ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଆସିଗଲା ବଡ଼ ଖୁସି ଖବର । ଆଗାମୀ ଆସିବାକୁ ଥିବା ୧୪ତମ କିସ୍ତି କେଉଁ ତାରିଖ ସୁଧା ଆପଣ ପାଇବେ ତା ଫାଇନାଲ ଡେଟ୍ ଆସି ଯାଇଛି । ୨୭ଜୁଲାଇରେ ୨୦୦୦ ଟଙ୍କା ଆପଣଙ୍କ ଆକାଉଣ୍ଟ ରେ ଜମା ହୋଇଯିବ । ଯାହାକି କନଫର୍ମ ଡେଟ୍ ଆସି ଯାଇଛି ।
୨୭ତାରିଖରେ ଫାଇନାଲ ଆସିଯିବ । ଏହାଛଡା ଏଥିରେ ନୂଆ ଲିଷ୍ଟ ଦେଖିବା ପାଇଁ ୱେବ୍ ସାଇଟ୍ ଓପନ୍ କଲା ପରେ ସାଇଟରେ ଦେଖିବେ ବେନିଫିସାରି ଲିଷ୍ଟ ମିଳିଯିବ ତା ଉପରେ କ୍ଲିକ କରିବେ ଆଉ ଡାଇରେକ୍ଟ ଆପଣଙ୍କୁ ସେଠି ଷ୍ଟେଟ ମିଳିଯିବ ।
ଯେହେତୁ ଆମେ ଓଡିଶା ତାପରେ ଆପଣ ଓଡିଶା ସିଲେକ୍ଟ କରିବେ ଡିଷ୍ଟ୍ରିକ୍ଟ ଆପଣ ଯେଉଁ ଡିଷ୍ଟ୍ରିକ୍ଟ ଆପଣ ସିଲେକ୍ସନ କରିବେ ସବୁ ଡିଷ୍ଟ୍ରିକ୍ଟ ଯଉଁଠି ଦେଇଥିବ ଆପଣ ଦେଇଦେବେ ବ୍ଲକ ଆପଣଙ୍କର ଯାହା ବି ଥିବ ଆପଣ ବ୍ଲକ ଦେଇଦେବେ । ତାପରେ ଆପଣଙ୍କ ଭିଲେଜ ଆପଣ ଯେଉଁ ଭିଲେଜ ଦେଖିବାକୁ ଚାହୁଁଥିବେ ସେ ଭିଲେଜ ଦେଇଦେବେ ।
ଡେଟ୍ ରିପୋର୍ଟରେ କ୍ଲିକ କରିବେ । ଆପଣଙ୍କ ସାମ୍ନାରେ ଦେଖିବେ ଲିଷ୍ଟ ପଳେଇ ଆସିବ । ଏଥିରେ ଯେଉଁ ମାନଙ୍କ ନାଁ ଥିବ ସେମାନଙ୍କୁ ଆଗକୁ ଆସିବାକୁ ଥିବା ୧୪ତମ କିସ୍ତି ର ଟଙ୍କା ୨୦୦୦ ଟଙ୍କା ଯାହାକି ୨୭ତାରିଖରେ ଆପଣଙ୍କ ଆକାଉଣ୍ଟ ରେ ଜମା ହୋଇଯିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।