କମେଡିଆନ୍ ଗୁଡୁଙ୍କ ସହ କିଏ କଲା ମୃ-ତ୍ୟୁର ବାଜେ କମେଡି ?

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜିଁ ଥାଉ ଥାଉ ମାରିଦେଲେ କିଛି ସୋସିଆଲ ମିଡିଆ ଗଣ ମାଧ୍ୟମ । ଆଉ ରାଗରେ ଏମିତି କିଛି କହିଲେ ଅଭିନେତା ଗୁଡୁ । ଆଜି ସୋସିଆଲ ମିଡିଆରେ ଗୋଟେ ପୋଷ୍ଟ ଦେଖିଲେ ଯାହା ସିଏ ନିଜେ ବି ବିଶ୍ୱାସ କରିପାରିଲେନି । କେହିଜଣେ ରେଷ୍ଟ ଇନ୍ ପିସ୍ ଲେଖି ସେ ମରିଯାଇଛନ୍ତି ବୋଲି ଏକ ପୋଷ୍ଟ କରିଥିଲେ ।

କେବଳ ଯେ ସେ ଏଥିରେ ବ୍ୟତୀତ ହେଲେ ତାହା ନୁହେଁ ତାଙ୍କ ଧର୍ମ ପତ୍ନୀ ମଧ୍ୟ ଗର୍ଭାବସ୍ଥାରେ ଚମକି ପଡି ମେଡିକାଲକୁ ମଧ୍ୟ ଯାଇ ଆଡମିଟ ହୋଇଗଲେ । ଯଦିଓ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ନିଜେ କହିଛନ୍ତି ଗୁଡୁ । ଘଟଣା ପରେ ଥାନାରେ ଏତଲା ଦେଇଛନ୍ତି ଆଉ ସଂମ୍ପୁକ୍ତ ୱେବ୍ ଗଣ ମାଧ୍ୟମ ବିରୋଧରେ ମଧ୍ୟ ମୁହଁ ଖୋଲି କହିଛନ୍ତି ।

gudu

କୌଣସି ଘଟଣା ନଜାଣି ନଶୁଣି କେବଳ ମାଇଲିଜ୍ ନେବା ପାଇଁ ଏଭଳି ଖବର ପ୍ରସାରଣରୁ ନିବୃତ୍ତ ରହିବା ପାଇଁ କହିଛନ୍ତି ଅଭିନେତା ଗୁଡୁ । ପ୍ରଥମ ଥର ପାଇଁ କୌଣସି ଅଭିନେତାଙ୍କ ବିରୋଧରେ ଏଭଳି ଯେ ଗୋଟିଏ ଖରାପ କଟାକ୍ଷ କରାଯାଇଛି ତାହା ନୁହେଁ । ଏହା ପୂର୍ବରୁ ମଧ୍ୟ ପପୁ ପମପମ ମରିଯାଇଛନ୍ତି ଏଭଳି ଗୁଜବ ପ୍ରସାରିତ ହୋଇଥିଲା ।

କେବଳ ସେ ନୁହନ୍ତି ଅନ୍ୟ ଅଭିନେତା ଏବଂ ବ୍ୟକ୍ତି ବିଶେଷ୍ୟଙ୍କ ନାଁରେ ମଧ୍ୟ ଏମିତି ଗୁଜବ ସୋସିଆଲ ମିଡିଆରେ ଆଗରୁ ହୋଇଛି । ତେବେ ଏଭଳି ପ୍ରଦର୍ଥ କରି କୌଣସି ବିଷୟ ବସ୍ତୁକୁ ଉପସ୍ଥାପନା କରିବାରୁ ନିବୃତ୍ତ ରହି ଏବଂ ଏଭଳି ବ୍ୟକ୍ତି ବିଶେଷ୍ୟଙ୍କ କଡା ରୁ କଡା କାର୍ଯ୍ୟନୁଷ୍ଠାନ ନେବା ପାଇଁ ମଧ୍ୟ ସାଧାରଣରେ ଦାବି ହୋଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *