“ତୁ କେବଳ ମୋର ମୋ ଫିଲ୍ମ ଆଉ ଆଡ୍ କରିବୁ, ଅନ୍ୟ ସହ ଫିଲ୍ମ କଲେ ଭାଇରାଲ କରିଦେବି ଭିଡିଓ”

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତୁ କେବଳ ମୋ ପାଇଁ କାମ କରିବୁ । ମୋ ଛୋଟ ଛୋଟ ଫିଲ୍ମରେ ଅଭିନୟ କରିବୁ । ଆଉ ଆର୍ଡ ସୋଟ କରିବୁ । କିନ୍ତୁ ତୁ ଆଉ କାହା ସହ କାମ କରିପାରିବୁ ନାହିଁ । କୌଣସି ଫିଲ୍ମରେ ଆଉ କୌଣସି ଆର୍ଡ ସୋଟ ମଧ୍ୟ କରିପାରିବୁ ନାହିଁ । ଆଉ ଶେଷରେ ଏକଥାକୁ ଓଡ଼ିଆ ଅଭିନେତ୍ରୀ ମାନି ନଥିଲେ । ଆଉ ସେ ପ୍ରଡ୍ୟୁସରଙ୍କ ସହ ଫିଲ୍ମ କରିବାକୁ କଥା ହୋଇଥିଲେ ।

ହେଲେ ଦୟାନିଧି ସେହି ପ୍ରଡ୍ୟୁସର ମାନଙ୍କୁ କଲ୍ କରି କହୁଥୁଲା ଏ ଝିଅଟି ଭଲ ନୁହେଁ । ଦେ-ହ ଦେଇ ଫିଲ୍ମ କରେ । ତୁମେ ତାଙ୍କୁ ଫିଲ୍ମରେ ନିଅ ନାହିଁ । ଆଉ ଏଭଳି ସବୁ ଫୋନ୍ କରିବାରୁ ବହୁ ହଇରାଣ ହେଲେ ଅଭିନେତ୍ରୀ । ଆଉ ଶେଷରେ ଥାନାରେ ଯାଇ ଅଭିଯୋଗ କରିଲେ । ଭିଡିଓ ଭାଇରାଲ୍ ଅଭିଯୋଗରେ ପୁରୁଷ ବନ୍ଧୁଙ୍କ ନାମରେ ଏତଲା ଦେଲେ ଓଡ଼ିଆ ଅଭିନେତ୍ରୀ ଶୀତଲ ପାତ୍ର ।

sital 1

କେବଳ ସେତିକି ନୁହେଁ ପୁରୁଷ ବନ୍ଧୁ ତାଙ୍କୁ ନିର୍ଯାତନା ଦେବା ସହ ଧମକ ଚମକ ଦେବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଅଭିନେତ୍ରୀ । ତେବେ ଏନେଇ କୋର୍ଟର ଦ୍ୱାରସ୍ଥ ହେବା ପରେ ଲକ୍ଷ୍ମୀସାଗର ଥାନା ପୋଲିସ ମାମଲା ରୁଜୁ କରିଛି । ଅଭିନେତ୍ରୀଙ୍କ ଅଭିଯୋଗ ଅନୁସାରେ ସେ ୧୫ବର୍ଷ ଧରି ସିନେମା ଜଗତରେ ସକ୍ରିୟ ଅଛନ୍ତି । ୨୦୧୯ ମସିହାରେ ଜଣେ ଜାତୀୟ ସ୍ତରରେ କାମ କରୁଥୁବା ଏହି ଦୟାନିଧି ଧାମିଆଙ୍କ ସହିତ ସମ୍ପର୍କରେ ଆସିଥିଲେ । ଆଉ ସେଇଠି ଦୁହିଁଙ୍କର ପରିଚୟ ହୋଇଥିଲା । ଆଉ ସମ୍ପର୍କ ଘନିଷ୍ଠ ହୋଇଯାଇଥିଲା ।

ଆଉ ସମ୍ପର୍କ ଏତେ ନିବିଡ଼ ହୋଇଥିଲା ଯେ ଯାହାକି ଚର୍ଚ୍ଚା ହେଉଛି ତାହା କୁଆଡେ ପ୍ରେମ ସମ୍ପର୍କରେ ରୂପାନ୍ତରିତ ହୋଇଥିଲା । ତେବେ କିଛିଦିନ ପୂର୍ବେ ପୁରୁଷ ବନ୍ଧୁ ଜଣକ ନିର୍ଯାତନା ଦେବା ଆରମ୍ଭ କଲେ । କହିଲେ ତୁ କେବଳ ମୋର ଆର୍ଡ ସୋଟ କରିବୁ । ତୁ ମୋ ପାଇଁ କାମ କରିବୁ । ଆଉ କୌଣସି ଫିଲ୍ମରେ ଅଭିନୟ କରିପାରିବୁ ନାହିଁ । ଏଭଳି ସବୁ ପ୍ରତି ବନ୍ଧକ ଲଗାଇଲେ ।

ଆଉ ଯେତେବେଳେ ଅଭିନେତ୍ରୀ ଜଣକ ଏକଥା ଶୁଣି ନଥିଲେ ସେତେବେଳେ ଫଟୋ ଭିଡିଓ ଭାଇରାଲ୍ କରିଦେବାର ଧମକ ଦେଲେ । ଆଉ ବହୁ ନିର୍ଯାତନା ଦେଲେ । ଏପରିକି ଗତ ୨୦୨୨ ମେ ୨୯ରେ ସୋଟିଂ ସେଟ ରେ ପହଞ୍ଚି ହଙ୍ଗାମା ମଧ୍ୟ କରିଥିଲେ ଦୟାନିଧି । ଯାହାକି ଅଭିଯୋଗ କରିଛନ୍ତି ଅଭିନେତ୍ରୀ ଜଣକ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *