16 ଅଗଷ୍ଟ 2023 ରାଶିଫଳ – ବଦଳୁଛି ଆଜିଠୁ ଏହିସବୁ ରାଶିଙ୍କ ଭାଗ୍ୟ ।

rasiphala

ମେଷ ରାଶି- ଆଜି ଆପଣ କେଉଁ ନୂଆ ଯୋଜନା ବନାଇପାରନ୍ତି । ଯେଉଁଥିରେ ସଫଳତା ମିଲିବାର ପ୍ରବଳ ଯୋଗ ଅଛି, ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଉନ୍ନତ ହେବ । ଜୀବନସାଥୀଙ୍କ ସହାୟତାରେ ଆପଣଙ୍କୁ ଫାଇଦା ଦେବ, ନୁଆ ନୁଆ ବ୍ୟକ୍ତିଙ୍କ ସହ ଚିହ୍ନା ପରିଚିତ ବଢିପାରେ, କିନ୍ତୁ ଆପଣ କେଉଁ ଅଚିହ୍ନା ଲୋକଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ । କ୍ୟାରିୟରରେ ଆଗକୁ ବଢିବାର ମଉକା ମିଳିବ , ଯାହାର ଫାଇଦା ଉଠାଇବାର ଅଛି, କପଡା ବେପାର କରୁଥିବା ବେପାରୀଙ୍କୁ ଆଜି ଲାଭ ମିଳିବ, ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କ ଦ୍ୱାରା ପୁରା ସହଯୋଗ ମିଳିପାରିବ ।

ବୃଷ ରାଶି-ଆଜି ଆପଣଙ୍କୁ ଧନଲାଭ ମିଳିପାରେ, ଯଦି ଆପଣ ପୁର୍ବରୁ କେଉଁଠି ପଇସା ବିନିଯୋଗ କରିଛନ୍ତି ତେବେ ତାହା ଫେରିପାରିବେ । ଏହି ରାଶିର ବିଦ୍ୟାର୍ଥୀଙ୍କୁ ନିଜ ପରିଶ୍ରମର ପୁରା ଫଳ ପ୍ରାପ୍ତି ହେବ, ଏହା ସହ କେଉଁ ବି ପ୍ରତିଯୋଗିତା ପରିକ୍ଷାର ଫଳାଫଳ ଭଲ ରହିବ । ଆମଦାନୀର ନୁଆ ସ୍ରୋତ ମିଳିପାରିବ, ନୁଆ ପ୍ରୋଜେକ୍ଟରେ କାମ କରିବା ପୁର୍ବରୁ ସେହି ବିଷୟରେ ବିଶେଷଜ୍ଞଙ୍କ ଉପଦେଶ ନିଅନ୍ତୁ, ଏହା ଆପଣଙ୍କ ପାଇଁ ଫାଇଦାଦାୟକ ରହିବ, ଘର ପରିବାରରେ ସୁଖ ଶାନ୍ତି ରହିବ । ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ପରିବାର ଲୋକଙ୍କ ସହ କେଉଁ ଧାର୍ମିକ ସ୍ଥଳର ଯାତ୍ରା କରିପାରନ୍ତି ।

ମିଥୁନ ରାଶି – ଆଜି ଆପଣଙ୍କ ଦିନ ମିଳାମିଶା ରହିବ । ଆପଣ କେଉଁ ବି କାମକୁ ବ୍ୟସ୍ତତାପୁର୍ଣ୍ଣଭାବେ କରନ୍ତୁ ନାହିଁ, ନହେଲେ କାମଟି ବିଗିଡିପାରେ, ଯଦି ଆପଣ ସଠିକ୍ ଦିଗରେ ପରିଶ୍ରମ କରିବେ ତେବେ ସଫଳତା ନିଶ୍ଚିତ ମିଳିବ, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ । ଅଫିସ୍ ରେ ବଡ ଅଧିକାରୀଙ୍କ ସହ ଭଲ ତାଳମେଳ ବନାଇରଖନ୍ତୁ, କାମକାର୍ଯ୍ୟରେ ଅଧିକା ପ୍ରେସର୍ ଯୋଗୁ ଶାରରୀକ ଥକାପଣ ଅନୁଭବ ହୋଇପାରେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିପାରିବେ । ପ୍ରେମ ସଂବନ୍ଧରେ ମଜବୁତି ଆସିବ ।

କର୍କଟ ରାଶି – ଆଜି ଆପଣଙ୍କ ଦିନ ପୁର୍ବ ଅପେକ୍ଷା ଭଲ ନଜର ଆସୁଛି, କାର୍ଯ୍ୟାଳୟରେ ଅଧିକାରୀ ବର୍ଗଙ୍କ ଠାରୁ ଆପଣଙ୍କୁ ସକରାତ୍ମକ ରେସପୋନ୍ସ ମିଳିବ, ମା ବାପାଙ୍କ ସହଯୋଗ ମିଲିବ, ବାହାର ଖାଦ୍ୟପେୟରୁ ନିବୃତ ରୁହନ୍ତୁ, ନହେଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ, ଶରୀରରେ କିଛିଟା ଥକାପଣ ଅନୁଭବ ହୋଇପାରେ, ବେପାରରେ ଭଲ ଲାଭ ମିଳିବ, ଆପଣ ନିଜ ଆତ୍ମବିଶ୍ୱାସ ବୃଦ୍ଧି କରିବେ, କାହା ସହ କଥାବାର୍ତ୍ତା କରୁଥିବା ସମୟରେ ନିଜ ବାଣୀକୁ ନିୟନ୍ତ୍ରଣ ରଖିବାକୁ ହେବ, ପ୍ରେମଜୀବନରେ ଚଳୁଥିବା ଲୋକଙ୍କ ପାଇଁ ଦିନଟି ଭଲ ନଜର ଆସୁଛି ।

ସିଂହ ରାଶି – ଆଜି ଆପଣଙ୍କ ଦିନ ଭଲ ରହିବ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି ହେବ, ଆପଣ ନିଜ ପରିଶ୍ରମରୁ କଠିନ କାର୍ଯ୍ୟ କରିପାରିବେ, କାରୋବାରରେ ଭାଇଙ୍କ ସହଯୋଗ ମିଳିବ, ବାପାଙ୍କ ସହ ଆଜି ଆପଣଙ୍କ ସଂମ୍ପର୍କ ଆହୁରି ମଜବୁତ୍ ହେବ, ମାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ, ସରକାରୀ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ବଡ ଅଧିକାରୀଙ୍କ ପୁରା ସପୋର୍ଟ ମିଳିବ ।

କନ୍ୟା ରାଶି – ଆଜି ଆପଣଙ୍କ ଦିନ ଶାନଦାର୍ ନଜର ଆସୁଛି, ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ, ଆପଣଙ୍କ ସବୁ କାର୍ଯ୍ୟ ମନ ମୁତାବିକ ପୁରା ହେବ, ବନ୍ଧୁଙ୍କ ସାହାଯ୍ୟ ମିଳିପାରିବ, ଆର୍ଥିକ ସ୍ଥିତି ମଜବୁତି ହେବ, ଯଦି ଆପଣ ପୁର୍ବରୁ କାହାଠାରୁ ପଇସା ଉଧାର ନେଇଛନ୍ତି ତେବେ ସେହି ପଇସା ଫେରିପାରିବେ, ଦୁର ସଂଚାର ମାଧ୍ୟମରେ ଖୁସି ଖବର ମିଳିପାରିବ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଚାଲୁଥିବା ମତଭେଦ ଶେଷ ହୋଇଯିବ, ପ୍ରେମ ଜୀବନରେ ସୁଧାର ଆସିବ ।

ତୁଳା ରାଶି – ଆଜି ଆପଣଙ୍କ ଦିନ ଭଲ ରହିବ , ଭାଗ୍ୟର ପୁରା ସାଥ୍ ମିଳିପାରିବ । କାର୍ଯ୍ୟକ୍ଷେତ୍ରରେ ଅଟକିରହିଥିବା କାର୍ଯ୍ୟ ସହଜରେ ପୁରା ହୋଇଯିବ, ଅଫିସ୍ ରେ ବଦ ଅଧିକାରି ଆପଣଙ୍କ କାର୍ଯ୍ୟକୁ ବହୁତ ପସନ୍ଦ କରିବେ, ଗୁପ୍ତ ଶତ୍ରୁଙ୍କ ଦ୍ୱାରା ଆପଣଙ୍କୁ ଆଘାତ ଦେଇପାରନ୍ତି, କିନ୍ତୁ ସେଥିରେ ସଫଳ ହେବେ ନାହିଁ, କେଉଁ ଲମ୍ବା ଯାତ୍ରାରେ ଯିବାରେ ବାହାନ ଚଲାଇବା ସମୟରେ ସାବଧନତା ଅବଲମ୍ବନ କରନ୍ତୁ, ନହେଲେ ଦୁର୍ଘଟଣା ହେବାର ଆଶଙ୍କା ଅଛି, କେଉଁ ବଡ ଫଇସଲା ନେବାକୁ ଚାହୁଁଥିଲେ ତେବେ ବୁଝିବିଚାରି ନିଅନ୍ତୁ ।

ବିଛା ରାଶି – ଆଜି ଆପଣଙ୍କ ଦିନ ମିଳାମିଶା ରହିବ, ଅଫିସର କାର୍ଯ୍ୟଭାର ଅଧିକା ହେବା କାରଣରୁ ଶାରରୀକ ଥକାପଣ ଓ ଦୁର୍ବଳତା ଅନୁଭବ ହୋଇପାରେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କେଉଁ କଥାକୁ ନେଇ ଭୁଲ୍ ବୁଝାମଣା ହେବ, ଆପଣ କେଉଁ ବି ମାମଲାକୁ ଶାନ୍ତିପୁର୍ଣ୍ଣ ଭାବେ ବୁଝାମଣା କରିବାକୁ ଚେଷ୍ଟା କରନ୍ତୁ, ଖାଦ୍ୟପେୟରେ ସୁଧାର କରନ୍ତୁ ଅନ୍ୟଥା ପେଟ ସହ ଯୋଡି ହୋଇଥିବା ଅସୁବିଧା ଉପନ୍ନ ହୋଇପାରେ, ସାମାଜିକ କ୍ଷେତ୍ରରେ ଆପଣଙ୍କ ଲୋକପ୍ରିୟତା ବଢିବ, ଆମଦାନୀର ନୁଆ ସାଧନ ମିଳିବ ।

ଧନୁ ରାଶି – ଆଜି ତୁମର ଦିନ ସାଧାରଣ ଭାବରେ ଅତିବାହିତ ହେବ | ତୁମର ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସମାପ୍ତ କରିବାକୁ ଚେଷ୍ଟା କର | ଘରର ଖର୍ଚ୍ଚରେ ବୃଦ୍ଧି ହୋଇପାରେ, ଯେଉଁଥିପାଇଁ ଆପଣଙ୍କ ମନ ବହୁତ ବିବ୍ରତ ହେବ | ବ୍ୟବସାୟୀମାନେ ଭଲ ମୁଦ୍ରା ଲାଭ କରିବାର ସମ୍ଭାବନା ଅଛି | ତୁମ ପିତାମାତାଙ୍କ ସହିତ ଅଧିକରୁ ଅଧିକ ସମୟ ବିତାଇବାକୁ ଆପଣ ଏକ ସୁଯୋଗ ପାଇପାରନ୍ତି | ଛାତ୍ରମାନେ କଠିନ ବିଷୟଗୁଡ଼ିକରେ ଶିକ୍ଷକଙ୍କ ସହାୟତା ପାଇବେ | ସନ୍ଧ୍ୟାରେ, ଆପଣ ନିଜ ପରିବାର ସଦସ୍ୟଙ୍କ ସହିତ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିପାରିବେ | ଆପଣ ପୂଜାରେ ଅଧିକ ଅନୁଭବ କରିବେ |

ମକର ରାଶି – ଆଜି ତୁମର ଦିନ ଭଲ ରହିବ | ବ୍ୟବସାୟୀମାନେ ଏକ ଲାଭଜନକ ସମାଧାନ ପାଇପାରିବେ | ଆପଣ ଧାର୍ମିକ ଏବଂ ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ, ଯାହା ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି କରିବ | ଟେଲି ଯୋଗାଯୋଗ ମାଧ୍ୟମ ମାଧ୍ୟମରେ ଭଲ ଖବର ଗ୍ରହଣ କରାଯାଇପାରିବ | ସାଙ୍ଗମାନଙ୍କ ସହିତ ମଜା କରିବା ପାଇଁ ସମୟ ବିତାଇବ | ଶାଶୁଘର ସହିତ ଚାଲିଥିବା ପାର୍ଥକ୍ୟ ସମାପ୍ତ ହୋଇପାରେ

କୁମ୍ଭ ରାଶି – ଆଜି ତୁମର ଦିନଟି କିଛି ବିଶେଷ ମନେହୁଏ | ଚାକିରି କ୍ଷେତ୍ରରେ ବଡ ଅଧିକାରୀଙ୍କ ସହିତ ଉତ୍ତମ ସମନ୍ୱୟ ରହିବ, ଯାହା ଆପଣଙ୍କୁ ଭଲ ଲାଭ ଦେବ | ଆମଦାନୀ-ରପ୍ତାନି ବ୍ୟବସାୟରେ ନିୟୋଜିତ ଲୋକମାନେ ବିପୁଳ ଲାଭ ପାଇପାରିବେ | ତୁମର ହୃଦୟ ଖୁସି ହେବ | ପିଲାମାନଙ୍କ ପାଖରୁ ଟେନସନ ଶେଷ ହେବ | ଛାତ୍ରମାନଙ୍କ ମନ ଅଧ୍ୟୟନରେ ନିୟୋଜିତ ହେବ | ଭାଇ ଓ ଭଉଣୀମାନଙ୍କ ସାହାଯ୍ୟରେ ତୁମର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହୋଇପାରିବ | ଦାମ୍ପତ୍ୟ ଜୀବନରେ ସୁଖ ରହିବ | ଆପଣ ନିଜ ସାଥୀଙ୍କ ସହିତ ବହୁତ ସମୟ ଅତିବାହିତ କରିବେ | ପ୍ରେମ ସମ୍ପର୍କ ମଜବୁତ ହେବ |

ମୀନ ରାଶି – ମୀନ ରାଶିର ଦିନର ଆରମ୍ଭ ଭଲ ହେବ | ସକାଳେ କୌଣସି ପରିବାର ସଦସ୍ୟଙ୍କଠାରୁ ଖୁସି ଖବର ଗ୍ରହଣ କରାଯାଇପାରେ | ଆପଣ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ହେବେ | ତୁମର ବ୍ୟକ୍ତିତ୍ୱର ଉନ୍ନତି ହେବ | ତୁମେ ତୁମର ଶତ୍ରୁମାନଙ୍କୁ ପରାସ୍ତ କରିବ | କାର୍ଯ୍ୟାଳୟରେ କାର୍ଯ୍ୟଭାର ବଢିପାରେ| କାର୍ଯ୍ୟ ସହିତ, ତୁମ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବାକୁ ପଡିବ | ଯଦି ଆପଣ ବ୍ୟବସାୟରେ ଏକ ନୂତନ ପ୍ରକଳ୍ପ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଶୀଘ୍ର ଯାଆନ୍ତୁ ନାହିଁ | ତୁମର କିଛି ପୂରଣ ହୋଇନଥିବା ଇଚ୍ଛା ପୂରଣ ହୋଇପାରିବ |

Leave a Reply

Your email address will not be published. Required fields are marked *