ଏହି ପ୍ରସିଦ୍ଧ କଳାକାରଙ୍କ ହେଲା ସନ୍ଧେହ ଜନକ ମୃ-ତ୍ୟୁ ।

Actro 2

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚଳଚ୍ଚିତ୍ର ଜଗତ ପାଇଁ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏହି ପ୍ରସିଦ୍ଧ କଳାକାରଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ତେବେ ତାଙ୍କର ମୃ-ତ୍ୟୁ ବେଳକୁ ୭୭ବର୍ଷ ହୋଇଥିଲା । ରହୁଥୁବା ତାଙ୍କ ଫ୍ଲାଟରୁ ଅଭିନେତାଙ୍କ ମୃ-ତ୍ୟୁ ଦେହ ମିଳିଛି ।

ଦୁଇ ତିନିଦିନ ପୂର୍ବରୁ ତାଙ୍କର ମୃ-ତ୍ୟୁ ହୋଇଥିବା ପୋଲିସ୍ ସନ୍ଦେହ କରୁଛି । ଆମ ଦେଶ ହେଉଛି କଳା ଏବଂ ସଂସ୍କୃତିର ଦେଶ । ଏଠାରେ ଅନେକ କଳାକାର ରହିଛନ୍ତି । ନାଚ ହେଉ କିମ୍ବା ଗୀତ ଭାରତ ସବୁଠାରୁ ଆଗରେ । କୁହାଯାଉଅଛି ଯେ ଏହି ପ୍ରସିଦ୍ଧ ଅଭିନେତା ଗତ କିଛିମାସ ଧରି ଏକ ଭଡା ଘରେ ରହୁଥିଲେ । ହଠାତ୍ ତାଙ୍କ ଘରୁ ଦୁର୍ଗନ୍ଧ ଆସିବା ପରେ ପୋଡଶୀ ମାନେ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ ।

ପ୍ରସିଦ୍ଧ ଅଭିନେତାଙ୍କ ଦେହାନ୍ତ ଖବର ଫିଲ୍ମ ଇଣ୍ଡଷ୍ଟ୍ରି ସମେତ ତାଙ୍କ ପରିବାର ସଦସ୍ୟକୁ ଚକିତ କରିଛି । ସେ ଅନେକ ଧାରାବାହିକ ଫିଲ୍ମରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ଲୋକପ୍ରିୟ ଅଭିନେତା ରବିନ୍ଦ୍ର ମରାଠୀ ସିନେମା ସହିତ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିଲେ । ତାଙ୍କୁ ମରାଠୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବିନୋଦ ଖନା ମଧ୍ୟ କୁହାଯାଉଥିଲା ।

rabindar

ତେବେ ଲୋକପ୍ରିୟ ଅଭିନେତା ତଥା ନିର୍ଦ୍ଦେଶକ ରବିନ୍ଦ୍ରଙ୍କର ମୃ-ତ୍ୟୁରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *