରାଜଙ୍କ ପରିହାସକୁ ନାପସନ୍ଦ କରିଛନ୍ତି ଫ୍ୟାନ୍ସ ।
ବଢିବ ଚଳଚ୍ଚିତ୍ର ଅଭିନେତାଙ୍କ ପ୍ରକାଶ ରାଜଙ୍କ ଅଡୁଆ । ଚନ୍ଦ୍ରାୟନ-୩ ବିରୋଧରେ ପୋଷ୍ଟ କରିବା ନେଇ ରୁଜୁ ହୋଇଛି ମାମଲା । ଏବେ ପ୍ରଶ୍ନ ହେଉଛି ସେ କ’ଣ ଏମିତି କଲେ ଯେ ମାମଲା ଏତେ ବଢିଗଲା । ପୋଲିସର ଅଭିଯୋଗ ଅନୁସାରେ ଅଭିଯୋଗକାରୀ ପ୍ରକାଶ ରାଜ ଉପରେ ଚନ୍ଦ୍ରାୟନ-୩ ମିଶନକୁ ପରିହାସ କରିଛନ୍ତି । ଗଗଲ ଗୋଟେ ପୋଲିସ କହିଛି ଯେ ଅଭିଯୋଗରେ ସେ ସାର୍ଟ ଏବ ଲୁଙ୍ଗି ପିନ୍ଧିଥିବା ବ୍ୟକ୍ତିଙ୍କ କାର୍ଟୁନକୁ ସେୟାର କରିଥିଲେ । ଯେଉଁଥିରେ ଜଣେ ବ୍ୟକ୍ତି ଚାଁ ଢାଳୁଛନ୍ତି ।
ଚିତ୍ର ସେୟାର କରିବା ବେଳେ ଲେଖାଥିଲା ଯେ ଚନ୍ଦ୍ରାୟନର ପ୍ରଥମ ଦୃଶ୍ୟ । ଏହା ପରଠାରୁ ଅନେକ ସମାଲୋଚ଼ନାର ସମ୍ମୁଖୀନ ହୋଇଥିଲେ ପ୍ରକାଶ ରାଜ । ଲୋକେ କହିଥିଲେ ଚନ୍ଦ୍ରାୟନ-୩ ମିଶନ ଦେଶର ଗର୍ବ ସହିତ ଜଡିତ ଏହାକୁ ପରିହାସ କରିବା ଉଚିତ୍ ନୁହେଁ । ସୋସିଆଲ ମିଡିଆ ଆକୁର୍ଷର ଶିକାର ହେଉଥିବା ପ୍ରକାଶ ରାଜ ସୋସିଆଲ ମିଡିଆରେ ସ୍ପଷ୍ଟ କରି କହଥିଲେ ଯେ ତାଙ୍କର ଟିପ୍ପଣୀ କେବଳ ଥଟ୍ଟା ଅଟେ । ତାହା ବ୍ୟତୀତ ଆଉ କିଛି ନୁହେଁ ।
ଘ୍ରୁଣା କେବଳ ଘ୍ରୁଣା ଦେଖେ ମୁଁ ଆନଫ୍ଲଙ୍କ ସମୟରୁ ଆମର କେରଳର କେବଳ ଚାଁ ବାଲା ଉତ୍ସବ ପାଳନ କରୁଥିବା ବିଷୟରେ କହିଥିଲି । ଟ୍ରୋଲ ଗୁଡିକ କେଉଁ ଚାଁ ବାଲାଙ୍କୁ ଦେଖିଲେ ମୁଁ ଜାଣିନାହଁ । ସେପଟେ ସୋସିଆଲ ମିଡିଆରେ ଫୋଲରସ୍ ମାନେ କହିଛନ୍ତି ଯେ ଏତେ ବଡ ଅଭିନେତା ଏପରି କାର୍ଯ୍ୟରୁ ନିବୃତ୍ତ ରହିବା ଉଚିତ୍। ବିରୋଧ ତାଙ୍କ ସ୍ଥାନରେ ରହିଛି । ଆପଣ ଦେଶର ଯେକୌଣସି ବ୍ୟକ୍ତିତ୍ୱକୁ ବିରୋଧ କରିପାରିବେ କିନ୍ତୁ ଚନ୍ଦ୍ରାୟନ ମିଶନ ଜଣେ ବ୍ୟକ୍ତିଙ୍କ ପାଇଁ ଉସର୍ଗୀକ୍ରୁତ ନୁହେଁ ବରଂ ଏହାର ସଫଳତା ସମସ୍ତଙ୍କ ପାଇଁ ଗର୍ବର ବିଷୟ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।