ଜନଧନ ଆକାଉଣ୍ଟ ରେ ଖାତା ଥିଲେ ମିଳିବ ୧୦ହଜାର ଟଙ୍କା । ଏବେ ହିଁ ଦେଖନ୍ତୁ…

Jan Dhan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜନଧନ ଆକାଉଣ୍ଟ ଧାରୀଙ୍କ ପାଇଁ ଆସିଲା ବଡ ଖୁସି ଖବର । ଯଦି ଆପଣ ଯନ୍ଥନ ଆକାଉଣ୍ଟ ଅର୍ଥାତ୍ ଜିରୋ ବିଲାନ୍ସ ବାଲା ଆକାଉଣ୍ଟ ଅପନ କରିଛନ୍ତି ସେ ବି ଯେକୌଣସି ବ୍ୟାଙ୍କରେ ହେଉନା କାହିଁକି ଜାଣି ରଖନ୍ତୁ ଆପଣଙ୍କ ପାଇଁ ଆସିଲା ବଡ ଖୁସି ଖବର । ଏନେଇ ସରକାର ତରଫରୁ ଜାରି ହେଲା ନୂଆ ଅପଡେଟ୍ । ଦେଶରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା ୫୦କୋଟି ଟପିଛି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସୂଚନା ଦିଆଯାଇଛି ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ମୋଟ ଯନ୍ଥନ ଖାତାରେ ମହିଳା ହିତାଧିକାରୀଙ୍କ ସଂଖ୍ୟା ୫୬ ପ୍ରତିଶତ ପହିଞ୍ଚିଛି । ଏଥି ସହିତ ୭୬ ପ୍ରତିଶତ ଜନଧନ ଖାତା ଗ୍ରାମାଞ୍ଚଳ ଏବଂ ଅର୍ଧ ସହରାଞ୍ଚଳରେ ଖୋଲାଯାଇଛି । ଏହିଭଳି ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି । ତେବେ ଏହି ଖାତାରେ ସର୍ବନିମ୍ନ ଜମା ରାଶି ରଖିବା ନେଇ କୌଣସି ବ୍ୟବସ୍ଥା ନାହିଁ । ଅର୍ଥାତ୍ ଆପଣ ଜିରୋ ବିଲାନ୍ସ ରଖିଲେ ବି ଆପଣଙ୍କ ଖାତା ସବୁଦିନ ପାଇଁ ଚାଲୁ ରହିବ ।

jana

ଏଥି ସହିତ ମାଗଣାରେ ଦିଆଯାଉଥିବା ରୂପେ ଡେବିଟ କାର୍ଡ଼ ରେ ୨ଲକ୍ଷ ଟଙ୍କାର ବୀମା ମଧ୍ୟ ମିଳିଥାଏ । ଖାଲି ସେତିକି ନୁହେଁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଓଭର ଟ୍ରାପ ସୁବିଧା ମଧ୍ୟ ରହିଛି । ପ୍ରଧାନମନ୍ତ୍ରୀ ଜନଧନ ଖାତା ସମ୍ପର୍କରେ ସରକାର ଲୋକଙ୍କ ଆରମ୍ଭରୁ ସଚେତନ କରେଇ ଆସୁଛନ୍ତି । ଏହା ଜରିଆରେ ସମାଜର ତଳ ସ୍ତରର ଲୋକମାନେ ଅଧିକ ଲାଭବାନ ହେଉଛନ୍ତି ।

ତେବେ କିଛି ଲୋକ ଏହି ଖାତାରେ ଦୁ ଉପଯୋଗ କରିବା ନେଇ ଅଭିଯୋଗ ମଧ୍ୟ ହୋଇଆସୁଛି । ତେବେ ଯଦି ଆପଣଙ୍କର ଜିରୋ ବିଲାନ୍ସ ଆକାଉଣ୍ଟ ରହିଛି ଆଉ ସେଥିରେ ଆପଣଙ୍କ ଟଙ୍କା ନାହିଁ ଆଉ ଆପଣଙ୍କୁ ଟଙ୍କା ଦରକାର ପଡୁଛି ତେବେ ଆପଣ ଚାହିଁଲେ ଓଭର ଟ୍ରାପ ମାଧ୍ୟମରେ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜିରୋ ବିଲାନ୍ସ ଆକାଉଣ୍ଟରୁ ଅର୍ଥାତ୍ ଜନଧନ ଆକାଉଣ୍ଟରୁ ଉଠାଇପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *